ପ୍ରିୟଙ୍କା ମୋ ଠୁ 4ଲକ୍ଷ ଟଙ୍କା ନେଇଥିଲା ,ଏବେ କହୁଛି ମୋ ସହ ଶାରୀ-ରିକ ସମ୍ପ-ର୍କ ରଖନ୍ତୁ ଆଉ ପଇସା ମାଗନ୍ତୁନି

ପ୍ରତିଦିନ ଗଣମାଧ୍ୟମରେ ଏପରି ଅନେକ ଜିନିଷ ସାମ୍ନାକୁ ଆସିଥାଏ , ଯାହା ବିଷୟରେ କହିବା ଠିକ୍ ହୁଏ ନାହିଁ । ଅନେକ ଲୋକଙ୍କ ବିଷୟରେ ଅନେକ ସତ କଥା ଧରା ପଡ଼ିଥାଏ । ସମସ୍ତଙ୍କ ଅସଲ ପରିଚୟ ଜଣା ପଡ଼ିଥାଏ । କିଏ କାହା ପାଖରୁ କେତେ ଟଙ୍କା ନେଇଥାଏ ତ ଆଉ କିଏ କାହାକୁ ମା-ରି ଥାଏ କି ଆଉ କିଏ କଣ କରିଥାଏ , ଆଉ ସେ ସବୁ ସତ ଆମେ ଗଣମାଧ୍ୟମ ରୁ ଜାଣି ପାରିଥାଉ ।

ତେବେ ଏପରି କଥା କିଛି ନୂଆ ଜିନିଷ ନୁହେଁ । ସେ ସାଧରଣ ଜନତା ହୁଅନ୍ତୁ କି ପ୍ରଭାବଶାଳୀ ବ୍ୟକ୍ତି ସମସ୍ତଙ୍କ ଅସଲ ପରିଚୟ ସାମ୍ନାକୁ ଆସି ଯାଇଥାଏ । ତେବେ ବର୍ତ୍ତମାନ ସମୟରେ ଏପରି କିଛି କଥାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି। ଆଉ ପ୍ରକୃତରେ ଘ-ଟଣା କଣ ସେ ବିଷୟରେ ବୁଝି ହେଉ ନାହିଁ ।

ତେବେ ସୂଚନା ଅନୁଯାୟୀ , ଜଣେ ବ୍ୟକ୍ତି ଅଭିନେତ୍ରୀ ପ୍ରିୟଙ୍କା ଦାସଙ୍କ ନାମରେ ଆଣିଛନ୍ତି ସାଙ୍ଘା-ତିକ ଅଭି-ଯୋଗ । ଆଉ କହିଛନ୍ତି କି , ଟଙ୍କା ନେଇ ମୋତେ ଠ-କି ଦେଲେ ପ୍ରିୟଙ୍କା । ଆଉ ବର୍ତ୍ତମାନ ସମୟରେ ଟଙ୍କା ଫେରେଇବା ପାଇଁ ସେ ରାଜି ନୁହଁନ୍ତି । ଟଙ୍କା ମାଗିଲେ କହୁଛନ୍ତି ଶାରୀ-ରିକ ସମ୍ପ-ର୍କ ରଖନ୍ତୁ ପଛକେ ଟଙ୍କା ମାଗନ୍ତୁ ନାହିଁ । ଅର୍ଥାତ୍ ସେ ଆଉ କେବେ ଟଙ୍କା ଦେବେ ନାହିଁ ।

ତେବେ କହିବାକୁ ଗଲେ , ଅଭିନେତ୍ରୀଙ୍କ ନାମରେ ଅଭି-ଯୋଗ ଆଣିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ଦେବାକୁ ଆଦୌ ରାଜି ନୁହଁନ୍ତି। ବାସ୍ ସେ ଖାଲି ନିଜେ ଜଣେ ସରକାରୀ ଚାକିରିଆ କହି ଦେଇ ବଞ୍ଚି ଯିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ କିଏ ଆଉ କେଉଁଠି ତାଙ୍କ ଘର । ଏହା ବ୍ୟତୀତ ପ୍ରିୟଙ୍କା ସହିତ ତାଙ୍କର କିପରି ଦେଖା ହେଲା ସେ ବିଷୟରେ ସେ କହୁ ନାହାଁନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ କହିଥିବା ସମସ୍ତ କଥା ଅନୁସାରେ , ସେ ଜଣେ ଚାକିରିଆ ଆଉ ତାଙ୍କ ପାଖରେ ଟଙ୍କା ବହୁତ ଥିଲା । ତାଙ୍କର ଜଣେ ସାଙ୍ଗ ମାଧ୍ୟମରେ ସେ ଏକଦା ପ୍ରିୟଙ୍କାଙ୍କ ସହିତ ଭେଟ ହୋଇଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ଆଗକୁ ବନ୍ଧୁତା ବଢିଥିଲା । ଦୁହେଁ ପରସ୍ପରକୁ ଜାଣି ଥିଲେ

ଆଉ ସେହି ସମୟରେ ପ୍ରିୟଙ୍କା ତାଙ୍କୁ କିଛି ଟଙ୍କା ମାଗିଥିଲେ । ଆଉ ତାହା ଥିଲା କୋଡ଼ିଏ ହଜାର ଟଙ୍କା । ସେହି ଟଙ୍କା ଦେବା ପାଇଁ ରାଜି ହୋଇ ଯାଇଥିଲେ ବ୍ୟକ୍ତି ଜଣକ । ଆଉ ଦେଇ ମଧ୍ୟ ଦେଇଥିଲେ । କିନ୍ତୁ ଆଗକୁ ଆଗକୁ ସେ ଧିରେ ଧିରେ ଆହୁରି ଟଙ୍କା ମାଗିବା ଆରମ୍ଭ କରି ଦେଇଥିଲେ । ଆଉ ଏମିତିକି ନିଜର ଅସହାୟ କଥା କହି , ବାପା ନଥିବା କଥା କହି ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଆଉ ପରେ ଫେରାଇ ଦେବା କଥା ମଧ୍ୟ କହିଥିଲେ ।କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଦେଖା ନାହିଁ ।

୨ ବର୍ଷରୁ ଅଧିକ ସମୟ ବିତି ଯାଇ ସାରିଲାଣି ଆଉ ଏବେ ଟଙ୍କା ମାଗିବା ପାଇଁ ବ୍ୟକ୍ତି ଜଣକ ତାଙ୍କ ଘରକୁ ଯାଇଥିଲେ । କିନ୍ତୁ ତାଙ୍କ ଘରେ ତାଙ୍କୁ ଧରି ପକାଇ ଅନେକ ମା-ଡ଼ ମା-ରିଥିଲେ । ତେଣୁ ସେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତିଆଉ କହିଛନ୍ତି କି , ପ୍ରିୟଙ୍କାଙ୍କ ପରିବାର ତାଙ୍କୁ ଅନେକ ମା-ଡ଼ ମା-ରିଲେ ଆଉ ତାଙ୍କୁ ଖରାପ କଥା କହି ଗା-ଳି ଗୁ-ଲଜ ମଧ୍ୟ କଲେ ।

ଏମିତିକି ଆଉ ଟଙ୍କା ଫେରାଇବାକୁ ରାଜି ନାହାନ୍ତି ବୋଲି କହିଲେ । ଅନ୍ୟ ପକ୍ଷରେ ପ୍ରିୟଙ୍କା କହିଲେ କି , ତାଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖି ଦିଅନ୍ତୁ ପଛକେ , ଆଉ ତାଙ୍କୁ ଟଙ୍କା ମାଗନ୍ତୁ ନାହିଁ । ଯାହା ତାଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରି ଦେଇଥିଲା । ଆଉ ସେଥିପାଇଁ ଥା-ନାକୁ ଚାଲି ଆସିଥିଲେ ସେ । ତେବେ ଦେଖାଯାଉ ପୋ-ଲିସ ଆଗକୁ କଣ କରୁଛି ।

Leave a Reply

Your email address will not be published. Required fields are marked *