ସେ ସାରଙ୍କ ଟିକେ କୁଣ୍ଢେ-ଇବାକୁ ଇଚ୍ଛା ହେଇଛି ,ଆଉ ସେ ମ୍ୟାଡମଙ୍କ ଟିକେ କୁ-ଣ୍ଢା ଖାଇବାକୁ ଇଚ୍ଛା ହେଇଛି

ଜଣେ ଛାତ୍ରଙ୍କର କ୍ଷୋଭ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ । ଆଉ ତାଙ୍କ ପ୍ରତି-କ୍ରିୟା ଆପଣଙ୍କୁ ନିହାତି ଭାବେ ଚକିତ କରିବ । ଛାତ୍ର ଜଣଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି । କଲେଜ ଆଉ କିଛି ଦିନ ପରେ OYO ପାଲଟି ଯିବ । କାରଣ ଏଠି ସେ ସାରଙ୍କର ଟିକେ କୁଣ୍ଡେ-ଇବାକୁ ଇଚ୍ଛା ହେଉଛି ଆଉ ସେ ମ୍ୟାଡ଼ମଙ୍କୁ ଟିକେ କୁଣ୍ଡା ଖାଇବାକୁ ଇଚ୍ଛା ହେଉଛି । ଯେତେବେଳେ ସାର ଆଉ ମ୍ୟାଡ଼ମ ଏଭଳି ହେଉଛନ୍ତି ସେତେବେଳେ ଛାତ୍ରଛାତ୍ରୀ ଙ୍କ ଅବସ୍ଥା କଣ ହେବ ଆପଣ ମାନେ ଚିନ୍ତା କରନ୍ତୁ ବୋଲି ସେ କହିବା ସହିତ

ସାର ମ୍ୟାଡ଼ମ ହେଉଛନ୍ତି କେଳଜର ଭଗବାନ ଭଳି । କଲେଜ ଶିକ୍ଷାର ମନ୍ଦିର ହେଲେ ସାର ଆଉ ମ୍ୟାଡମ ହେଉଛନ୍ତି ସୋୟଂ ଭଗବାନ । ଆଉ ସେମାନେ ଯଦି ଏଭଳି କାଣ୍ଡ କରିବେ ତେବେ ଛାତ୍ରଛାତ୍ରୀ ମାନେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଜଣେ ଛାତ୍ର । ଯେଉଁ ମାନଙ୍କର ଧର୍ମ ହେଉଛି ପିଲା ମାନଙ୍କୁ ପାଠ ପଢ଼ାଇ ମଣିଷ କରିବା ସେମାନେ ପାଠ ପଢେଇବାରେ ସମୟ ଦେବା ବଦଳରେ ପିଲା ମାନଙ୍କୁ କେଉଁ ଭଳି ଶିକ୍ଷା ଦେଉଛନ୍ତି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଘୁରାଇ ଦେବ ।

କଣ ହେବ ଦେଶର ଆଗାମୀ ଭବିଷ୍ୟତ ମାନଙ୍କ ଭବିଷ୍ୟତ । କେଉଁ ଶିକ୍ଷା ସେମାନେ ଆହରଣ କରିବେ । କେଉଁ ଭଳି ସେମାନେ ଆଗକୁ ଯିବେ । ଧୀରେ ଧୀରେ ସମାଜ ଅବଟାକୁ ଗତି କରୁଥିବା ସମସ୍ତେ ଜାଣିଛନ୍ତି । ଧୀରେ ଧୀରେ ସମାଜରେ ପର-କ୍ରିୟା ପ୍ରୀ-ତି ଯେଉଁ ଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ତାହା ଆମେ ସମସ୍ତେ ଜାଣିଛନ୍ତି ।

ଆଉ ଏପରି ପରିସ୍ଥିତିରେ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ତାହା ଚିନ୍ତାର କାରଣ ପାଲଟି ଥିବା ବେଳେ କଲେଜରେ ସାର ଆଉ ମ୍ୟାଡ଼ମଙ୍କ ଏ କା-ଣ୍ଡ କାର-ନାମା ଅତ୍ୟନ୍ତ ସମାଜ ପାଇଁ ଲ-ଜ୍ୟା ଜନକ । କାରଣ ସେମାନଙ୍କୁ ଅନେକ ଛାତ୍ରଛାତ୍ରୀ ଅନୁସରଣ କରିଥାନ୍ତି । ସେମାନଙ୍କୁ ଅନୁସରଣ କରି ଆଗକୁ ବଢିବାକୁ ଇଚ୍ଛା ରଖିଥାନ୍ତି ଓ ଭବିଷ୍ୟତରେ ତାଙ୍କ ଭଳି ହେବାକୁ ଚେଷ୍ଟା ମଧ୍ୟ କରନ୍ତି । ତେଣୁ ସାର ଓ ମ୍ୟାଡ଼ମ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।

ଛାତ୍ର ଜଣଙ୍କ ଆହୁରି ମଧ୍ୟ କ୍ଷୋଭର ସହିତ କହିଛନ୍ତି କି । ଯେତେବେଳେ ରାସ୍ତାରେ ଜଣେ ଝିଅ ଚାଲି ଚାଲି ଯାଏ । ସେତେବେଳେ ତାଙ୍କୁ ଯଦି କେହି କମେଣ୍ଟ କରନ୍ତି ସେ କ୍ଷୋଭର ସହିତ କୁହନ୍ତି ତୋ ଘରେ କଣ ମା ଭଉଣୀ ନାହାନ୍ତି ? ତେଣୁ ଏପରି ପରିସ୍ଥିତିରେ ଛାତ୍ର ଜଣଙ୍କ ପ୍ରଶ୍ନ କରିଛନ୍ତି ଯେଉଁ ଝିଅ ଏଭଳି କାର୍ଯ୍ୟ କଲେ ସେ କହିଛନ୍ତି ସେହି ଝିଅଙ୍କ ଘରେ କଣ ବାପା ଭାଇ ନାହାଁନ୍ତି କି ।

ଏଭଳି କାର୍ଯ୍ୟ କରିବା ପୂର୍ବରୁ ତାଙ୍କର କଣ ତାଙ୍କ ବାପା ଭାଇଙ୍କ କଥା ମନେ ପଡ଼ିଲା ନାହିଁ କି ନିଜେ ଏତେ ଶିକ୍ଷିତ ହୋଇ ସୁଦ୍ଧା । କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ବଡ଼ ଚିନ୍ତାର କାରଣ ପାଲଟିଛି । ଆଉ ଆପଣ ରୁମ ଭିତରେ ଯେଉଁ କାର୍ଯ୍ୟ କଲେ ବର୍ତ୍ତମାନ ତାହା ସମାଜ ପାଇଁ ନି-ନ୍ଦାର କାରଣ ପାଲଟି ଯାଇଛି । କଲେଜରେ ଆଉ କିଛି ଦିନ ଭିତରେ OYO ରୁମ ଗଢି ଉଠିବ ।

ସମାଜ କେଉଁ ଆଡକୁ ଗତି କରୁଛି ? ଶିକ୍ଷାର ମନ୍ଦିରରେ ସାର ମ୍ୟାଡମ ସାକ୍ଷାତ ଈଶ୍ଵର ହୋଇଥିବା ବେଳେ ଛାତ୍ର ଆଣିଛନ୍ତି ତାଙ୍କ ବିରୋ-ଧରେ ସାଙ୍ଘା-ତିକ ଅଭି-ଯୋଗ । କେବଳ ଏତିକି ନୁହେଁ ଛାତ୍ର ଜଣଙ୍କ ଅତି ଖରାପ ଭାଷାରେ ନିଜ ଭିତରେ ଥିବା କ୍ଷୋଭକୁ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି ଯଦି ଏପରି ପରିସ୍ଥିତି ଲାଗିରୁହେ ତେବେ ଧୀରେ ଧୀରେ ଦେଶର ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରିବ । ଛାତ୍ର ଜଣଙ୍କ ଏଭଳି ପ୍ରତି-କ୍ରିୟା କୁ ସୋସିଆଲ ମିଡିଆ ୟୁଜର୍ସ ମାନେ ଅନେକ ପ୍ରସଂଶା କରୁଥିବା ବେଳେ କେହି କେହି ନି-ନ୍ଦା କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *