ଭାଇରାଲ ଫଟୋ:- ଫଟୋରେ ଲୁଚି ରହିଛି ବାଘ, ୧୦୦% ପ୍ରତିଶତ ଲୋକ ଖୋଜିବାରେ ଅସଫଳ। ଖୋଜନ୍ତୁ ଚିତାବଘ।

ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ନା କିଛି ଫଟୋ ଭିଡ଼ିଓ ଆଦି ଭାଇରାଲ ହୋଇଥାଏ। ତେବେ କିଛି ଏପରି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ କରି ଦେଲା ଭଳି ଫଟୋ ଭାଇରାଲ ହେଉଛି। ତେବେ ଭାଇରାଲ ହେଉଥିବା ଫଟୋ ରେ ଏକ ଚିତାବଘ ଲୁଚି ରହିଛି। କିନ୍ତୁ ଅନେକ ଲୋକ ଚିତାବଘ କୁ ଖୋଜିବାରେ ଅସଫଳ ହୋଇଛନ୍ତି। ତେବେ ଆପଣ ଚାହିଁଲେ ମଧ୍ୟ ଖୋଜି ପାରିବେ।

ବର୍ତ୍ତମାନ ସମୟରେ ଜଙ୍ଗଲ ଧୀରେ ଧୀରେ ନଷ୍ଟ ପାଇବାରେ ଲାଗିଛି। ଜଙ୍ଗଲ ନଷ୍ଟ ହେବା ପଛରେ ମଣିଷର ହାତ ରହିଛି। କାରଣ ଜଙ୍ଗଲ ସଫା କରି ମଣିଷ ଜନବସତି ସ୍ଥାପନ କରୁଛି। ଯାହାଫଳରେ ବନ୍ୟ ଜୀବଜନ୍ତୁ ଗୁଡିକ ଜନବସତି ଆଡକୁ ମାଡି ଆସୁଛନ୍ତି। ଯାହାଫଳରେ ଲୋକମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ଗୃହପାଳିତ ପଶୁଙ୍କୁ ଶିକାର କରୁଥିବାର ନଜରକୁ ଆସନ୍ତି।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଫଟୋ ଖୁବ ଭାଇରାଲ ହେଉଛି। ତେବେ ଫଟୋ ଭାଇରାଲ ହେବାର ମୁଖ୍ୟ କାରଣ ହେଉଛି ଫଟୋରେ ଏକ ଚିତାବଘ ଲୁଚି ରହିଛି। ତେବେ ଏହି ଫଟୋରେ ଆପଣ ମାଟି ଗଦା ହୋଇଥିବା ଦେଖିବାକୁ ପାଇବେ କିନ୍ତୁ ସେହି ମାଟି ଗଦାର ଏକ ସ୍ଥାନରେ ଚିତାବଘ ଶୋଇ ରହିଛି। ତେବେ ଫଟୋରେ ଚିତା ବାଘକୁ ଖୋଜିବା ପାଇଁ ଆପଣ ଚ୍ୟାଲେଞ୍ଜ ନେଇ ପାରିବେ।

ତେବେ ଚିତାବଘ କୁ ଖୋଜିବା ଏକ ସ୍ମାର୍ଟ ୱାର୍କ ଅଟେ। ଯଦି ଆପଣଙ୍କ ଆଖି ତୀକ୍ଷ୍ଣ ଏବଂ ବୁଦ୍ଧି ଉପରେ ନିର୍ଭର କରେ। ଯଦି ଆପଣ ଏହି ଚ୍ୟାଲେଞ୍ଜକୁ କମ୍ପ୍ଲିଟ କରିଦେବେ ତା ହେଲେ ଆପଣ ବହୁତ ବଡ ବୁଦ୍ଧିମାନ। କଣ ଆପଣ ଏହି ଫଟୋରେ ଲୁଚି ରହିଥିବା ଚିତାବଘ କୁ ଖୋଜି ପାରିଲେ କି ? ୧୦୦ ରୁ ୯୯ ପ୍ରତିଶତ ଲୋକ ଚିତାବଘ ଖୋଜିବାରେ ଅସଫଳ ହୋଇଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋକୁ ଜଣେ ଟ୍ବିଟର ୟୁଜର ବେଲ୍ଲା ଲେକ ସେୟାର କରିଛନ୍ତି। ଫଟୋରେ ଚିତାବଘ ଟି ଗଦା ହୋଇଥିବା ମାଟି ତଳେ ଶୋଇ ରହିଛି। ତେବେ ଏହି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Leave a Reply

Your email address will not be published. Required fields are marked *