ମାଆ ହେବା ପୂର୍ବରୁ ଲିଭିଗଲା ଜୀବନ ଦୀପ, ସାଦଭାର ପସ୍ତୁତ ବେଳେ ବାପ ଘରେ ପହଞ୍ଚିଲା ଝିଅର ମୃ-ତ୍ୟୁ ସମ୍ବାଦ। ପୂରା ଘଟଣା ଜାଣିଲେ ଆଖିରୁ ଲୁହ ଆସିଯିବ

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟା-ତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳ-ତ୍କାରର ଶି-କାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁକ ନିର୍ଯ୍ୟା-ତନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟାଜ-ନକ ହେବାରେ ଲାଗିଛି।

ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ଯୌ-ତୁକ ପ୍ରଥା ଏ ପର୍ଯ୍ୟନ୍ତ ଆମ ସମାଜରେ ରହିଛି। ତେବେ ଏହି ଯୌ-ତୁକ ପାଇଁ ଅନେକ ମହିଳା ନିଜ ଶାଶୁ ଘର ହରେଇବା ସହ ନିଜର ଜୀବନ ମଧ୍ୟ ହରାଇଛନ୍ତି। ଯୁବତୀ ମନେ ଶୋଷ-ଣର ଶି-କାର ହେଉଛନ୍ତି। ପୁରୁଷ କେନ୍ଦ୍ରିକ ସମାଜରେ ପୁରୁଷ ମାନଙ୍କ ଅ-ତ୍ୟାଚା-ର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ ସମୟରେ ଏଭଳି କିଛି ଘ-ଟଣା ଘଟିଛି ଯୌ-ତୁକ ନିର୍ଯ୍ୟା-ତନା ଦେଇ ଗର୍ଭ-ବତୀ ମାଆକୁ ହ-ତ୍ୟା କରିଛି ଶାଶୁଘର ଲୋକ।

ଝିଅ ଯେତେବେଳେ ଗର୍ଭ-ବତୀ ହୋଇଥାଏ ସେତେବେଳେ ଉଭୟ ବାପ ଘର ଓ ଶଶୁର ଘର ଖୁସିରେ ଖେଳି ଉଠେ। କିନ୍ତୁ, ଏହି ସବୁ ଖୁସି ଭିତରେ ସତେ ଯେମିତି କାହାର ନଜ଼ର ଲାଗିଗଲା। ସାଦଭାର ନେଇ ଝିଅ ଘରକୁ ଗଲା ବେଳକୁ ଝିଅର ମୃ-ତ୍ୟୁ ହୋଇ ଯାଇଥିବା ଜଣାପଡିଥିଲା। ଏଭଳି ଘ-ଟଣା ବଲାଙ୍ଗୀର ସଦର ଥାନା ମାଗୁରବେଡା ଫାଣ୍ଡି ତଲିଉଡାର ଗାଁରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ମାର୍ଚ୍ଚ ୨୧ରେ ତଲିଉଡା ଗ୍ରାମର ବିପିନ ପ୍ରଧାନଙ୍କୁ ପୁଷ୍ପାଞ୍ଜଳି ବିବାହ କରିଥିଲେ। ପୁଷ୍ପାଞ୍ଜଳି ଦେଖିବାକୁ ଶ୍ୟାମଳ। ବିବାହ ପୂର୍ବରୁ ଶଶୁର ଘର ଲୋକେ ଦାବି କରିଥିବା ଯୌ-ତୁକ ପୁଷ୍ପାଞ୍ଜଳି ଙ୍କ ଘର ଲୋକେ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶଶୁର ଘର ଲୋକେ ଆହୁରି ଟଙ୍କା ମାଗିଥିଲେ। କିନ୍ତୁ ପୁଷ୍ପାଞ୍ଜଳି ଙ୍କ ବାପ ଘର ଲୋକେ ଦେବାରେ ଅସମର୍ଥ ହୋଇଥିଲେ। ତେବେ ଏହାକୁ ନେଇ ଅନେକ ଥର ପୁଷ୍ପାଞ୍ଜଳି ନିର୍ଯ୍ୟା-ତନାର ଶି-କା-ର ହୋଇଥିବା କଥା ସାମ୍ନାକୁ ଆସିଛି।

ପୁଷ୍ପାଞ୍ଜଳି ମାଆ ହେବାର ଖବର ଜାଣିବା ପରେ ବାପ ଘର ଲୋକେ ଖୁସି ହୋଇ ପଡ଼ିଥିଲେ। କିନ୍ତୁ ଏହି ଖୁସି ବେଶୀ ଦିନ ରହି ନଥିଲା। ରବିବାର ଦିନ ପୁଷ୍ପାଞ୍ଜଳିଙ୍କ ବାପଘର ଲୋକେ ସାଦଭାର ନେଇ ଯାଉଥିବା ବେଳେ ଝିଅ ଅସୁସ୍ଥ ଥିବା ଖବର ପାଇ ଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଝିଅର ମୃ-ତ୍ୟୁ ଖବର ପାଇଥିଲେ। ତେବେ ଝିଅ ମୃ-ତ୍ୟୁ ଘଟିଛି ବିଷୟରେ ଜାଣିବା ପରେ ବାପ ଘରେ ଶୋ-କର ଛା-ୟା ଖେଳି ଯାଇଥିଲା।

ଏହାପରେ ବାପ ଘର ଲୋକେ ଶଶୁର ଘର ଲୋକଙ୍କ ନାମରେ ନିର୍ଯ୍ୟା-ତନା ଓ ହ-ତ୍ୟାର ଅଭି-ଯୋଗ କରିଥିଲେ। ବର୍ତ୍ତମାନ ଏହାର ଅ-ନୁସ-ନ୍ଧାନ ପୋ-ଲି-ସ କରୁଛି। ଅନ୍ୟପଟେ ଜଣା ପଡ଼ିଛି ଯେ ପୀଡିତାଙ୍କ ସ୍ୱାମୀ ଓ ଶାଶୁ ଫେ-ରା-ର ଅଛନ୍ତି।

Leave a Reply

Your email address will not be published. Required fields are marked *