ଦୀର୍ଘ ପାଞ୍ଚ ବର୍ଷ ପରେ ଜଣା ପଡ଼ିଲା ସତ । ପ୍ରେମିକ ପାଇଁ ମା-ରିଥିଲା ତିନି ଛୁଆ ଏବଂ ସ୍ୱାମୀକୁ । ଏବେ ସାରା ଜୀବନ ଜେ-ଲରେ ।

କ୍ରୋଧରେ ହେଉ କିମ୍ବା ପର-କୀୟା ପ୍ରୀତି ପାଇଁ ହେଉ , ସ୍ୱାମୀ ସ୍ତ୍ରୀକୁ କିମ୍ବା ସ୍ତ୍ରୀ ସ୍ୱାମୀକୁ ହ-ତ୍ୟା କରିଥିବା ଘ-ଟଣା ପ୍ରାୟତଃ ଶୁଣିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ଏଭଳି ଏକ ଘ-ଟଣା ଶୁଣିବାକୁ ମିଳିଛି ଯାହା ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । କାରଣ ଜଣେ ମା ବୋଲାଉଥିବା ମହିଳା କିଭଳି ଅତି ନୃ-ଶଂସ ଭାବରେ ନିଜର ତିନି ଛୁଆଙ୍କୁ ହ-ତ୍ୟା କରିଛି ଏବଂ ନିଜ ସ୍ୱାମୀକୁ ମଧ୍ୟ ଜୀବନରୁ ମା-ରି ଦେଇଛି ।

କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଏଭଳି ଘ-ଟଣା ହୁଏତ ଆପଣଙ୍କ କାନ ଉଠିବା ପରଠାରୁ ଆପଣ କେବେ ଶୁଣି ନଥିବେ । ମା ହୋଇ ନିଜ ଛୁଆକୁ ହ-ତ୍ୟା କରିବାକୁ ହାତ ଗଲା କେମିତି ତାହା ଭାବି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ।ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରାଜସ୍ଥାନର ଓଲୱାର ଅଞ୍ଚଳରେ ଘଟି ଯାଇଛି ।

ଘ-ଟଣା ଅନୁଯାୟୀ ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ଏବଂ ନିଜର ତିନି ପିଲାଙ୍କ ସହିତ ବେଶ ଖୁସିରେ ରହୁଥିଲେ । କିନ୍ତୁ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହିତ ଖୁସି ନଥିଲେ ଏବଂ ପର ପୁରୁଷ ଲାଳସା ରଖିଥିଲେ । ଏପଟେ ସ୍ୱାମୀ ଥାଉ ଥାଉ ଅନ୍ୟ ପ୍ରେମିକ ସହିତ ସ-ମ୍ପର୍କ ରଖିଥିଲେ । ତେବେ ସେତିକିରେ ଶାନ୍ତି ହେଲାନି ମହିଳାଙ୍କର । ମହିଳାଙ୍କୁ ଦେଖିଲେ କେହିବି ଅନୁମାନ କରି ପାରିବେ ନାହିଁ ଯେ ମହିଳା କାହାରି ହ-ତ୍ୟା କରି ପାରନ୍ତି ବୋଲି । ପୁଣି ଜଣେ ମା ନିଜ ସନ୍ତାନର କେବେ କଣ ହ-ତ୍ୟା କରିପାରେ ?

କିନ୍ତୁ ଏହାହିଁ ଘଟି ଯାଇଥିଲା ଦୀର୍ଘ ପାଞ୍ଚ ବର୍ଷ ତଳେ । ପ୍ରେମିକ ପାଇଁ ମହିଳା ଜଣକ ନିଜର ତିନି ସନ୍ତାନ ଏବଂ ନିଜ ସ୍ୱାମୀର ହ-ତ୍ୟା କରିଥିଲା । କିନ୍ତୁ ଧରା ପଡ଼ିବା ପରେ ଏହି ମାମଲା ଉପରେ ତଦନ୍ତ ଜାରି ରହିବା ସହିତ ଦୀର୍ଘ ପାଞ୍ଚ ବର୍ଷ ହେବ କୋର୍ଟରେ ବିଚା-ରାଧୀନ ଚାଲିଥିଲା । ପାଞ୍ଚ ବର୍ଷ ପରେ ବର୍ତ୍ତମାନ କୋର୍ଟଙ୍କ ରାୟ ଆସିଛି ଏବଂ ବର୍ତ୍ତମାନ ମହିଳା ଏବଂ ତାଙ୍କ ପ୍ରେମିକ ଦୋ-ଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଆପଣ ଟିକିଏ ଚିନ୍ତା କରନ୍ତୁ ଯେ ଆଜିକାଲି ମଣିଷ ମାନେ କିଭଳି ଶାରୀ-ରିକ ସୁଖ ପାଇଁ ନିଜ ପିଲା ଏବଂ ନିଜ ଜୀବନସାଥୀକୁ ଜୀବନରୁ ମା-ରି ଦେଇପାରେ ।

Leave a Reply

Your email address will not be published. Required fields are marked *