ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା , ନ୍ୟା-ୟ ନ ମିଳିବା ପର୍ଯ୍ୟନ୍ତ ….

ପ୍ରତିଦିନ ସାମ୍ନାକୁ ଏପରି ଅନେକ ଘ-ଟଣା ଆସୁଛି , ଯାହା ବିଷୟରେ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗି ଯାଉଛି । ସେ କେଉଁଠି କାହାକୁ ହ-ତ୍ୟା ହେଉ କି ଆଉ କେଉଁଠି ଆ-ତ୍ମହ-ତ୍ୟା ହେଉ କି ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କୁ ନେଇ କିଛି ମାମ-ଲା ହେଉ । ତେବେ ବର୍ତ୍ତମାନ ସମୟରେ ଏକ ପ୍ରଥା ଚାଲି ଆସିଛି କି , ଯଦି ପ୍ରେମିକା ମାନେ ନିଜ ପ୍ରେମିକାକୁ ନ ପାଉଛନ୍ତି , ତେବେ ସେମାନଙ୍କ ଘର ଆଗରେ ଯାଇ ଧାରଣା ଦେଇ ଦେଉଛନ୍ତି ।ତେବେ ଆଜି ଆମେ ଏ ସମ୍ପ-ର୍କରେ ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ । ଆଗରୁ ଘଟି ଯାଇଥିବା ବ୍ରହ୍ମପୁରର ଝିଅ ତପସ୍ଵିନୀ ହୁଅନ୍ତୁ କି ଦୀପିକା ହୁଅନ୍ତୁ , ସେମାନେ ନିଜ ନିଜ ଅଧିକାର ପାଇଁ ଲ-ଢ଼ିବାକୁ ପଛାଇ ନଥିଲେ ।

ତେବେ ଏହାପରେ ଆସିଥିଲେ ଅନେକ ଝିଅ ଯେଉଁ ମାନେ ଠିକ୍ ଏହିଭଳି କାମ କରିଥିଲେ ଆଉ ନିଜ ପ୍ରେମିକ ହୁଅନ୍ତି କି ନିଜ ସ୍ଵାମୀ ସେମାନଙ୍କ ଘର ଆଗରେ ଧାରଣା ଦେଇ ବସିଥିଲେ ଆଉ ଜିଦି କରି କହିଥିଲେ କି , ଯେ ପର୍ଯ୍ୟନ୍ତ ନ୍ୟା-ୟ ନ ମିଳିଛି , ସେପର୍ଯ୍ୟନ୍ତ ଏଠାରୁ ଉଠିବେ ନାହିଁ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ପୁରୀ ଜିଲ୍ଲା ଅସ୍ତରଙ୍ଗ ଥା-ନା ଅନ୍ତର୍ଗତ କାଳିଆକଣା ଗାଁରେ । ଏହି ଗାଁର ପ୍ରଦୋଷ ଦଳାଇ ନାମକ ଜଣେ ଯୁବକ ନାମରେ ଅଭି-ଯୋଗ ଆଣିଛନ୍ତି ଜଣେ ଯୁବତୀ ଆଉ ତାଙ୍କ ଅଭି-ଯୋଗ ଅନୁଯାୟୀ , ପ୍ରଦୋଷ ଆଉ ତାଙ୍କର ଚାରି ବର୍ଷ ହେଲାଣି ପ୍ରେମ ସଂ-ପର୍କ ରହିଛି ।

ପ୍ରଦୋଷ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ପ୍ରତି-ଶ୍ରୁତି ଦେଇଥିଲେ । ଆଉ ସେହି ବାହାନାରେ ସେମାନେ ଅତ୍ୟନ୍ତ ନିକଟତର ମଧ୍ୟ ହୋଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ପ୍ରଦୋଷ ତାଙ୍କୁ ଧୋ-କା ଦେଇ ଚାଲି ଯାଇଛନ୍ତି । ଆଉ ବର୍ତ୍ତମାନ ସେ ଶୁଣିବାକୁ ପାଇଛନ୍ତି କି , ପ୍ରଦୋଷ ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏହି ସବୁ କଥା ଶୁଣି ସାରିବା ପରେ ସେ ବାଧ୍ୟ ହୋଇ ପ୍ରଦୋଷଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ଏହି ସବୁ ଘ-ଟଣା ଘଟି ଯିବା ପରେ ବର୍ତ୍ତମାନ ମୁଁହ ଖୋଲିଛନ୍ତି ପ୍ରଦୋଷଙ୍କ ବଡ ଭଉଣୀ ।

ସେ କହିଛନ୍ତି କି , ତାଙ୍କ ବଡ ଭାଇର ଶାଳୀ ହେଉଛନ୍ତି ଯୁବତୀ । ଅନେକ ଥର ପରିବାରରେ କିଛି ଉତ୍ସବରେ ସେମାନେ ଦେଖା ହୋଇଥିଲେ । ଆଉ ଧିରେ ଧିରେ ମିଳାମିଶା ଆରମ୍ଭ ହୋଇ ଥିଲା । କିନ୍ତୁ ଯୁବତୀ ଜଣକ ଏହାକୁ ପ୍ରେମ ବୋଲି ଭାବି ନେଉଛନ୍ତି । ଆଉ କହୁଛନ୍ତି କି , ତାଙ୍କୁ ବିବାହ କରିବେ । ତେବେ ଏସବୁ କଥା ଶୁଣି ସାରିବା ପରେ ବର୍ତ୍ତମାନ ପୋ-ଲିସ ଆସି ଘଟ-ଣା ସ୍ଥଳରେ ପହଞ୍ଚି ଥିଲା ଆଉ ଯୁବତୀଙ୍କୁ ଉଠାଇ ନେଇ ଯାଇଥିଲା । ତେବେ କିଛି ବାଟ ନେବା ପରେ ପୁଣି ଥରେ ଯୁବତୀଙ୍କୁ ଛାଡି ଦେଇ ଚାଲି ଯାଇଥିଲା । ତେବେ ଦେଖାଯାଉ ଆଗକୁ ଘଟ-ଣା କେଉଁ ମୋଡ ନେଉଛି , ଆଉ ଯୁବତୀ ଜଣକ ଧାରଣାରୁ ଉଠୁଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *