୧୩ ଯୁବତୀଙ୍କ ସହିତ ଖେଳ କରି ଛାଡ଼ି ଦେଲେ ଖେଳ ସାର୍।

ଖେଳ ସାର ଖେଳରେ ଯେତିକି ପ୍ରବୀଣ ଯୁବତୀଙ୍କ ସହ ଖେଳ କରିବାରେ ତା ଠୁ ଢେର୍ ଅଧିକ ପ୍ରବୀଣ । ଖେଳ ସାର ଯେମିତି ଖେଳ କରନ୍ତି ତା ଠୁ ଅଧିକ ଯୁବତୀ ମାନଙ୍କ ସହ ଖେଳ କରନ୍ତି । ଗୋଟିଏ ଦୁଇଟି ଯୁବତୀଙ୍କ ସହ ଖେଳ ସାର୍ ଖେଳ କରି ନାହାନ୍ତି । ଜିଏବି ଖେଳ ସାରଙ୍କ ପାଖକୁ ଖେଳିବାକୁ ଯାଆନ୍ତି ତାଙ୍କ ସହ ଖେଳ କରି ଛାଡ଼ି ଦିଅନ୍ତି ଖେଳ ସାର୍ । ହେଲେ ଘ-ଟଣା ସାମ୍ନାକୁ ଆସେନି କି ଖେଳ ସାର୍ ଧରା ମଧ୍ୟ ପଡନ୍ତି ନାହିଁ । କିନ୍ତୁ ମନେ ମନେ ଖେଳ ସାର୍ ଏକ ଦମ୍ ଟପର।

ଖେଳ ସାର୍ ଖେଳ କରିବାରେ କୁଆଡେ ଏକ ଦମ୍ ପ୍ରବୀଣ ବୋଲି ସମସ୍ତେ କୁହନ୍ତି । ହେଲେ ସେତେବେଳେ ଖେଳ ସାରଙ୍କ ଖେଳ ସାମ୍ନାକୁ ଆସିଲା ଯେତେବେଳେ ଖେଳ ସାରଙ୍କ କା-ଣ୍ଡ କାର-ନାମା ଲୋକ ଲୋଚନକୁ ଆସିଲା । ହଁ ବନ୍ଧୁଗଣ ଆପଣ ଜାଣି ମଧ୍ୟ ଚକିତ ହେବେ କି ଖେଳ ସାର୍ କେଉଁ ଭଳି ଖେଳ କରିଛନ୍ତି । ଏହା କେବଳ ଆପଣଙ୍କୁ ଚକିତ କରିବ ସେ କଥା ନୁହେଁ ଜିଏବି ଖେଳ ସାରଙ୍କ ଖେଳ ବିଷୟରେ ଜାଣିବ ସେ ମଧ୍ୟ ଚକିତ ହୋଇଯିବ ।

ଖେଳ ସାର୍ ଜଣ ଜଣ କରି ୧୩ ଜଣ ଯୁବତୀଙ୍କ ସହ ଖେଳ କରିଛନ୍ତି ଆଉ ତା ପରେ ଖେଳ ସାର୍ ସମସ୍ତଙ୍କୁ ଛାଡି ଦେଇଛନ୍ତି । ହେଲେ ସେତେବେଳେ ଘ-ଟଣା ସାମ୍ନାକୁ ଆସିଲା ଆଉ ଖେଳ ସାରଙ୍କ ମୁଖା ଖୋଲିଲା ଯେତେବେଳେ ଖେଳ ସାରଙ୍କ ନାମରେ ଅଭି-ଯୋଗ ହେଲା । ତେବେ କେବଳ ଏତିକି ନୁହେଁ ଖେଳ ସାରଙ୍କ ଖେଳ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଖେଳ ସାର୍ ଯେତେବେଳେ ଯୁବତୀ ମାନଙ୍କ ସହ ଖେଳ କରୁଛନ୍ତି ସେତେବେଳେ ଖେଳ ସାରଙ୍କ ଫଟୋ ଭିଡ଼ିଓ ମଧ୍ୟ କୁଆଡେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଖେଳ ସାର୍ ଙ୍କ ଏହି ଖେଳ ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି । ଖେଳ ସାରଙ୍କ ଉପର ଭାରି ଚିକନ ହେଲେ ଭିତର ପୋଡ଼ା ଅଙ୍ଗାର ବୋଲି କେହି ଜାଣି ନାହାଁନ୍ତି । ଦାମୀ ବାଇକ୍ ସାଙ୍ଗକୁ ଚିକଣିଆ ଚେହେରାରେ ଖେଳ ସାର୍ ସମସ୍ତ ଯୁବତୀ ମାନଙ୍କୁ ଫ-ସାଇ ଥିଲେ ।

ଖେଳ ସାର୍ ସ୍କୁଲରେ ସିଖାଉ ଥିଲେ ଖେଳ । ହେଲେ ଖେଳ ସାର୍ ଯେତେବେଳେ ସ୍କୁଲରେ ସିଖାନ୍ତି ଖେଳ । ସେତେବେଳେ ଛାତ୍ରୀଙ୍କ ଦେହ ଉପରୁ ଖେଳ ସାରଙ୍କ ନଜର କେବେ ମଧ୍ୟ ହଟୁ ନଥିଲା । ଆଉ ତା ପରେ ରସି-କିଆ ସାର୍ ଦେହ ସୁଖ ନେବା ପାଇଁ ନିଜ ବୟସ ଠୁ ବହୁତ୍ ଛୋଟ ଛାତ୍ରୀ ଙ୍କ ସହ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ । ଏଭଳି ଘ-ଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ବଲାଙ୍ଗୀର ପ୍ରୁଥିରାଜ୍ ହାଇସ୍କୁଲର କ୍ରୀଡା ଶିକ୍ଷକ ହେଉଛନ୍ତି ।

ସୌରଭ ପ୍ରଧାନ ଯାହାଙ୍କ ନାମରେ ପ୍ରେମ ଆଉ ପ୍ରତା-ରଣା ଭଳି ଅଭି-ଯୋଗ ଆସିଛି । ବଲାଙ୍ଗୀର ଜିଲ୍ଲାର ଏକ ଯୁବତୀଙ୍କ ସହ ଖେଳ ଶିକ୍ଷକ ପ୍ରେମ ସ-ମ୍ପର୍କ ରଖିବା ସହିତ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ ଆଉ ବିବାହ ପାଇଁ ମଧ୍ୟ ପ୍ରତି-ଶ୍ରୁତି ବି ଦେଇଥିଲେ । ହେଲେ ଯେତେବେଳେ ବିବାହ କରିବାକୁ ମନା କରିଦେଇଥିଲେ ସେତେବେଳେ ଯୁବତୀ ଜଣଙ୍କ ହୋଇଥିଲେ ଥା-ନାର ଦ୍ବାରସ୍ଥ ।

ଖେଳ ସାର୍ ଏକ ବର୍ଷ ହେଲା ଯୁବତୀଙ୍କୁ ପ୍ରେମ ଜା-ଲରେ ଫ-ସାଇ ବିବାହ ପାଇଁ ପ୍ରତିଶ୍ରୁତି ଦେଇ । ଯୁବତୀଙ୍କ ସହ ନିଜ ଇଚ୍ଛା ମୁତାବକ ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଆଉ ଏହା ପରେ ଯେତେବେଳେ ଯୁବତୀ ଜଣଙ୍କ ଖେଳ ସାରଙ୍କୁ ବିବାହ ପାଇଁ କହିଥିଲେ ସେତେବେଳେ ଖେଳ ସାର୍ ମନା କରିଦେଇଥିଲେ । ତା ପରେ ଯୁବତୀ ଥା-ନାର ଦ୍ୱାରସ୍ଥ ହେବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *