ଖେଳ ସାଜିଲା କାଳ:- ବେକରେ ବେଲେଟ ଲାଗି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ୮ ବର୍ଷର ପୁଅ ଅଂଶୁମାନ। କାନ୍ଦି କାନ୍ଦି ସହାୟତା ମାଗିଲେ ବାପା-ମା…

ସୋସିଆଲ ମିଡିଆରେ ସର୍ବଦା ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି, ଆଉ କିଛି ଇମଶନାଲ ଭିଡ଼ିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିବା ପରେ ଆଖିରେ ଲୁ-ହ ରହେ ନାହିଁ। ତେବେ ବର୍ତ୍ତମାନ ସମୟରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ। ନିଜ ପିଲାର ଚିକିତ୍ସା ପାଇଁ ବାପା ଓ ମାଆ ସହାୟତା ମାଗୁଥିବା ଦେଖିବାକୁ ପାଇବେ।

ତେବେ ପିଲାମାନେ ଖେଳିବା ପାଇଁ ବହୁତ ଭଲ ପାଆନ୍ତି। ଖେଳ କୁଦରେ ସର୍ବଦା ନିଜକୁ ଲି-ପ୍ତ ରଖନ୍ତି। ଖେଳ ନି-ଶା ଅଟେ। ଯେଉଁ ନି-ଶାରେ ପିଲାମାନେ ସର୍ବଦା ବୁଡି ରୁହନ୍ତି। କିନ୍ତୁ ଏହି ଖେଳ କେତେବେଳେ କା-ଳ ସାଜିବ ତାହା କହି ହେବ ନାହିଁ। ଛୋଟ ଛୋଟ ପିଲାମାନେ ଅଜାଣତରେ ଦୁର୍ଘ-ଟଣାର ଶି-କା-ର ହୁଅନ୍ତି । ଅନେକ ସମୟରେ ମୃ-ତ୍ୟୁ ସହ ସଂ-ଘ-ର୍ଷ କରି କରି କିଏ ବଞ୍ଚି ଯାଏ ତ ଆଉ କିଏ ମୃ-ତ୍ୟୁ ମୁଖରେ ପଡେ। ବର୍ତ୍ତମାନ ସମୟରେ ଏହା ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁରେ ଏକ ପିଲା ଏକ ଘରୋଇ ହସ୍ପିଟାଲରେ ଜୀବନ ମ-ର-ଣ ସହ ଲ-ଢ଼ୁଛି।

ବେଙ୍ଗାଲୁରୁରେ ରହୁଥିବା ଅଲେଖ ଦାସ ଯାହାଙ୍କର ନାମ ଏବଂ ନିଜ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଢ଼ିଆ ଗାଁରେ। ତେବେ ସେ ନିଜ ସ୍ତ୍ରୀ ଏବଂ ପୁଅ ସହ ବେଙ୍ଗାଲୁରୁରେ ରୁହନ୍ତି। ସେ ଯେଉଁ ଆପାର୍ଟମେଂଟରେ ରୁହନ୍ତି ସେଠାରେ ଲୋକଙ୍କ ଘରେ ରୋଷେଇ କରି ନିଜର ଗୁଜୁରାଣ ମେଣ୍ଟେଇ ଥାନ୍ତି। ମାସକୁ ପ୍ରାୟ ୧୦ରୂ ୧୫ ହଜାର ରୋଜଗାର ହୁଏ । ଏଥିରେ ପୂରା ପରିବାର ଚଳି ଯାଆନ୍ତି । ଗତ ଫେବୃଆରୀ ୫ ତାରିଖ ଦିନ ଏଇ ସୁଖୀ ସଂସାର ଉପରେ ଅଚାନକ ଏକ ବି-ପ-ଦ ମାଡ଼ି ଆସିଲା । ଅଂଶୁମାନ ସନ୍ଧ୍ୟାରେ ପାଠ ପଢିବା ସମୟରେ ନିଜ ଅଣ୍ଟାରେ ଥିବା ବେଲ୍ଟକୁ ମୁଣ୍ଡ ବାଟେ କା-ଢୁଥିଲା।

ତେବେ ଏହି ଖେଳ ଅଂଶୁମାନ ପାଇଁ କା-ଳ ସାଜିଥିଲା। ହଠାତ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡି ଯାଇଥିଲା ଏବଂ ବେଲ୍ଟ ଟି ବେକରେ ଚି-ପି ହୋଇ ଯାଇଥିଲା। କିଛି ସମୟ ମଧ୍ୟରେ ସେ ପିଲାଟି ଅ-ଚେ-ତ ହୋଇ ପଡ଼ିଥିଲା। ପୁଅକୁ ଅ-ଚେ-ତ ଅବସ୍ଥାରେ ଦେଖି ମାଆର ମୁଣ୍ଡ କାମ କରି ନଥିଲା। ପ୍ରଥମେ ବାପା ଓ ମାଆ ଏକ ସରକାରୀ ହସ୍ପିଟାଲକୁ ନେଇଥିଲେ ଏବଂ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଅଂଶୁମାନକୁ ଆଇସିୟୁରେ ରଖା ଯାଇଛି। ତାକୁ ବେକ ବାଟେ ଅକ୍ସିଜେନ ଦିଆଯାଉଛି। ଭଲ ହେବା ପାଇଁ ଅତି କମ୍‌ରେ ୩ ମାସ ଆଇସିୟୁରେ ରହିବାକୁ ପଡିବ।

ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଛି। ଆହୁରି ଅନେକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ତେଣୁ ନିଜ ପିଲାର ଜୀବନ ବଞ୍ଚେଇବା ପାଇଁ ବାପା ଓ ମାଆ ଲୋକମାନଙ୍କୁ ନିବେଦନ କରୁଛନ୍ତି ଆର୍ଥିକ ସହାୟତା ଯୋଗେଇ ଦେବା ପାଇଁ। କେବଳ ସେତିକି ନୁହେଁ କା-ନ୍ଦି କା-ନ୍ଦି ଓଡ଼ିଶା ସରକାରଙ୍କୁ ମଧ୍ୟ ପ୍ରାର୍ଥନା କରୁଛନ୍ତି।

ସାହାଯ୍ୟ ସହଯୋଗ ପାଇଁ ଏଥିରେ ଯୋଗାଯୋଗ କରନ୍ତୁ

ଏକାଉଣ୍ଟ ନମ୍ବର-୩୬୭୮୨୮୫୪୭୫୧ (36782854751)

IFSC-SBIN0013585

ବ୍ରାଞ୍ଚ-ଅଗରପଡା

ମୋବାଇଲ ନମ୍ବର-୮୧୪୭୯୭୯୨୨୩ (8147979223)

ଫୋନ ପେ ନମ୍ବର-୭୬୭୬୨୬୭୭୯୬ (7676267796)

Leave a Reply

Your email address will not be published. Required fields are marked *