ନିଜ ପିଲାପରି ପାଳିଥିବା କୁକୁର ସହ ଯୌ-ନ ସ-ମ୍ପର୍କ ରଖୁଥିଲେ ୨୯ ବର୍ଷୀୟ ମହିଳା।

ମଣିଷ ମାନଙ୍କ ଠାରୁ ପଶୁପକ୍ଷୀମାନେ ବହୁତ ବିଶ୍ଵସ୍ତ ହେଇ ଥାଆନ୍ତି। ଆମେ ଯଦି ସେମାନଙ୍କର ଯତ୍ନ ନେବା ଏବଂ ତାଙ୍କୁ ଭଲ ପାଇବା ସେମାନେ ମଧ୍ୟ ଆମକୁ ବହୁତ୍ ଭଲ ପାଇବେ। ସବୁ ପଶୁପକ୍ଷୀ ମାନଙ୍କ ଠାରୁ ମଣିଷ କୁକୁର ମାନଙ୍କୁ ଟିକେ ଅଧିକ ଭଲପାଏ କାରଣ କୁକୁର ହେଲା ସବୁଠାରୁ ଅଧିକ ବିଶ୍ଵସ୍ତ ପ୍ରାଣୀ। ସେ ନିଜେ ପଛେ ମା-ରିଯାଏ କିନ୍ତୁ ନିଜ ମାଲିକର କିଛି ହେବାକୁ ଦିଏ ନାହିଁ। କିନ୍ତୁ ଇରଲ୍ୟାଣ୍ଡ ରେ କୁକୁର ସହିତ ତା ମାଲିକ ଏମିତିକିଛି କାମ କରିଛନ୍ତି ଯାହାଙ୍କୁ ଶୁଣିଲା ପରେ ଆପଣ ମାନେ ର୍ଯ୍ୟ ହେଇଯିବେ।

ଇରଲ୍ୟାଣ୍ଡର ଜଣେ ୨୯ ବର୍ଷୀୟ ମହିଳା ରୋଟଉଇଲର୍ ପ୍ରଜାତିର ଗୋଟେ ପୋଷା କୁକୁର ରଖିଥିଲେ। ସମସ୍ତେ ଜାଣିଥିଲେ ସେ ତାଙ୍କ କୁକୁରକୁ ବହୁତ୍ ଭଲ ପାଉଥିଲେ କିନ୍ତୁ କେହି ଜାଣିନଥିଲି ସେ ତାଙ୍କ କୁକୁରଙ୍କ ସହ ଯୌ-ନ ସମ୍ପ-ର୍କ ରଖିବା ପାଇଁ ତାର ଏତେ ଯତ୍ନ ନେଉଥିଲେ। ୨୯ ବର୍ଷୀୟ ମହିଳା ତାଙ୍କ କୁକୁର ସହିତ ଯୌ-ନ ସ-ମ୍ପର୍କ ରଖିବା ପଶୁ ବିଭାଗ ଅଧିକାରୀ ଜାଣିବା ପରେ ସେ ମହିଳାଙ୍କ ବିରୁ-ଦ୍ଧରେ ଡିସେମ୍ବର ୨୦୧୯ ପଶୁ ନିର୍ଯାତନା ଆଧାରରେ ଅଭି-ଯୋଗ କରିଥିଲେ।

ସେପ୍ଟେମ୍ୱର ୩ ଡବଲିନ ଅଦାଲତର ଶୁଣାଣି ପରେ ବିଚାର ପତି ଟ୍ରେଶା କଲି ସରକାରୀ ଓକିଲଙ୍କ କିଛି ଦିନ ସମୟ ମାଗିଥିଲେ। ତାପରେ ରୋଟଉଇଲର ଟେଷ୍ଟ ପାଇଁ ତାଙ୍କୁ ମେଡିକାଲ ପଠାଗଲା। କିନ୍ତୁ ମହିଳାଙ୍କ ଆଇ-ନଯିବିଙ୍କ କିଛି ଜରୁରୀ କାମ ଏବଂ ସ୍ବାସ୍ଥ୍ୟ ଅବସ୍ଥା ପାଇଁ ସେ କୋର୍ଟ ଆସିପାରିବେନି ବୋଲି କହିଲେ କିନ୍ତୁ କୋର୍ଟ ମହିଳା ଜଣଙ୍କୁ ଗୋଟେ ତାରିଖ ଦେଇଛନ୍ତି।

ଯଦି ମହିଳା ଜଣଙ୍କ ସେଇ ତାରିଖରେ କୋର୍ଟରେ ହାଜିର ନ ହୁଅନ୍ତି ତେବେ ତାଙ୍କୁ ଦୋ-ଷୀ ସାବ୍ୟସ୍ତ କରି ଜେ-ଲ ଦ-ଣ୍ଡ ଦିଆଯିବ ବୋଲି ସରକାରୀ ଓକିଲ କହିଛନ୍ତି। ଓକିଲଙ୍କ କହିବା ଅନୁସାରେ ମହିଳା ନା ଏବଂ ଠିକଣା ଗୋପନ ରଖାଯାଇଛି।

Leave a Reply

Your email address will not be published. Required fields are marked *