ଲକ୍ଷେ ଟଙ୍କା ପାଇଁ ମୁଁ ବୁଢା ସହିତ ଶୋଇବି! ସେମିତି ହେଲାନି ବୋଲି ମୋତେ ପ୍ରଷ୍ଟି-ଚ୍ୟୁଟ ବନେଇ ଦେଲେ

ଆଜି କାଲି ଚଳଚ୍ଚିତ୍ର ଏବଂ ଯାତ୍ରାରେ ଅଭିନୟ କରିବା ପାଇଁ ଅଭିନୟ ଦରକାର ନାହିଁ ଦରକାର କେବଳ ଟଙ୍କା ନହେଲେ ନିର୍ଦ୍ଦେଶକଙ୍କ ସହ ଶାରୀ-ରିକ ସ-ମ୍ପର୍କ। ଚଳଚ୍ଚିତ୍ର ଦୁନିଆଁରେ କଷ୍ଟିଙ୍ଗ କାଉଜର ମାତ୍ରା ବଢ଼ିଗଲାନି। ଆଲବମ୍ ଏବଂ ସିରିଏଲ ରେ ଅଭିନୟ କରୁଥିବା ପ୍ରିୟଙ୍କା ଦାସ ଯୋଗେଶ୍ୱର ନାୟକଙ୍କ ନା ରେ ପୋ-ଲିସ୍ ଷ୍ଟେସ-ନରେ ଅଭି-ଯୋଗ କରିଛନ୍ତି।

ପ୍ରିୟଙ୍କା ଦାସ ଆଲବମ୍ ଏବଂ ସିରିଏଲରେ ଅଭିନୟ କରନ୍ତି। ୨୦୨୦ରେ ସେ ଯୋଗେଶ୍ୱର ନାୟକଙ୍କୁ ଭେଟିଥିଲେ। ଯୋଗେଶ୍ୱର ଗୋଟେ ଆଲବମରେ ପ୍ରିୟଙ୍କାଙ୍କୁ ସୁଯୋଗ ଦେଇଥିଲେ। ତା ପରେ ଦୁହିଁଙ୍କ ଭିତରେ ମିଳାମିଶା ବଢିଲା। ଭୁବନେଶ୍ୱରରେ ପ୍ରିୟଙ୍କାର ଗୋଟେ ସେଲୁନ ଅଛି। ଯୋଗେଶ୍ୱର ସେଠିକି ସବୁଦିନ ଆସନ୍ତି। ସେଠି ସେ ଚୁଟି କଟନ୍ତି ଫେଶିଆଲ୍ କରନ୍ତି ଏବଂ ବହୁତ୍ ସମୟ ରହି ଯାଆନ୍ତି।

କିନ୍ତୁ ଗତ ୨୦ ଦିନ ତଳେ ଯୋଗେଶ୍ୱର ସେଲୁନ ଆସି ସେଲୁନ ପିଲାଙ୍କୁ ୬ ଲକ୍ଷ ଟଙ୍କା ମାଗି ତାଙ୍କ ସହ ଅସାଧାରଣ ବ୍ଯବହାର କରି ପୋ-ଲିସ୍ ଆଗରେ ପ୍ରିୟଙ୍କାର ନା ରେ ଟଙ୍କା ନେଇ ଠ-କିବାର ଅଭି-ଯୋଗ କରିଛନ୍ତି। ସେଥିପାଇଁ ପ୍ରିୟଙ୍କା ମିଡ଼ିଆ ଆଗରେ ନିଜର ପ୍ରତି-କ୍ରିୟା ପ୍ରକାଶ କରିଛନ୍ତି।

ପ୍ରିୟଙ୍କା ମିଡ଼ିଆ ଆଗରେ କହିଛନ୍ତି ସେ ଗୋଟେ ୬୦ ବର୍ଷର ବୁଢ଼ା। ମତେ ୧ ଲକ୍ଷ ଟଙ୍କା ଦେଉଥିଲା ମୁଁ ତା ପାଖରେ ଶୋଇବି ବୋଲି। ମୁଁ ଯେମିତି ଶୋଇବା ପାଇଁ ମନା କଲି ସେଥିପାଇଁ ସେ ମୋ ନାଁରେ ଆସି ମି-ଛରେ ଅଭି-ଯୋଗ କରିଛି। କେତେବେଳେ କହୁଛି ମୁଁ ତାର ୨ ଲକ୍ଷ ଟଙ୍କା ନେଇଛି କେତେବେଳେ କହୁଛି ୬ ଲକ୍ଷ ଟଙ୍କା ନେଇଛି। ୨୦୨୦ ରେ ସେ ମତେ ଗୋଟେ ଆଲବମ କରିବାକୁ ଦେଇଥିଲା ଆଲବମ ସରିଲା ପରେ ସେ ମତେ ସବୁବେଳେ ଫୋନ୍ କରେ କୁହେ ତମେ ବହୁତ୍ ଭଲ ଅଭିନୟ କରୁଛ। ତମେ ବହୁତ୍ ସୁନ୍ଦର ଆମେ ଆଗକୁ ଗୋଟେ ଫିଲ୍ମ କରିବା ତମେ ହିରୋଇନ୍ ହେବ।

ଏମିତି କହି ସେ ସବୁବେଳେ ଆମ ଘରକୁ ଆସେ ଆଉ ମତେ ଟଙ୍କା ନେଇ ଶୋଇବାକୁ କୁହେ ଏବେ ମୁଁ ତା ପାଖରେ ସୋଇଲିନି ବୋଲି ମତେ ପ୍ରଷ୍ଟି-ଚ୍ୟୁଟ କହୁଛି। କହୁଛି ମୁଁ କୁଆଡେ଼ ୧୦ ହଜାର ଲେଖା ଟଙ୍କା ନେଇକି ୨୪ ଥର କାହା ପାଖରେ ଶୋଇଛି। ୧୯୯୯ ରୁ ମୋ ବାପା ମଲାନ୍ତି ମୁଁ ମୋ ମା ଏବଂ ମୋ ଭାଇ ଆମେ ଠିକ୍ ରେ ଥିଲୁ ଇଏ ମୋ ମାଆଙ୍କୁ ମଧ୍ୟ ପ୍ରଷ୍ଟି-ଚ୍ୟୁଡ ବୋଲି କହିଛି। ମୁଁ କେବେ ଚାହିଁ ନଥିଲି ଏମିତି ଫେମସ ହେବାକୁ। ମୁଁ ମୋ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ୍ ଖୁସିରେ ଥିଲି।

ଯଦି ମୋର କାହା ପାଖରେ ଶୋଇବାକୁ ଇଚ୍ଛାହବ ମୁଁ ଗୋଟେ ଭଲ ଟୋକା କୁ ବାହା ହେଇ ତା ପାଖରେ ଶୋଇବି ମୁଁ ତା ପରି ଗୋଟେ ବୁଢ଼ା ପାଖରେ କାହିଁକି ଶୋଇବି। ଯଦି ସେ ଆମ ଘରକୁ ଟଙ୍କା ମାଗିବାକୁ ଆସନ୍ତି ତେବେ ଯେତେବେଳ ଆମ ଘର ଆଗରେ ମୋ ଭାଇର ଚପଲ ଦେଖନ୍ତି ତେବେ ଘର ଭିତରକୁ ନ ଆସି ଚୋ-ର ପରି ବାହାରୁ ବାହାରୁ ପଳାନ୍ତି। ସେ ମତେ ବହୁତ୍ ମେଣ୍ଟାଲ ଟର୍ଚର ମଧ୍ୟ କରିଛି। ମତେ ସବୁବେଳେ ତା ସହ ଶାରୀ-ରିକ ସ-ମ୍ପର୍କ ରଖିବାକୁ କୁହେ ମୁଁ ମନା କରିବାରୁ ମୋ ନା ରେ ମିଛେରେ ଅଭି-ଯୋଗ କରିଛି। କିନ୍ତୁ ମୋତେ ଯୋଉ ପର୍ୟ୍ୟନ୍ତ ନ୍ୟା-ୟ ନ ମିଳିଛି ମୁଁ ଲିଙ୍ଗରାଜ ଥା-ନାରୁ କୁଆଡେ ଯିବିନି।

Leave a Reply

Your email address will not be published. Required fields are marked *