ପ୍ରତା-ରିତ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା , ମୋତେ ୧୮ ବର୍ଷ ପରେ ବି ବିବାହ କରାଉ ନାହାଁନ୍ତି ପ୍ରେମିକର ଘର ଲୋକ

ଅନେକ ଘ-ଟଣା ସମାଜରେ ଘଟି ଯାଉଛି , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଉଛି । ଆଉ ତାହା ମଧ୍ୟରୁ ଗୋଟିଏ ପ୍ରେମ ସମ୍ବ-ନ୍ଧୀୟ ଅଟେ । ପ୍ରେମିକା ପ୍ରେମିକ ମଧ୍ୟରେ ପ୍ରେମ ଆଉ ପ୍ରତା-ରଣା ଏ ସମାଜରେ ଯେମିତି ସାଧାରଣ କଥା । କେଉଁଠି ପ୍ରେମରେ ପ୍ରେମିକ ଧୋ-କା ଦେଇ ଫେ-ରାର ହୋଇ ଯାଉଛି ତ ଆଉ କେଉଁଠି ପ୍ରେମିକା ଆଉ କାହାକୁ ବାହା ହୋଇ ଯାଇ ଘର ସଂ-ସାର କରିବାକୁ ଲାଗୁଛି । ଆଉ ଶେଷରେ ପ୍ରେମରେ ଧୋ-କା ପାଇଥିବା ମଣିଷଟିଏ ଆ-ତ୍ମହ-ତ୍ୟା କରିବା ପାଇଁ ପଛାଉ ନାହିଁ ।

ତେବେ ଏହାରି ମଧ୍ୟରେ ଆଉ ଗୋଟିଏ ଜିନିଷ ଚାଲିଛି , ଘର ଆଗରେ ଯାଇ ଧାରଣା ଦେବା । ବିଶେଷ କରି ପ୍ରେମିକ ଘର ଆଗରେ ଯାଇ ଧାରଣା ଦେଇ ପ୍ରେମିକା ମାନେ ନିଜ ନ୍ୟା-ୟ ପାଇଁ ଲ-ଢ଼ିବାକୁ ଲାଗିଛନ୍ତି ଆଉ କେଉଁଠି ସ୍ତ୍ରୀ ଯାଇ ନିଜ ସ୍ଵାମୀ ଘର ଆଗରେ ମଧ୍ୟ ଧାରଣା ଦେଇ ବସୁଛି । ତେବେ ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ । ଯେଉଁଠି ପ୍ରେମିକା ଯାଇ ପ୍ରେମିକ ଘର ଆଗରେ ଧାରଣା ଦେଇ ବସିଛି ଆଉ ତାର ଗୋଟିଏ ଅଭି-ଯୋଗ କି , ତାକୁ ୧୮ ବର୍ଷ ପୁରି ଯାଇଥିଲେ ମଧ୍ୟ ପ୍ରେମିକ ଘର ଲୋକ କାହିଁକି ପ୍ରେମିକ ସହିତ ତାର ବିବାହ କରାଇ ଦେଉ ନାହାଁନ୍ତି ।

ସୂଚନା ଅନୁଯାୟୀ , ଏପରି ଏକ ଘଟ-ଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ । ଏହି ଅଞ୍ଚଳର ବିଶ୍ୱଜିତ୍ ନାମକ ଜଣେ ବ୍ୟକ୍ତି ନିକଟ ଗ୍ରାମର ଜଣେ ନାବାଳିକାଙ୍କୁ ଭଲ ପାଇ ବସିଥିଲେ ଆଉ ତାଙ୍କୁ ବିବାହ କରିବା ପାଇଁ ପ୍ରତି-ଶ୍ରୁତି ମଧ୍ୟ ଦେଇ ଦେଇଥିଲେ । ଆଉ ତାଙ୍କ ସହିତ ସ-ମ୍ପର୍କ ମଧ୍ୟ ରଖିଥିଲେ । ବିଶ୍ଵଜିତ ତାଙ୍କୁ ନେଇ ଦୁଇ ବର୍ଷ ପୂର୍ବରୁ କୁଆଡେ଼ ଫେ-ରାର ମଧ୍ୟ ହୋଇ ଯାଇଥିଲେ । ଆଉ ବାହାରେ ଯାଇ ରହିଥିଲେ । ତେବେ ପରିବାର ଲୋକ ତାଙ୍କୁ ବହୁତ ବୁଝାସୁଝା କରି ଘରକୁ ଫେରି ଆସିବା ପାଇଁ କହିଥିଲେ ।

ଆଉ କହିଥିଲେ କି , ଘରକୁ ଫେରି ଆସିଲେ ଝିଅର ୧୮ ବର୍ଷ ହେବା ପରେ ସେମାନେ ବିବାହ କରାଇ ଦେବେ । ଆଉ ତାହା ହିଁ ହୋଇଥିଲା ପରିବାର ଲୋକଙ୍କ କଥା ମାନି ସେମାନେ ଘରକୁ ଫେରି ଆସିଥିଲେ । ଆଉ ବର୍ତ୍ତମାନ ଝିଅକୁ ୧୮ ବର୍ଷ ହୋଇ ଯାଇଥିଲେ ବି ପ୍ରେମିକ ଘର ଲୋକ ଧରା ଛୁଆଁ ଦେଉ ନଥିଲେ । ତେଣୁ ପ୍ରେମିକା ଜଣକ ବାଧ୍ୟ ହୋଇ ନିଜ ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ । ତେବେ ଏହାରି ମଧ୍ୟରେ ପ୍ରେମିକ ଘର ଲୋକ ଫେ-ରାର ଅଛନ୍ତି । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ଝିଅଟିକୁ ବୁଝାଇବା ସହିତ ସ୍ଥାନୀୟ ଲୋକ ମଧ୍ୟ ଝିଅକୁ ସେଠାରୁ ଉଠିଯିବା ପାଇଁ ବୁଝାଇଛନ୍ତି । ଆଉ ପୁଅ ଘର ସହିତ ସେମାନେ କଥା ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *