ବିବାହ ପାଇଁ ମନା କରିବାରୁ ହ-ତ୍ୟା କରିଥିଲେ ପ୍ରେମିକାକୁ ଆଉ ଏବେ ଜେ-ଲ ଭିତରେ ଝୁରୁଛନ୍ତି ପ୍ରେମିକାଙ୍କୁ ।

ପ୍ରେମ ପାଇଁ ଜୀବନ ଦେବା ଭଳି ପରିସ୍ଥିତି ଆଜିକାଲି ଆଉ ନାହିଁ ବରଂ ପ୍ରେମରେ ଜୀବନ ନେବା ଭଳି ପରିସ୍ଥିତି ଆଜିକାଲି ଅଧିକ ହୋଇ ଗଲାଣି । ଯେଉଁଭଳି ଘଟଣା ବର୍ତ୍ତମାନ ସମୟରେ ସାଧାରଣ ହୋଇ ଗଲାଣି । ପ୍ରେମରେ ଧୋ-କା ପାଇବା ପରେ ପ୍ରେମିକ କିମ୍ବା ପ୍ରେମିକାକୁ ହ-ତ୍ୟା କରିବା ଭଳି ଆଉ ଏକ ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଘ-ଟଣା ଅନୁଯାୟୀ ଜଣେ ଯୁବକ ପ୍ରେମରେ ଧୋ-କା ପାଇବା ପରେ ନିଜ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କେରଳ ରାଜ୍ୟ କୁନନୁର ଜିଲ୍ଲା ପାଲୁରମେକାରୀ ଭାଲାଇରେ ଘଟି ଯାଇଛି ।

ସୂଚନା ଅନୁଯାୟୀ ଶ୍ୟାମଜିତ ନାମକ ଜଣେ ଯୁବକ ବିଷ୍ଣୁପ୍ରିୟା ନାମକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ମିଛରେ ଭଲ ପାଉଥିବା ବେଳେ ଯୁବକ ଜଣକ କିନ୍ତୁ ସତରେ ହୃଦୟରୁ ଭଲ ପାଉଥିଲେ । ଆଉ ଯେତେବେଳେ ବିବାହ କଥା ଉଠିଲା ସେତେବେଳେ ବିଷ୍ଣୁପ୍ରିୟା ଆଜି କାଲି ବିବାହ କରିବେ କହି ସମୟ ଗଡ଼ାଇ ଚାଲିଥିଲେ ।

ଯେତେବେଳେ ଯୁବକ ଜଣକ ଜିଦ ଧରିଲେ ସେତେବେଳେ ବିଷ୍ଣୁପ୍ରିୟା ସିଧାସଳଖ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ । ଆଉ ସେତେବେଳେ ଯୁବକ ଜଣକ ଯେତେ ବୁଝାଇବାକୁ ଚେଷ୍ଟା କଲେ ହେଁ ଯୁବତୀ ବୁଝି ନଥିଲେ ଏବଂ ଯୁବକଙ୍କୁ ଅଣଦେଖା କରିବା ଆରମ୍ଭ କରି ଦେଇଥିଲେ ।

ଆଉ ଏହାପରେ ଯୁବକ ଜଣକ ନିଜ ପ୍ରେମିକାକୁ ହ-ତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଶେଷରେ ତାହାହିଁ କରିଥିଲେ । ଏକ ଧାରୁଆ ମାର-ଣାସ୍ତ୍ରରେ ନିଜ ପ୍ରେମିକାକୁ ହ-ତ୍ୟା କରିବା ପରେ ଶ୍ୟାମଜିତ ଗି-ରଫ ହୋଇ ଜେଲ ଯାଇଥିଲେ । କହିରଖିବୁ ଯେ ଏହି ଘଟ-ଣାକୁ ଅନେକ ବର୍ଷ ବିତି ଗଲାଣି ତଥାପି ଏହି ମାମ-ଲା ଏବେ କାହିଁକି ଉଠୁଛି ।

ବାସ୍ତବ କଥା ହେଉଛି ଯେ ଜେଲରେ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଛି । ଆଉ ବର୍ତ୍ତମାନ ସେ ନିଜ ପ୍ରମିକା ବିଷ୍ଣୁପ୍ରିୟାଙ୍କୁ ଝୁରି ହେଉଛନ୍ତି ଏବଂ ହ-ତ୍ୟା କରିଥିବାରୁ ଅନୁତାପ କରୁଛନ୍ତି । ଏପଟେ ଯୁବକଙ୍କ ବାପା ମା’ ପୁଅର ବେଲ ପାଇଁ ଯେତେ ଚେଷ୍ଟା କଲେବି ସୁଦ୍ଧା ବେଲ ମିଳି ପାରୁ ନାହିଁ ।

Leave a Reply

Your email address will not be published. Required fields are marked *