ମୁଁ କାଳେ 10,000ଟଙ୍କା ଲେଖାଏଁ ନିଏ ଓ ତାଙ୍କ ସହ 24 ଥର ଶୋଇଛି ,ସମସ୍ତଙ୍କ ଆଗରେ ମୋତେ ପ୍ରଷ୍ଟି-ଚ୍ୟୁଟ ବନେଇଦେଲା

ଅଲିଉଡ଼ ହେଉ କିମ୍ବା ବଲିଉଡ ଇଣ୍ଡଷ୍ଟ୍ରି ହେଉ ସବୁଠି ଅଭିନେତ୍ରୀଙ୍କ ଜୀବନରେ ଅନେକ କିଛି ସମସ୍ୟା ଆସିଥାଏ । କେଉଁଠି ପ୍ରଡ୍ୟୁସର କ୍ୟାରିଅର ବନେଇ ଦେବେ କହି , କେଉଁଠି ଆଲବମ କିମ୍ବା ଫିଲ୍ମରେ ସୁଯୋଗ ଦେବେ କହି କମ୍ପ୍ରମାଇଜ କରିବାକୁ କହନ୍ତି । ଯାହାଦ୍ୱାରା ଅନେକ ଝିଅ ନିଜକୁ ହାର ମାନି ଯାଆନ୍ତି । ଆଉ କିଛି ଆଗେଇ ଯାଆନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଆଉ ଏକ ମାମ-ଲା ଓଡ଼ିଆ ଇଣ୍ଡଷ୍ଟ୍ରି ଜଗତରେ ଶୁଣିବାକୁ ମିଳୁଛି । ଯାହାକି ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଜଣେ ଅଭିନେତ୍ରୀ ଜଣେ ବ୍ୟକ୍ତିଙ୍କ ନାମରେ ସଙ୍ଗିନ ଅଭି-ଯୋଗ ଆଣିଛନ୍ତି ।

ଅଭିନେତ୍ରୀଙ୍କ କହିବା କଥା ଯେ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରଷ୍ଟି-ଚ୍ୟୁଟ ସଜେଇ ଦେଇଛନ୍ତି । ଅଭିନେତ୍ରୀ ଜଣକ କୁଆଡ଼େ ତାଙ୍କ ଠାରୁ ୪ ଲକ୍ଷ , ୧୨ ଲକ୍ଷ ପୁଣି କୁଆଡ଼େ ବ୍ରେସଲେଟ ଏବଂ ମୋବାଇଲ ଆଣିବା ପାଇଁ ଟଙ୍କା ନେଇଛନ୍ତି । ଖାଲି ଏତିକିରେ ମନ ଶାନ୍ତି ହେଲା ନାହିଁ ଯେ ତାଙ୍କ ସହିତ ୨୪ ଥର ଶୋଇଥିବା ମଧ୍ୟ କହିଛନ୍ତି । ଯାହାକୁ ଅଭିନେତ୍ରୀ ଜଣକ ତୀବ୍ର ବି-ରୋଧ କରିଛନ୍ତି ଏବଂ ଥା-ନାରେ ଏ ସମ୍ବ-ନ୍ଧରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ଅଭିନେତ୍ରୀ ଜଣକ ବୃତ୍ତିରେ ଜଣେ କଳାକାର ଏବଂ ତାସହିତ ତାଙ୍କର ଏକ ସେଲୁନ ମଧ୍ୟ ଅଛି । ସେ କହିଛନ୍ତି ଯେ ତାଙ୍କ ପାଖରେ ଏମିତି କିଛି ଅଭାବ ନାହିଁ ଯେ ସେ କାହା ସହିତ ଶୋଇବା କଥା ଭାବିବେ ।

ବାସ୍ତବରେ ଘ-ଟଣା ଏହା ଯେ ଉକ୍ତ ବ୍ୟକ୍ତିଙ୍କ ସହିତ ଅଭିନେତ୍ରୀଙ୍କର ୨୦୨୦ ରୁ ସାକ୍ଷାତ ହୋଇଥିଲା ତାହା ପୁଣି ତାଙ୍କ ସେଲୁନରେ । ତେବେ ସେହିଠାରୁ ହିଁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଏଲବମରେ କାମ ଦେବେ କହିଥିଲେ । ଏଲବମ ହେବା ପରେ ରିଲିଜ ସୁଦ୍ଧାବି ସରିଥିଲା । ସେ ବାବଦକୁ ସେ ୨ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । କିନ୍ତୁ ପ୍ରଡ୍ୟୁସରର ମନ ମାନିଲା ନାହିଁ ଯେ ଆଉ ଲକ୍ଷେ ଟଙ୍କା ଦେଇ ଅଭିନେତ୍ରୀଙ୍କୁ ତାଙ୍କ ପାଖରେ ଶୋଇବାକୁ କହିଲେ । ଯାହାକୁ ପୁରାପୁରି ମନା କରି ଦେଇଥିଲେ ଅଭିନେତ୍ରୀ । ଆଉ ଅଭିନେତ୍ରୀ ଜଣକ ମନା କରିବା ପରେ ବ୍ୟକ୍ତି ଜଣକ କହିଛନ୍ତି ଯେ ଅଭିନେତ୍ରୀ କୁଆଡ଼େ ତାଙ୍କ ସହିତ ୨୪ ଥର ଶୋଇଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି ।

ପୋ-ଲିସ ପାଖରେ ଗୋଟିଏ ମିଡ଼ିଆ ପାଖରେ ଗୋଟିଏ କଥା କହୁଛନ୍ତି ବ୍ୟକ୍ତି ଜଣକ । ଅଭିନେତ୍ରୀ ଜଣକ ଅନେକ ଥର ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ଉକ୍ତ ବ୍ୟକ୍ତି ଜଣକ ବୁଝିବାକୁ ନାରାଜ ଥିଲେ । ଏମିତିକି ତାଙ୍କ ସେଲୁନକୁ ଯାଇ ତାଙ୍କ କର୍ମଚାରୀଙ୍କ ସହିତ ଖରାପ ବ୍ୟବହାର କରୁଥିଲେ । ଏମିତିକି ବ୍ୟକ୍ତି ଜଣକ କୁଆଡ଼େ କହିଛନ୍ତି ଅଭିନେତ୍ରୀ ତାଙ୍କ ଠାରୁ ଅନେକ ଥର ଟଙ୍କା ନେଇଛନ୍ତି ।ଯାହାର ପ୍ରମାଣ ସୁଦ୍ଧା ନାହିଁ । ତେଣୁ ବର୍ତ୍ତମାନ ଥା-ନାରେ ଏବଂ ଗଣମାଧ୍ୟମ ସାମ୍ନାରେ ଅଭିନେତ୍ରୀ ନ୍ୟା-ୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *