ଚଉଠି ରାତିରେ ନବ ବଧୂର ଅଜବ କାରନାମା । ଚି-ତ୍କାର କରି ଉଠିଲା ସ୍ୱାମୀ ।

ବିବାହ ପରେ ସ୍ବାମୀ ସ୍ତ୍ରୀ ପାଇଁ ଚତୁର୍ଥୀ ରାତି ଖୁବ ସ୍ମରଣୀୟ ହୋଇଥାଏ । କିନ୍ତୁ ବର୍ତ୍ତମାନ ଯେଉଁ ଘ-ଟଣା ସାମ୍ନାକୁ ଆସିଛି ସେମିତି ବୋଧହୁଏ ଆଗରୁ ଆପଣ ମାନେ କେବେ ଶୁଣି ନଥିବେ । କାରଣ ଚଉଠି ରାତିରେ ନବ ବଧୂ ଏପରି କା-ଣ୍ଡ ଘଟାଇଛି ଯାହାଦ୍ୱାରା ଘରର ସବୁ ସଦସ୍ୟଙ୍କ ହୋସ ଉଡ଼ି ଯାଇଛି । ବିଳମ୍ବିତ ରାତିରେ ନବବିବାହିତଙ୍କ ରୁମରୁ ବରର ବଞ୍ଚାଅ ବଞ୍ଚାଅ ଚି-ତ୍କାର ଶୁଣି ଘର ଲୋକେ କବାଟ ଭାଙ୍ଗି ଯାହା ଦେଖିଲେ ସେଥିରେ ସେମାନେ ପୁରା ହାତବାକ ହୋଇଗଲେ । ଚଉଠି ରାତିରେ ବର କନ୍ୟାଙ୍କ ମଧ୍ୟରେ ଏଭଳି ଘ-ଟଣା ଘଟିଥିଲା ଯେ ଯାହାକୁ କଳ୍ପନା କରିବା ମଧ୍ୟ କଷ୍ଟକର ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରୁଡ଼କି ଗଙ୍ଗନହର କେତୱାଲି ଅଞ୍ଚଳର ମାଧବପୁରରେ । ଆଉ ଏହି ଘ-ଟଣା ଶୁଣିବା ପରେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ମାମ-ଲା ଅନୁଯାୟୀ ଚଉଠି ରାତିରେ ବର ଏବଂ ନବବଧୂ ଦୁହେଁ ଶୋଇବାକୁ ଯାଇଥିଲେ । ଉଭୟେ ରୁମରେ ଲାଇଟ ଅଫ କରି ଶୋଇବାକୁ ଯାଆନ୍ତେ କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ହୋଇଥିଲା ।

ଏଥିରେ କ୍ରୋ-ଧିତ ହୋଇ ନବବଧୂ ଜଣକ ବରକୁ ନିର୍ଧୂମ ପିଟିଥିଲା । ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ମଧ୍ୟ ହୋଇଥିଲା । ପା-ଟିତୁ-ଣ୍ଡ ଶୁଣି ପରିବାର ଲୋକେ ତାଙ୍କ ରୁମ ପାଖକୁ ଆସିଗଲେ । ଏହାପରେ ମାମ-ଲା କିଛି ମାତ୍ରାରେ ଶାନ୍ତ ପଡ଼ିଥିଲା । ସ୍ୱାମୀଙ୍କ ଅଭି-ଯୋଗ ଯେ , ସେ ଯାହାକୁ ବିବାହ କରିଛନ୍ତି , ସେ ଜଣେ ମାନସିକ ରୋଗୀ ।

ମାଧବପୁରର ଜଣେ ଯୁବକ ନଭେମ୍ବର ୨୨ ତାରିଖରେ କ୍ଷେମପୁର ଥିଥଲା ଥା-ନା ଅନ୍ତର୍ଗତ ମଙ୍ଗଲଉର ନିବାସୀ ଯୁବତୀଙ୍କୁ ବିବାହ କରିଥିଲେ । ଚଉଠି ରାତିରେ କୌଉ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା । ଯେଉଁ କାରଣରୁ ନବବଧୂ ସ୍ୱାମୀକୁ ଖୁବ ପି-ଟିଥିଲା । ଯେଉଁ କାରଣରୁ ବର ଖୁବ ଜୋରରେ ଚି-ତ୍କାର କରିଥିଲେ । ପରିବାର ଲୋକେ ପହଞ୍ଚିବା ପରେ ମାମ-ଲା ଶାନ୍ତ ପଡ଼ିଥିଲା । କିନ୍ତୁ ଏହି ମାମ-ଲାକୁ ନେଇ ଉଭୟ ବର ଏବଂ କନିଆର ପରିବାର ଲୋକଙ୍କ ମଧ୍ୟରେ ଝ-ଗଡ଼ା ହୋଇଥିଲା । ଶେଷରେ ଉଭୟ ପକ୍ଷରୁ ଥା-ନାରେ ଅଭି-ଯୋଗ କରାଯାଇଥିଲା । ଯାହାର ତ-ଦନ୍ତ ବର୍ତ୍ତମାନ ପୋ-ଲିସ ଜାରି ରଖିଛି ।

Leave a Reply

Your email address will not be published. Required fields are marked *