ଲିଭ୍ ଇନ୍ ସାଜିଲା କାଳ , ପ୍ରେମିକାକୁ କା-ଟି ପକାଇ ପ୍ରେସର୍ କୁକରରେ ସିଝାଇ ଦେଲା ପ୍ରେମିକ

କୁହାଯାଏ ପ୍ରେମ ଯେତିକି ଭଲ , ସେତିକି ଖରାପ । ଆଜିକାର ଦୁନିଆଁ ପ୍ରେମ କରିବା ସାଧାରଣ କଥା ଆଉ ତା ଠାରୁ ଆହୁରି ସାଧାରଣ କଥା ହେଉଛି ଲିଭ୍ ଇନ୍ ରେ ରହିବା । ସେ କମ୍ ବୟସର ଲୋକ ହୁଅନ୍ତୁ କି ଅଧିକ ବୟସର ଲୋକ ସମସ୍ତେ ପ୍ରାୟତଃ ଲିଭ୍ ଇନ୍ ରେ ରହିବାକୁ ପସନ୍ଦ କରୁଛନ୍ତି । ତେବେ ଏହି ସମୟରେ ସେମାନେ ପରସ୍ପରକୁ ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ପରିସ୍ଥିତି ବେଳେ ବେଳେ ଏତେ ଖରାପ ରୂପ ଧାରଣ କରୁଛି ଯେ , ଯାହା ବିଷୟରେ କହିବା ମଧ୍ୟ କଷ୍ଟକର ହେବ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଲୋମ ଟା-ଙ୍କୁରି ଉଠାଇବ ।

ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ , ସତରେ କଣ ମଣିଷ ଏତେ ଖରାପ ରୂପ ଧାରଣ କରି ପାରେ । ଆଉ ଏତେ ନି-ର୍ଦ୍ଦୟ ସାଜି ଏମିତି କା-ଣ୍ଡ କରିପାରେ । ତେବେ ଆଜି ଆମେ ଆପଣଙ୍କୁ କହୁଛୁ , ଏମିତି ଏକ ଲିଭ୍ ଇନ୍ କଥା , ଯାହା ବାସ୍ତବରେ ଅତ୍ୟନ୍ତ ଭ-ୟାନକ ଅଟେ । ସୂଚନା ଅନୁଯାୟୀ , ମେରା ରୋଡ ସ୍ଥିତ ନୟାନଗର ଥା-ନା ଅନ୍ତର୍ଗତ ଗୀତା ଆକାଶଦୀପ ସୋସାଇଟିରେ ଏହି ବିଭତ୍ସ ହ-ତ୍ୟାକା-ଣ୍ଡ ଦେଖିବାକୁ ମିଳିଛି । ସୋସାଇଟିର ୭ ମହଲାରେ ରହୁଥିବା ୫୬ ବର୍ଷୀୟ ମନୋଜ ସାହାଣୀ , ତାଙ୍କର ଲିଭ୍ ଇନ୍ ପାର୍ଟନର ସରସ୍ଵତୀଙ୍କୁ ସେ ହ-ତ୍ୟା କରିଛନ୍ତି ।

ତେବେ ଅନେକ ସମୟ ହେଲା ସେମାନେ ଲିଭ୍ ଇନ୍ ରେ ରହୁଥିଲେ । ତେବେ ଏହାରି ମଧ୍ୟରେ ହଠାତ୍ ଉଭୟଙ୍କ ମଧ୍ୟରେ କିଛି କଥାକୁ ନେଇ କଥା କ-ଟାକ-ଟି ହୋଇଥିଲା । ଯାହାର ପରିଣାମସ୍ୱରୂପ ମନୋଜ ରାଗି ଯାଇଥିଲେ ଆଉ ନିଜ ପ୍ରେମିକା ସରସ୍ଵତୀଙ୍କୁ ହ-ତ୍ୟା କରି ଦେଇଥିଲେ । ଆଉ ଖାଲି ଏତିକି ନୁହେଁ , ବଜାର ଯାଇ ଗଛ କଟା ମେସିନ ଆଣି ଶ-ବକୁ ଛୋଟ ଛୋଟ ଖଣ୍ଡରେ କା-ଟି ପକାଇ ଥିଲେ । ଯେମିତି ପୋ-ଲିସ ତାଙ୍କ ଉପରେ ସ-ନ୍ଦେହ ନ କରୁ । ତେବେ ଏପରି କିଛି ଦିନ ବିତି ଯାଇଥିଲା ଆଉ ଯେତେବେଳେ ଘର ଭିତରୁ ଦୁ-ର୍ଗନ୍ଧ ବାହାରିବା କଥା ପଡୋଶୀ ମାନେ କହିବାକୁ ଲାଗିଥିଲେ , ସେତେବେଳେ ପୋ-ଲିସ ଆସି ତ-ଦନ୍ତ କରିଥିଲା ।

ତେବେ ଧିରେ ଧିରେ ସବୁ ସତ କଥା ସାମ୍ନାକୁ ଆସି ଯାଇଥିଲା , ଯେତେବେଳେ ପୋ-ଲିସ ମାଂ-ସ ଖଣ୍ଡ ପାଇଥିଲା । ପୋ-ଲିସ ମନୋଜଙ୍କୁ ପଚ-ରାଉ-ଚରା କରିବାକୁ ଲାଗିଥିଲା , ଆଉ ମନୋଜ କହିଥିଲେ ଗୋଟି ଗୋଟି ହ-ତ୍ୟା ପଛର କାହାଣୀ । ଶ-ବକୁ କା-ଟିବା ସହିତ ଖଣ୍ଡ ଗୁଡ଼ିକୁ ପ୍ରେସର କୁକର ରେ ମଧ୍ୟ ସିଝାଇ ଦେଇଥିଲେ ବ୍ୟକ୍ତି ଜଣକ । ତେବେ ଏହି କଥା ଶୁଣିବା ପରେ ପଡୋଶୀ ମାନେ ମଧ୍ୟ ଭ-ୟଭୀ-ତ ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ପୋ-ଲିସ ମନୋଜଙ୍କୁ ପଚ-ରାଉ-ଚରା କରିବା ସହିତ ମାଂସ ଖଣ୍ଡ ଗୁଡ଼ିକୁ ନେଇ ବ୍ୟ-ବଚ୍ଛେ-ଦ କରିବା ପାଇଁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *