ପୋ-ଲିସ ଏଏସଆଇ ଆଣିଲେ ଅଭି-ଯୋଗ । ସ୍ତ୍ରୀର ରହିଛି ପର ପୁରୁଷ ସହିତ ସ-ମ୍ପର୍କ ।

ଅବୈଧ ସ-ମ୍ପର୍କ ସମ୍ବ-ନ୍ଧୀୟ ଘ-ଟଣା ଅନେକ ସମୟରେ ଶୁଣିବାକୁ ମିଳିଥାଏ । ସ୍ୱାମୀ ଥାଉ ଥାଉ ପର ପୁରୁଷ ସହିତ ସ-ମ୍ପର୍କ ରଖିବା ଭଳି କାମ ଅନେକ କ୍ଷେତ୍ରରେ ଦେଖା ଯାଉଛି । ଆଉ ସେଥିମଧ୍ୟରୁ କିଛି ଭିଡ଼ିଓ ମଧ୍ୟ ଅନେକଥର ସାମ୍ନାକୁ ଆସିଥାଏ । ବର୍ତ୍ତମାନ ସମୟରେ ଜଣେ ଏଏସଆଇ ନିଜ ସ୍ତ୍ରୀଙ୍କ ସହିତ ଜଣେ ଅନ୍ୟ ପୁରୁଷର ଭିଡ଼ିଓ ଦେଖିବା ପରେ ନିଜ ସ୍ତ୍ରୀ ବିରୋ-ଧରେ ପ୍ରତା-ରଣା କରିଥିବାର ଅଭି-ଯୋଗ ଆଣିଛନ୍ତି ।

ଭିଡ଼ିଓରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ବେଡ଼ ରୁମରେ ତାଙ୍କ ସ୍ତ୍ରୀଙ୍କର ବେଣୀ କରୁଥିବାର ଦେଖିବାକୁ ପାଇଥିଲେ । ଆଉ ଏହି ଭିଡ଼ିଓ ତାଙ୍କ ନିଜ ଝିଅ ହିଁ ଉତ୍ତୋଳନ କରିଥିଲେ । ତେବେ ବାସ୍ତବ ଘ-ଟଣା ଏହା ଯେ , ଏଏସଆଇ ଯେଉଁ ସ୍ତ୍ରୀ ନାମରେ ଅଭି-ଯୋଗ ଆଣିଛନ୍ତି , ସେ ହେଉଛନ୍ତି ତାଙ୍କର ତୃତୀୟ ସ୍ତ୍ରୀ ।

ପ୍ରଥମ ସ୍ତ୍ରୀ ସହିତ ବିବାହ ପରେ ସ୍ତ୍ରୀ ପାଗଳୀ ହୋଇ ଯାଇଥିଲେ । ତାପରେ ଏଏସଆଇ ଦ୍ୱିତୀୟ ବିବାହ କରିଥିଲେ । ପରେ ଉଭୟଙ୍କ ଏକ ଝିଅ ଜନ୍ମ ହୋଇଥିଲା । ମାତ୍ର ଦ୍ୱିତୀୟ ସ୍ତ୍ରୀକୁ କ୍ୟା-ନ୍ସର ହେବା କାରଣରୁ ସେ ତାଙ୍କ ସ୍ୱାମୀଙ୍କୁ ନିଜ ସାନ ଭଉଣୀକୁ ବିବାହ କରିବାକୁ କହିଥିଲେ । ଆଉ ସେହିଠାରୁ ହିଁ ସ୍ୱାମୀ ତାଙ୍କ ସାନ ଭଉଣୀକୁ ବିବାହ କରିବା ପରେ ଉଭୟେ ସ୍ୱାମୀ ସ୍ତ୍ରୀ ଭାବରେ ରହୁଥିଲେ ।

ମାତ୍ର ଏଏସଆଇ ବସନ୍ତ ଡ୍ୟୁଟିରେ ଥିବା ସମୟରେ ଏଭଳି ଏକ ଭିଡ଼ିଓ ତାଙ୍କ ହାତରେ ଲାଗିଥିଲା । ଆଉ ଏହାକୁ ନେଇ ସେ ନିଜ ଶ୍ୱଶୁର ଘରର ପଚାରିଥିଲେ । ସେପଟେ ତାଙ୍କ ଶ୍ୱଶୁର ଘର ଲୋକେ ନିଜ ସାନ ଝିଅକୁ ଦେବେ ନାହିଁ ବୋଲି କହିବା ସହିତ ଅନ୍ୟତ୍ର ବିବାହ କରାଇବେ ବୋଲି କହିଛନ୍ତି ।

ତେବେ ଏହାକୁ ନେଇ ଏଏସଆଇ ବସନ୍ତ ଅଭି-ଯୋଗ କରି ନିଜର ତୃତୀୟ ସ୍ତ୍ରୀ ଦରକାର ବୋଲି ଦାବି କରିଛନ୍ତି ଏହା ବ୍ୟତୀତ କହିଛନ୍ତି ଯେ କିଭଳି ତାଙ୍କର ବଡ଼ ଭାଇଙ୍କ ଚତୁର୍ଥୀ ଦିନ ସ୍ତ୍ରୀ ଏଭଳି କା-ଣ୍ଡ ଘଟାଇଥିଲା । ତାଙ୍କ ଝିଅ ହାତରେ ଫୋନ ଥିବାରୁ ସେ ଏହିସବୁ ଦୃଶ୍ୟକୁ ନିଜ ଫୋନରେ ରେ-କର୍ଡ଼ କରି ନେଇଥିଲା । ଆଉ ଏହି ମାମ-ଲାରେ ସତ୍ୟତା କେବଳ ତଦ-ନ୍ତ ପରେ ହିଁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *