ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଭୂତମାନଙ୍କର ତା-ଣ୍ଡବ, ରାତି ହେଲେ ରାସ୍ତାରେ ବୁଲୁଛନ୍ତି ଭୂତ।

ପରମଆତ୍ମା ଅଛି ତ ଆତ୍ମା ବି ଅଛି। ଏ କଥାକୁ କେତେଜଣ ବିଶ୍ବାସ କରନ୍ତି ଆଉ କେତେଜଣ ବିଶ୍ବାସ କରନ୍ତିନି। କେତେଜଣ କୁହନ୍ତି ମଣିଷର ଆତ୍ମା ଶାନ୍ତି ନ ପାଇଲେ ସେ ଭୂତ ଘୁରିବୁଲେ। ଲୋକମାନେ ଭୂତକୁ ବିଶ୍ଵାସ କରନ୍ତୁ କିମ୍ଵା ନ କରନ୍ତୁ କିନ୍ତୁ ଯଦି ଭୂତ ସାମ୍ନାକୁ ଆସିଯିବ ତେବେ ସମସ୍ତେ ଡ-ରିଯିବେ। ଏଥିପାଇଁ ଲୋକମାନଙ୍କୁ ଡରେ-ଇବା ପାଇଁ ଗାଆଁର ଦୁଷ୍ଟ ପିଲାମାନେ ପର୍ବ ପର୍ବାଣୀ ବେଳେ ଭୂତ ହେଇ ଗ୍ରାମ ବାସିମାନଙ୍କୁ ଡରନ୍ତି। ସେମିତି ଏକ ଘ-ଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି।

ବ୍ରହ୍ମପୁର ସହର ଦିନରେ ଦେଖିବାକୁ ଯେତିକି ସୁନ୍ଦର୍ ରାତିର ଅନ୍ଧକାର ଭିତରେ ସେତିକି ଭ-ୟଙ୍କର। ଗତ କିଛି ଦିନ ହେବ ବ୍ରହ୍ମପୁର ସହରରେ ଦେଖା ଦେଇଛି ଭୂତ ମାନଙ୍କର ତା-ଣ୍ଡବ। ରାତିର ଅନ୍ଧାର ଯେତେ ବଢୁଛି ଭୂତ ମାନଙ୍କର ତା-ଣ୍ଡବ ସେତେ ବଢ଼ିବାରେ ଲାଗିଛି।

ଘର ଭିତର ଠାରୁ ରାସ୍ତା କଡରେ ସୋଇଥିବା ଅସହାୟ ଲୋକମାନେ ମଧ୍ୟ କଳା ପୋଷାକ ପିନ୍ଧା ଭୂତ ମାନଙ୍କର ଭ-ୟରେ ରାତିରେ ଟିକେ ଶାନ୍ତିରେ ଶୋଇପାରୁ ନାହାନ୍ତି। କିଏ ଭୂତକୁ ଦେଖି ଚି-ତ୍କାର କରୁଛି ତ କିଏ ଠେଙ୍ଗା ଧରି ଭୂତକୁ ମା-ରିବାକୁ ଧାଉଛି।

କଳା ପୋଷାକ ପିନ୍ଧି ଲୋକଙ୍କୁ ଡରାଉଥିବା ଭୂତ ମାନଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏ ଭିଡ଼ିଓ ଦେଖି ଆପଣ ମାନେ ଜାଣିପାରିଥିବେ ଏମାନେ ସତ ସତିକା ଭୂତ ନୁହଁନ୍ତି ବ୍ରହ୍ମପୁରରେ ଚାଲିଥିବା ମାଆଙ୍କ ପୂଜାରେ ମଜା ମସ୍ତି କରିବା ପାଇଁ ଲୋକମାନେ କଳା ରଙ୍ଗର ପୋଷାକ ପିନ୍ଧି ଭୂତ ପରି ସଜ ହୋଇ ଲୋକ ମାନଙ୍କୁ ଡରା-ଉଛନ୍ତି ଏବଂ ଲୋକ ମାନେ ଠେଙ୍ଗା ଧରି ବାଡେଇବା ପାଇଁ ଗଲାବେଳକୁ ସେମାନେ କ୍ୟାମେରା ଦେଖାଇ କହୁଛନ୍ତି ଆମେ ପ୍ରାଙ୍କ କରୁଥିଲୁ।

Leave a Reply

Your email address will not be published. Required fields are marked *