ଜୁଇ ନି-ଆଁରେ ଜଳି ଗଲେ ସବୁ ଦିନ ପାଇଁ ଦେବାଶିଷ , ପତ୍ନୀ ଏବେ ହିଁ ବସିଛନ୍ତି ନିଃ-ଶବ୍ଦ ହୋଇ

ସାରା ଦେଶର ବିର ପୁରୁଷ , ସାରା ଦେଶର ଗର୍ବ ଆଉ ଗୌରବ । ସାରା ଦେଶ ପାଇଁ ଅନେକ କିଛି କରିଥିବା ବୀର ସନ୍ତାନ ମାନେ ହେଉଛନ୍ତି ଭାରତୀୟ ସେନା । ରାତି ରାତି ଅନିଦ୍ରା ରହି ଆମକୁ ଟିକିଏ ଶାନ୍ତି ଦେବା ପାଇଁ ସେମାନେ ଅନେକ ବସିଥାନ୍ତି । କେତେବେଳେ ଯେ ଶ-ତ୍ରୁ ଗୁ-ଳିରେ ସେମାନଙ୍କ ଜୀବନ ଚାଲି ଯିବ , ସେ କଥା ନିଜେ ମଧ୍ୟ ଜାଣି ନଥାନ୍ତି । ଠିକ୍ ଏଇ ଯେମିତି ଘଟିଗଲା କିଛି ଦିନ ଆଗରୁ । ଶ-ତ୍ରୁ ଆକ୍ର-ମଣରେ ଦେଶ ପାଇଁ ପ୍ରାଣ ବ-ଳି ଦେଲେ ବିର ଯବାନ ।

ସବୁ ଦିନ ପାଇଁ ସହିଦ ହୋଇ ଗଲେ ଆଉ ଆଜି ଦେଶ ଅମର ରହେ ଧ୍ଵନି ଦେଇ ସବୁଆଡେ କମ୍ପାଇ ଦେଉଛି । ତେବେ ଆପଣ ସମସ୍ତେ ଜାଣିଥିବେ କି , ଏଇ କିଛି ଦିନ ଆଗରୁ ପୁଞ୍ଚ ଆତ-ଙ୍କବାଦୀ ଆକ୍ର-ମଣରେ ସହିଦ ହୋଇଗଲେ ପାଞ୍ଚ ଜଣ ଭାରତୀୟ ସେନା । ଆଉ ଘ-ଟଣା ସ୍ଥଳରେ ଲୋକେ ପହଞ୍ଚି ମଧ୍ୟ ସେମାନଙ୍କୁ ବଞ୍ଚାଇ ପାରିଲେ ନାହିଁ । ତେବେ ସେହି ପାଞ୍ଚ ଜଣକ ମଧ୍ୟରେ ଆମ ଓଡ଼ିଶାର ଦେବାଶିଷ ବିଶ୍ଵାଳ ଥିଲେ । ଯିଏକି ମାତ୍ର ବର୍ଷେ ହେବ ବିବାହ କରିଥିଲେ ଆଉ କୋଳରେ ତାଙ୍କର ରହିଛି ସାତ ମାସର ଛୁଆ ।

ସ୍ତ୍ରୀକୁ କଥା ଦେଇ ଯାଇଥିଲେ ମୁଁ ଫେରିଲେ ଆମ ବିବାହ ବାର୍ଷିକୀ ପାଳନ କରିବା ଆଉ ଝିଅର ବର୍ଷ ପୁରାଣ ମଧ୍ୟ ବହୁତ ଧୁମ୍ ଧାମରେ ପାଳନ କରିବା । ସମସ୍ତଙ୍କୁ ଖାଇବାକୁ ଦେବା ଆଉ ସମସ୍ତଙ୍କ ସହିତ ଟିକିଏ ଖୁସି ବାଣ୍ଟିବା । ବାସ୍ ଏତିକି କଥା କହି ଦେଇ ଯାଇଥିଲେ ଦେବାଶିଷ । ଆଉ ଶେଷରେ ଫେରିଲେ ଦେଶ ପାଇଁ ଶହୀଦ ହୋଇ । ଆଉ ସେହି ସହିଦଙ୍କୁ ସଲାମ କରୁଛି ତାଙ୍କ ପୁରା ଜନ୍ମଭୂମି । କା-ନ୍ଦି କା-ନ୍ଦି ତାଙ୍କ ମାଟିର ଲୋକ ମାନେ ସେହି ଅଞ୍ଚଳକୁ କମ୍ପାଇ ଦେଇଥିଲେ ।

