ମାଳିକା ବଚନ କି ହୋଇବ ସତ , ବୈରୀ ରେଳ ଷ୍ଟେସନରେ ଫାଟିବ ଇଞ୍ଜିନ

ବିଶ୍ୱାସ ଆଉ ଅବିଶ୍ବାସ ମଧ୍ୟରେ ଆମର ଏ ଜୀବନ ଆଗକୁ ଚାଲିଅଛି । କିଏ ମାଳିକା କଥା ବିଶ୍ୱାସ କରୁଛି ତ ଆଉ ପୁଣି ଏହାକୁ ଅନ୍ଧବିଶ୍ୱାସର ନାମ ଦେଉଛି । ସବୁ ଜିନିଷ ଏହି ମଣିଷ ଉପରେ ନିର୍ଭରଶୀଳ ଅଟେ । କିଏ ଜାଣେ କେତେବେଳେ କଣ ହୋଇଯିବ , ତେଣୁ ବାସ୍ ଆମେ ତ ମଣିଷ ଏ ସମାଜର ନୀତି ନିୟମ ଅନୁଯାୟୀ ଆଗକୁ ବଢ଼ି ଚାଲିଛନ୍ତି । ତେବେ ଏହାରି ମଧ୍ୟରେ ଅନେକ ଜିନିଷ ସାମ୍ନାକୁ ଆସୁଛି । ଯାହା ଥରହର କରି ଦେଉଛି । ତେବେ କୁହାଯାଉଛି କି , କଳିଯୁଗ ହୋଇଯିବ ଶେଷ ।

ଆଉ ସବୁକିଛି ଶେଷ ହୋଇଯିବ । ମଣିଷ ସମାଜ ଆଉ ରହିବ ନାହିଁ । ସବୁକିଛି ଧ୍ଵଂ-ସ ହୋଇଯିବ। ଧିରେ ଧିରେ ଯାହା ଦେଖିବାକୁ ମିଳୁଛି କି , ମାଳିକା ବଚନ କଥା ସତ ହୋଇ ହୋଇ ଯାଉଛି । ମାଳିକାରେ ଯାହା ସବୁ ଉଲ୍ଲେଖ କରାଯାଇଛି , ତାହା କ୍ରମେ କ୍ରମେ ସତ ହୋଇ ଚାଲିଛି ଆଉ ଆଗକୁ ମଧ୍ୟ ଯାହା ଲେଖା ହୋଇଛି ତାହା ସତ ହେବ ବୋଲି କୁହାଯାଉଛି । ବାଇଶି ପାହାଚେ ଖେଳିବ ମୀନ , ତାହା ଉଲ୍ଲେଖ କରାଯାଇଥିଲା ତାହା ମଧ୍ୟ ସତ ହୋଇ ସାରିଛି । ଆଗକୁ ଏପରି ଅନେକ ଜିନିଷ ମଧ୍ୟ ସତ ହୋଇଯିବ ।

ତେବେ ମାଳିକା ଅନୁଯାୟୀ , ରେଳ ଦୁର୍ଘ-ଟଣାରେ ଶହ ଶହ ଲୋକଙ୍କ ଜୀବନ ଚାଲିଯିବ ବୋଲି ଉଲ୍ଲେଖ କରା ଯାଇଥିଲା ଆଉ ତାହା ମଧ୍ୟ ସତ ହେଲା । ବିଗତ କିଛି ଦିନ ହେବ , ବାହନଗା ଷ୍ଟେସ-ନରେ ବିଶାଳ ଆକାରର ରେଳ ଦୁର୍ଘ-ଟଣା ହେଲା , ଯେଉଁଥିରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । ତେଣୁ ଏପରି ପରିସ୍ଥିତିରେ ଲୋକେ କହିବାରେ ଲାଗିଛନ୍ତି କି , କଳିଯୁଗ ଶେଷ ହୋଇଯିବ । ଅନ୍ୟ ପକ୍ଷରେ ଆଉ ଏକ କଥା ଉଲ୍ଲେଖ କରାଯାଇଛି , ଯାହା ମଧ୍ୟ ସତ ହେବ ବୋଲି କୁହାଯାଉଛି । ବୈରୀ ରେଳ ଷ୍ଟେସନରେ ରେଳ ଇଞ୍ଜିନ ଫାଟିବ ବୋଲି କୁହାଯାଇଛି ।

ତେବେ ଏଥିରେ ଉଲ୍ଲେଖ କରାଯାଇଛି କି , ଯେତେବେଳେ ରୁଷିଆ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଯାଉଥିବ , ସେତେବେଳେ ବୈରୀ ରେଳ ଷ୍ଟେସନରେ ରେଳ ଇଞ୍ଜିନ ଫାଟିଯିବ । ଆଉ ମହାପ୍ରଭୁ ସେଠାରେ ହିଁ ଲିନ ହୋଇଯିବେ । କିନ୍ତୁ ତାଙ୍କ ଭକ୍ତ ମାନଙ୍କୁ ଛାଡି କଦାପି ଯିବେ ନାହିଁ ବୋଲି କୁହାଯାଇଛି । ତେବେ ଏପରି ପରିସ୍ଥିିତିରେ ଲୋକଙ୍କ ମନରେ ଏକ ଭ-ୟ ରହିଯାଇଛି , ଯାହା ଲୋକଙ୍କ ମନରୁ ଯିବା ମଧ୍ୟ ଅସମ୍ଭବ । ତେବେ ଦେଖାଯାଉ ଆଗକୁ କଣ ହେଉଛି । ଆମେ ତ ମଣିଷ ମାତ୍ର ସେହି ମହାପ୍ରଭୁଙ୍କ ଲୀଳା ଅନୁଯାୟୀ , ଆମେ ସବୁ ଏ ପୃଥିବୀ ପୃଷ୍ଠରେ କରି ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *