ବି-ଷ ପିଇବା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କଲେ ଭିଡ଼ିଓ, ଆଉ ଯାହା କହିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। : ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ଆ-ତ୍ମହ-ତ୍ୟା କରିବା ଏକ ସାଧାରଣ କଥା ହୋଇଗଲାଣି। ଅନେକ ଯୁବପିଢ଼ି ଛୋଟ ଛୋଟ କଥାରେ ନିଜେ ନିଜର ଜୀବନ ହାରିବା ପାଇଁ ପଛାଉ ନାହାଁନ୍ତି। କେହି କେହି ପ୍ରେମ ପାଇଁ ଆ-ତ୍ମହ-ତ୍ୟା କରୁଛନ୍ତି ତ ଆଉ କେହି ପାରିବାରିକ କଳି ପାଇଁ ଆ-ତ୍ମହ-ତ୍ୟା କରୁଛନ୍ତି। ଆଉ କିଛି କରଜ କରି ସୁଝି ନ ପାରିଲେ ଆ-ତ୍ମହ-ତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ ବ୍ୟକ୍ତି ଆ-ତ୍ମହ-ତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଏବଂ ସେଥିରେ ଦୋ-ଷୀଙ୍କ ନାମ କହିଥିଲେ।

ତେବେ ଏଭଳି ଚଞ୍ଚଲ୍ୟ କର ଘ-ଟ-ଣା ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ଘଟିଛି। ବ୍ୟକ୍ତି ଜଣକ ବି-ଷ ପିଇ ଆ-ତ୍ମହ-ତ୍ୟା କରିଛନ୍ତି। ଚିକିତ୍ସା ସମୟରେ ବ୍ୟକ୍ତି ଜଣକ ମୃ-ତ୍ୟୁବ-ରଣ କରିଥିଲେ। ଆ-ତ୍ମହ-ତ୍ୟା କରିବାରୁ ସେ ସୋସିଆଲ ମିଡିଆରେ ଲାଇଭ ଆସି ଦୋ-ଷୀଙ୍କ ନାମ କହିଥିଲେ। ତେବେ ସେ ଯେଉଁମାନଙ୍କ ନାମ ନେଇଥିଲେ ସେ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଶମଶାବାଦ ଥା-ନା ଅନ୍ତର୍ଗତ ଭଗବାନ ଦାସ ନାମକ ଜଣେ ବ୍ୟକ୍ତି ନିର୍ଯ୍ୟା-ତନା ସହି ନ ପାରି ଆ-ତ୍ମହ-ତ୍ୟା କରିଛନ୍ତି। ତେବେ ଆ-ତ୍ମହ-ତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ତେବେ ସେହି ଭିଡ଼ିଓରେ ସେ କେଉଁ କାରଣ ପାଇଁ ଆ-ତ୍ମହ-ତ୍ୟା କରିବାକୁ ଯାଉଛନ୍ତି ଏବଂ କାହାର ଦୋ-ଷ ରହିଛି ତାହା ନେଇ କହିଛନ୍ତି। ବିଶେଷ କଥା ହେଉଛି ବ୍ୟକ୍ତି ଜଣକ ମ-ରିବା ପୂର୍ବରୁ ତିନି ଜଣ ଅଭି-ଯୁକ୍ତଙ୍କ ନାମ ନେଇଥିଲେ। ତେବେ ୩ ଜଣ ଆ-ରୋ-ପୀ ହେଉଛନ୍ତି ତାଙ୍କର ସ୍ତ୍ରୀ, ଶାଶୁ ଏବଂ ସମ୍ପର୍କୀୟ ଶଶୁର।

ତେବେ ଏହି ଭିଡ଼ିଓରେ ବ୍ୟକ୍ତିଙ୍କ ସ୍ତ୍ରୀ ଏବଂ ଶାଶୁ ମିଶିକରି କିପରି ହଇ-ରାଣ ଏବଂ ନିର୍ଯ୍ୟା-ତନା ଦିଅନ୍ତି ସେ ବିଷୟରେ କହିଥିଲେ। ବ୍ୟକ୍ତି ଜଣକ ତିନି ଆ-ରୋ-ପୀଙ୍କ ନାମ ନେବା ପରେ ବି-ଷ ପିଇଦେଇଥିଲେ। ତେବେ ଏହି ବିଷୟରେ ଖବର ପାଇବା ପରେ ସ୍ଥାନୀୟ ଲୋକେ ଭଗବାନଙ୍କୁ ନେଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁବ-ରଣ କରିଥିଲେ। ବର୍ତ୍ତମାନ ପୋ-ଲି-ସ ଏହି ମା-ମ-ଲାକୁ ଗମ୍ଭୀରତାକୁ ନେଇ ତ-ଦ-ନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *