ନିଜ ଭଉଣୀ ସହ ଶାରୀ-ରିକ ସ-ମ୍ପର୍କ ରଖି ଗର୍ଭ-ବତୀ କଲା ଭାଇ । ଆଉ ଧରା ପଡ଼ିବା ପରେ ……

ଭାଇ ଭଉଣୀ ସମ୍ପର୍କରେ ମଧ୍ୟ ବର୍ତ୍ତମାନ କ-ଳଙ୍କ ଲାଗିଲାଣି । ଆଉ ଏପଟେ ନିଜ ଘରେ ମଧ୍ୟ ଝିଅ ସୁର-କ୍ଷିତ ନୁହଁନ୍ତି । ଘରେ ନିଜ ଲୋକ ଏବଂ ବାହାରେ ରା-କ୍ଷସ ରୂପୀ ମଣିଷ ସବୁବେଳେ ଜଗି ବସିଥାଏ । ଆଉ ସେଥିପାଇଁ ଝିଅ ମାନେ ଘରେ କୁଆଡ଼େ ସୁର-କ୍ଷିତ ରହନ୍ତି ବୋଲି ଲୋକେ କହନ୍ତି କିନ୍ତୁ ଘରେ ବି ଯେ ଝିଅ ସୁର-କ୍ଷିତ ନୁହେଁ ତାହା ଆପଣ ମାନେ ଏହି ଘଟ-ଣାରୁ ଜାଣି ପାରିବେ । ଜଣେ ଭାଇ ହୋଇ ନିଜ ଭଉଣୀକୁ ଦୁ-ଷ୍କର୍ମ କରି ବାରମ୍ବାର ଶାରୀ-ରିକ ସମ୍ପ-ର୍କ ରଖି ଶେଷରେ ଗର୍ଭ-ବତୀ କରି ଦେଇଛି । ଦେହର ଆସକ୍ତି ଏତେ ଯେ ସ-ମ୍ପର୍କ ତା ଆଗରେ ମଳିନ ପଡ଼ିଛି ଏବଂ ଶେଷରେ ଏଭଳି କୁ-ତ୍ସିତ କାମ କରିଛି ଜଣେ ଭାଇ ।

ନିଜ ସମ୍ପ-ର୍କର ଭଉଣୀ ସହିତ ଶେଷରେ ଏଭଳି କାମ କରିଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦେହର ଭୋକ ମେଣ୍ଟା-ଇବାକୁ ଶେଷରେ ନିରୀହ , ଭିନ୍ନକ୍ଷମ , ପୁଣି ନିଜ ଭଉଣୀକୁ ସୁଦ୍ଧା ଛାଡ଼ିନାହିଁ ଏହି ଭାଇ ଜଣକ । ସୂଚନା ଅନୁଯାୟୀ ଏହି ଘ-ଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥା-ନା ଅନ୍ତର୍ଗତ ଅଞ୍ଚଳର ଅଟେ ।

ଯେଉଁଠି ଜଣେ ଯୁବକ ନିଜର ସମ୍ପ-ର୍କୀୟ ଭଉଣୀ ସହିତ ଏଭଳି କାଣ୍ଡ କରିଛି । ତେବେ ପୀ-ଡ଼ିତ ଜଣଙ୍କର ୧୬ ବର୍ଷ ଏବଂ ସେ ଶାରୀ-ରିକ , ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ । ପୀ-ଡ଼ିତ ଯୁବତୀଙ୍କ ବାପା ଜନ୍ମରୁ ଅନ୍ଧ ଏବଂ ମା’ ଅତି ନିରୀହ । ପରିବାର ଅତି ଗରିବ । ଆଉ ଯାହାର ଫାଇଦା ନେଇ ସବୁବେଳେ ଦାଦା ପୁଅ ଭାଇ ଆସି ଶାରୀ-ରିକ ସୁଖ ନେଉଥିଲା ।

ପ୍ରତ୍ୟେକ ଦିନ ଘରକୁ ଆସି ଏଭଳି କାମ କରିଥିଲେ ହେଁ ଘର ଲୋକେ ଜାଣି ପାରୁ ନଥିଲେ । କିନ୍ତୁ ପରେ ଯେତେବେଳେ ଭଉଣୀ ଅସୁସ୍ଥ ହୋଇ ପଡ଼ିଲା ପରିବାର ଲୋକେ ସ-ନ୍ଦେହ କଲେ । ମା’ ମଧ୍ୟ ଗାଁ ର ଆଶା କର୍ମୀଙ୍କୁ ଜଣାଇଲେ । ଆଉ ପରେ ଜଣା ପଡ଼ିଲା ଯେ ଦାଦା ପୁଅ ଭାଇ ଭଉଣୀ ସହିତ ଶାରୀ-ରିକ ସମ୍ପ-ର୍କ ରଖି ଗର୍ଭ-ବତୀ କରି ଦେଇଛି । ଏହି ଘଟ-ଣା ଅତ୍ୟନ୍ତ ଲ-ଜ୍ଜାଜନ-କ ଅଟେ । ଏଭଳି ଏକ ଘ-ଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ଯାହାକୁ ସାଧାରଣ ଲୋକେ ବିଶ୍ୱାସ ସୁଦ୍ଧା କରି ପାରୁ ନାହାଁନ୍ତି । ତେବେ ବର୍ତ୍ତମାନ ଅଭି-ଯୁକ୍ତ ଭାଇକୁ ଗି-ରଫ କରିଛି ପୋ-ଲିସ ।

Leave a Reply

Your email address will not be published. Required fields are marked *