ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମିତି କହିଲେ ଡାକ୍ତର ,ଯାହାକୁ ଶୁଣି କା-ନ୍ଦି ପକେଇଲେ ପିଣ୍ଟୁ

ବନ୍ଧୁଗଣ ଓଡ଼ିଆ ସିନେ ଜଗତରେ ଅନେକ ଦିନ ସକ୍ରିୟ ରହି ଦର୍ଶକଙ୍କୁ ହସାଉ ଥିବା ଦର୍ଶକଙ୍କୁ କନ୍ଦାଉଥିବା ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁ-ତର ହୋଇ ପଡିଛି । ପିଣ୍ଟୁନନ୍ଦ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେ ଡାକ୍ତର ଶୁଣାଇ ଦେଇଛନ୍ତି ଏମିତି କଥା । ଆଉ ଡାକ୍ତର ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏମିତି ଥିବା କହିବା ପରେ ନିଜ ଲୁ-ହକୁ ଆଉ ସମ୍ଭାଳି ପାରି ନଥିଲେ ପିଣ୍ଟୁନନ୍ଦ । ଡାକ୍ତରଙ୍କ କଥା ଶୁଣିବା ପରେ କା-ନ୍ଦି ପକାଇ ଥିଲେ ପିଣ୍ଟୁନନ୍ଦ ।

ହଁ ବନ୍ଧୁଗଣ ଯେଉଁ ଗଳା ଦିନେ ଗଳା ଫଟାଇ ଖଲ ନାୟକ ଚଳଚିତ୍ରକୁ ନିଖୁଣ ଭାବରେ ଲିଭାଉ ଥିଲେ ଆଜି ସେହି ଗଳା ଦୁଇ ପଦ କଥା ଉଚ୍ଚାରଣ କରିବା କଷ୍ଟକର ହୋଇଯାଉଛି । ଏମିତି ବି ଦିନେ ସମୟ ଆସି ପିଣ୍ଟୁନନ୍ଦଙ୍କ ଏପରି ପରିସ୍ଥିତି କରାଇ ଦେବ ତାହା କେବେ ବି ଚିନ୍ତା କରିନଥିଲେ ପିଣ୍ଟୁନନ୍ଦ । ଦିନ ଥିଲା ଅଭିନୟ ଜଗତ,ପରିବାର ଏମାନଙ୍କ ସହିତ ପିଣ୍ଟୁନନ୍ଦ ବେଶ ହସ ଖୁସିରେ ସମୟ ଅତି ବାହିତ କରୁଥିଲେ । ହେଲେ ସେହି ସମୟରେ କେଜାଣି କାହାର କଳା ନଜର ଲାଗିଲା ପରି ସବୁକିଛି ହୋଇଗଲା ଏପଟ ସେପଟ ।

ସେହି କଥା ଭାବି ଏବେ ପିଣ୍ଟୁନନ୍ଦଙ୍କ ଆଖିରେ ଲୁହ ଆଉ ମନରେ ଅନେକ ସାରା ଅଭିମାନ । ଯେଉଁ ପିଣ୍ଟୁନନ୍ଦ ଦିନେ ଅନେକ ଦିନ ସିନେମା ଜଗତରେ ହାଡ଼ ଭଙ୍ଗା ପରିଶ୍ରମ କରି ଅନେକ ପରିଚୟ ସୃଷ୍ଟି କରିଥିଲେ ସମସ୍ତଙ୍କ ଆଖିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ଆଜି ପିଣ୍ଟୁନନ୍ଦ ଙ୍କୁ ଏଭଳି ଦିନ ଦେଖିବାକୁ ପଡୁଛି ଯାହା ପିଣ୍ଟୁନନ୍ଦ କେବେ ମଧ୍ୟ ଚିନ୍ତା କରିନଥିଲେ । ଆଉ ଯେତେବେଳେ ପିଣ୍ଟୁନନ୍ଦଙ୍କ ସାଥିରେ ହଟାତ ଏପରି ସବୁ ଘ-ଟଣା ଘଟି ଯାଉଛି ସେଥିପାଇଁ ପିଣ୍ଟୁନନ୍ଦଙ୍କୁ ଏହା ଅନେକ କଷ୍ଟ ଦେଉଛି । ଏକ ତ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି ।

ଡାକ୍ତର ପୁଣି ଏମିତି କଥା ଏହା ଭିତରେ ଶୁଣାଇ ଦେଇଛନ୍ତି ଯେ ଯାହା ପିଣ୍ଟୁନନ୍ଦଙ୍କ ପାଇଁ ବେଶ ଚିନ୍ତାର କାରଣ ସାଜିଛି । ପିଣ୍ଟୁନନ୍ଦ କହିଛନ୍ତି କାହିଁକି ମୋ ସହିତ ଏମିତି ଘ-ଟୁଛି ମୁଁ କିଛି ଜାଣି ପାରୁନି । ଆପଣ ମାନେ ଯେଉଁ ଭଳି ଜାଣିଥିଲେ ବର୍ତ୍ତମାନ ପିଣ୍ଟୁନନ୍ଦ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । ହେଲେ ଦିନକୁ ଦିନ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବା ପରିବର୍ତ୍ତେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ବାରେ ଲାଗିଛି । ଆଉ ଏହାରି ଭିତରେ ଡାକ୍ତର ମଧ୍ୟ ଏମିତି କିଛି କଥା କହିଛନ୍ତି ।

ଆଉ ଏତେ ସବୁ ଭିତରେ ପିଣ୍ଟୁନନ୍ଦ କହିଛନ୍ତି ଏମିତି ଜୀବନ ଦରକାର ନାହିଁ । କାରଣ ସେ ଯେଉଁ ପରିଚୟ ଅନେକ ଦିନ ପରିଶ୍ରମ କରି ସୃଷ୍ଟି କରିଥିଲେ । ଆଜି ସେହି ନାଁ କୁ ନେଇ କିଏ ତାଙ୍କ ବିରୋ-ଧରେ ରାଜନୀତି କରୁଛି ତ ଆଉ କିଏ ତାଙ୍କ ନାଁରେ ଭିକ୍ଷାବୃତ୍ତି କରୁଛି । ଆଉ ଏପରି ଭାବରେ ତାଙ୍କ ନାମକୁ ଅପବ୍ୟ-ବହାର କରୁଥିବାରୁ ତାହା ପିଣ୍ଟୁନନ୍ଦଙ୍କୁ ଆଦୌ ଦେଖିବାକୁ ମିଳୁନି ।

ଆଉ ଏଭଳି ପରିସ୍ଥିତିରେ ଦିଲ୍ଲୀରେ ପିଣ୍ଟୁନନ୍ଦଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏଭଳି କିଛି କହିଛନ୍ତି ଯାହାକି ପିଣ୍ଟୁନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେଉଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ଯାହାକି ସେଠାରେ ଆଉ ଚିକିତ୍ସା ସମ୍ଭବ ନୁହେଁ । ଆଉ ଡାକ୍ତରଙ୍କ ମୁଖରୁ ଏପରି ଶୁଣିବା ପରେ ପିଣ୍ଟୁନନ୍ଦଙ୍କ ଆଖି ଲୁ-ହରେ ଛଳ ଛଳ ହୋଇଯାଇଥିଲା । ଆଉ ପିଣ୍ଟୁନନ୍ଦ କା-ନ୍ଦି ପକାଇ ଥିଲେ । ହଁ ବନ୍ଧୁଗଣ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ପିଣ୍ଟୁନନ୍ଦ ଚିକିତ୍ସିତ ହେଉଥିଲେ ।

ହେଲେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ହେଉଥିବାରୁ ପିଣ୍ଟୁନନ୍ଦଙ୍କୁ ବର୍ତ୍ତମାନ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସୋରିସୀଷରେ ପୀ-ଡିତ ପିଣ୍ଟୁନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । ଆଉ ସେଥିପାଇଁ ଯେତିକି ଆବଶ୍ୟକ ଅର୍ଥ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଯୋଗାଡ଼ ହୋଇ ପାରି ନାହିଁ। ତେବେ ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ସମସ୍ତେ ଥିବା ବେଳେ ସାରା ଓଡିଶାବାସୀ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଭଗବାନଙ୍କ ପାଖରେ ପାର୍ଥନା କରୁଛନ୍ତି ।

Leave a Reply

Your email address will not be published. Required fields are marked *