ଆଉ ବିର ଯବାନଙ୍କ ପାଖରେ ମୁଣ୍ଡ ଦେଇ ବସିଥିଲେ ତାଙ୍କ ପତ୍ନୀ । ଯାହାଙ୍କୁ ନିଜ ସ୍ୱାମୀର ଯିବା ଯୋଗୁଁ ଲାଗିଛି ଏକ ଶକ୍ତ ଝଟକା । ଆଉ ଯିଏକି ପଦେ କଥା ମଧ୍ୟ କହୁ ନାହାନ୍ତି । ବାସ୍ ଚୁପ୍ ଚାପ୍ ମୁହଁ ତଳକୁ ନୁଆଇଁ କାନ୍ଦି-ବାରେ ଲାଗିଛନ୍ତି । ପାଟିରୁ ତାଙ୍କର ବାହାରୁ ନାହିଁ ପଦୁଟିଏ ଶବ୍ଦ । ଯାହାକୁ ସମସ୍ତେ କହୁଛନ୍ତି ସଦମା ଲାଗିଛି ।

ଅନ୍ୟ ପକ୍ଷରେ ଗତକାଲି ବିଧାୟକ ସୁର ରାଉତରାୟଙ୍କ ପୁଅ ଆସିଥିଲେ ତାଙ୍କୁ ଦେଖା କରିବା ପାଇଁ ଆଉ ପରିବାରକୁ ସାନ୍ତ୍ଵନା ଦେବା ପାଇଁ । କିନ୍ତୁ କିଛି ବି କହି ନଥିଲେ ଦେବାଶିଷଙ୍କ ପତ୍ନୀ ସୀମା । ବାସ୍ ତାଙ୍କ ଦୁଇ ଆଖିରୁ ଝରି ଯାଉଥିଲା ଧାର ଧାର ହୋଇ ଲୁ-ହ । ଯାହାକୁ ସେ ନିଜେ ଚାହିଁ ମଧ୍ୟ ଅଟକାଇ ପାରି ନଥିଲେ । ଯାହାଙ୍କୁ ଦେଖିବା ପରେ ଲାଗୁଛି କି , ସେ ବଞ୍ଚି ଥାଉ ଥାଉ ମଧ୍ୟ ଶ-ବ ପାଲଟି ଯାଇଛନ୍ତି ।

ନିଜ ସ୍ଵାମୀଙ୍କ ଘରୁ ବିଚ୍ଛେ-ଦର ଦୁଃ-ଖ ଏତେ ଗଭୀର ଯେ , ଯେ କେହି ହେଲେ ବି ନିଜକୁ ସମ୍ଭାଳି ପାରିବେ ନାହିଁ । ଆଉ ଏଠାରେ ଖାଲି ସୀମା ନୁହେଁ , ତାଙ୍କ କୋଳରେ ରହିଥିବା ସାତ ମାସର ଶିଶୁ , ଯାହାର ବାପା ମାତ୍ର ଏତେ ଛୋଟ ବେଳେ ତାକୁ ଛାଡି ଦେଇ ଚାଲି ଗଲେ । ସେହି ପିଲାର ମୁହଁକୁ ଦେଖିବା ପରେ ଆହୁରି କଷ୍ଟ ଅନୁଭବ କରୁଛନ୍ତି ସୀମା ଆଉ ନିଜକୁ ସେହି ଗଭୀର ଆ-ଘାତ ମଧ୍ୟରୁ ବାହାର କରି ପାରୁ ନାହାନ୍ତି ।

Leave a Reply

Your email address will not be published. Required fields are marked *