ଚତୁର୍ଥୀ ରାତିରେ ବୋହୂ ପେଟରେ ହେଲା ଯ-ନ୍ତ୍ରଣା , ଜନ୍ମ ଦେଲେ କନ୍ୟା ସନ୍ତାନ

ବେଶ୍ ଧୁମଧାମରେ ହୋଇଥିଲା ବିବାହ । ଚାରିଆଡ଼େ ଲାଗି ରହିଥିଲା ଖୁସିର ମାହୋଲ । ଗୋଟିଏ ବୋଲି ଝିଅକୁ ଯାକ ଜମକରେ ବାପା ଦେଇଥିଲେ ବିବାହ । ଆଉ ଏପଟେ ପୁଅ ଘର ଲୋକ ମଧ୍ୟ ବାଣ ରୋଷଣୀ ନେଇ ଝିଅକୁ ନେବା ପାଇଁ ଆସି ଯାଇଥିଲେ । ଘରେ ଅତିଥି ମାନଙ୍କର ଲାଗି ରହିଥିଲା ଭିଡ , କାହିଁକି ନା ଘରକୁ ନୂଆ ବୋହୂ ଆସିବ । ଖୁସିରେ କେହି ବି ନିଜକୁ ନିୟନ୍ତ୍ରଣ କରି ପାରୁ ନଥିଲେ । ତେବେ ଚଳିତ ମାସ ୧୦ ତାରିଖରେ ହୋଇଥିଲା ବିବାହ ଆଉ ୧୧ ତାରିଖରେ ହୋଇଥିଲା ଝିଅର ବି-ଦାୟୀ ।

ଘରକୁ ନୂଆ ବୋହୂଟିଏ ଆସିଥିଲା ଆଉ ତାକୁ ଦେଖିବା ପାଇଁ ସମସ୍ତେ ଯାଇ ତା ପାଖରେ ବସି ଯାଉଥିଲେ । ଆଉ ଏପଟେ ବର ମଧ୍ୟ ନିଜର ସ୍ତ୍ରୀକୁ ପାଇ ଖୁସି ହେଉଥିଲା । କିନ୍ତୁ କିଏ ଜାଣିଥିଲା ହଠାତ୍ ମାଡ଼ି ଆସିବ କଳା ବାଦଲ ଆଉ ସବୁକିଛି ବଦଳାଇ ଦେବ । ସମସ୍ତଙ୍କ ଖୁସି ସେଠାରେ ହିଁ ଶେଷ ହୋଇଯିବ । ବାହାଘର ହୋଇଯିବ କାଳ ଘର । ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ବିଷୟରେ ଜାଣିବାକୁ ମିଳିଥିଲା , ଯାହା ସମସ୍ତଙ୍କୁ ଦେଇଥିଲା ଶକ୍ତ ଝ-ଟକା ।

ଚତୁର୍ଥୀ ରାତିରେ ହଠାତ୍ ନୂଆ ବୋହୂର ପେଟ ବଥା ହୋଇଥିଲା । ଆଉ ଯାହା ପରେ ସମସ୍ତେ ବ୍ୟସ୍ତ ହୋଇ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର କରିଥିଲେ ଏକ ବଡ ଖୋଲାସା । ଆଉ ଡାକ୍ତର କହିଥିଲେ ଯେ , ବୋହୂର ଗର୍ଭ ଯ-ନ୍ତ୍ରଣା ହେଉଛି ଆଉ ତାଙ୍କର ଡେଲିଭରି ହେବ । ଯାହା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତେବେ ଏହାପରେ ନୂଆ ବୋହୂ ଏକ ସନ୍ତାନ ମଧ୍ୟ ଜନ୍ମ ଦେଇଥିଲେ । ଏହାପରେ ତାଙ୍କ ବାପାଙ୍କୁ ଡକା ଯାଇଥିଲା ଆଉ ଗାଁରେ ପଞ୍ଚାୟତ ବସିଥିଲା ।

ପୁଅ ମଧ୍ୟ ନିଜ ସ୍ତ୍ରୀଙ୍କୁ ତିନି ତଲାକ ଦେଇ ଦେଇଥିଲେ । ଏହାପରେ ଜଣା ପଡ଼ିଥିଲା ପ୍ରକୃତ ସତ । ସମସ୍ତଙ୍କ ଆଗରେ ନିଜର ପ୍ରେମିକ ବିଷୟରେ ସ୍ବୀକାର କରିଥିଲେ ସେ ଆଉ ଏ ପିଲା ମଧ୍ୟ ତାଙ୍କର ବୋଲି ସେ କହିଥିଲେ । ଏହା ପରେ ଝିଅର ପ୍ରେମିକ ସହିତ ସମସ୍ତଙ୍କ ସହମତି ଅନୁସାରେ ବର ଏବଂ ତାଙ୍କ ଘର ଲୋକ ବିବାହ କରାଇ ଦେଇଥିଲେ । ଏହି ଘ-ଟଣା ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତଙ୍କୁ ଏହି ଘ-ଟଣା ଆଶ୍ଚର୍ଯ୍ୟ କରି ଦେଇଛି ।

Leave a Reply

Your email address will not be published. Required fields are marked *