ନୂଆ ଚାକିରି ପାଇଥିଲା ଭଉଣୀ । ଦିନ କେଇଟା ଯାଇନି ଭାଇ ଆଗରେ ଦୁର୍ଘ-ଟଣାରେ ଚାଲିଗଲା ଭଉଣୀ… ।

ନୂଆ ଚାକିରୀ ପାଇଥିଲା ଭଉଣୀ । ଦିନ କେତେ ଟା ଯାଇନି ଭାଇ ଆଗରେ ଦୁର୍ଘ-ଟଣାରେ ଚାଲିଗଲା ଜୀବନ । ହଁ ଆଜ୍ଞା ଟ୍ରକ ଚକା ତଳେ ଚାଲିଗଲା ଭଉଣୀର ଜୀବନ । ଭଉଣୀକୁ ଧ-କ୍କା ଦେଇ ଅନେକ ଦୂର ପର୍ଯ୍ୟନ୍ତ ଟ୍ରକଟି ଘୋଷାଡ଼ି ନେଇଯାଇଥିଲା । ହେଲେ ଭାଇ ଆଗରେ ଏତେ ବଡ ଦୁର୍ଘ-ଟଣା ଘଟି ଯାଇଥିଲା । ହେଲେ ଭାଇ ଚାହିଁ ମଧ୍ୟ କିଛି କରିପାରି ନଥିଲା । ନିକଟ କିଛି ଦିନ ତଳେ ଭଉଣୀ ବ୍ଯାସଦେବ ତହସିଲ ଅଫିସରରେ ଜୁନିଅର କ୍ଳର୍କ ଭାବେ ପୋଷ୍ଟିଂ ପାଇଥିଲେ । ଭଉଣୀ ଜଣଙ୍କ ନୂଆ କରି ବାହା ମଧ୍ୟ ହୋଇଥିଲେ ।

ନୂଆ ସଂସାରକୁ ନୂଆ ଚାକିରୀ ଭଉଣୀ ଜଣଙ୍କ କରିଥିଲେ । ଏହି ଖୁସିର ସମୟରେ ସେ ନିଜ ପାଇଁ ଆଉ ନିଜ ପରିବାର ପାଇଁ ବହୁତ କିଛି ସ୍ଵପ୍ନ ମଧ୍ୟ ଦେଖିଥିଲେ । ହେଲେ ଏହି ସ୍ଵପ୍ନ ସବୁ ସେହି ଟ୍ରକ ଚକା ତଳେ ଚାପି ହୋଇଯିବ ବୋଲି କେହି କେବେ ସ୍ଵପ୍ନରେ ମଧ୍ୟ ଭାବିନଥିଲେ । ହଁ ଆଜ୍ଞା ଏଭଳି ଘ-ଟଣା ଯେତିକି ଭ-ୟଙ୍କର ଥିଲା ସେତିକି ହୃଦୟ ବିଦରାକ ମଧ୍ୟ ଥିଲା । ସେଦିନ ଥିଲା ଗୁରୁବାର ରାତି ୭:୪୫ ମିନିଟ ।

ନିଜର ଟ୍ରେନିଙ୍ଗ ସାରି ବ୍ୟାସନଗର ତହସିଲ୍ ଅଫିସ୍ ରୁ ଭାଇ ଭଉଣୀ ସାଙ୍ଗ ହୋଇ ଫେରୁଥିଲେ । ଆଉ ଗୋଲେଇ ଛକ ନିକଟରେ ଟ୍ରାଫିକ ଯାମ ଦେଖି ରାସ୍ତା କଡ଼ରେ ଠିଆ ହୋଇଥିଲେ । ଠିକ୍ ଏତିକି ସମୟରେ ସ୍କୁଟିକୁ ଆସି ଧ-କ୍କା ଦେଲା ଏକ ୧୬ ଚକିଆ ଟ୍ରକ । ଭାଇ ପଛକୁ ଚାହିଁ କିଛି ଭାବିବା ପୂର୍ବ ହିଁ ସବୁ କିଛି ସରିଯାଇଥିଲା । ତାହାରି ମଧ୍ୟରେ ପୁରା ରାସ୍ତାଟି ର-କ୍ତରେ ଭିଜି ସାରିଥିଲା । ଭାଇ ଆଗରେ ଦୁର୍ଘ-ଟଣାରେ ଚାଲିଗଲା ଭଉଣୀ ।

ତେବେ ମୃ-ତ ମହିଳା ଜଣଙ୍କ ହେଉଛନ୍ତି ବର୍ଷାରାଣୀ ବେହେରା । ଏ ଖବର ପାଇ ଅଗ୍ନୀଶ୍ରମ ବିଭାଗ ସଙ୍ଗେ ସଙ୍ଗେ ଘ-ଟଣା ସ୍ତଳରେ ପହଞ୍ଚି ଯାଜପୁର ରୋଡ ଗୋଷ୍ଠୀ ସ୍ଵାସ୍ଥକେନ୍ଦ୍ରକୁ ଆଣିବା ପରେ ପରେ ମହିଳା ଜଣଙ୍କୁ ଡାକ୍ତର ମୃ-ତ ବୋଲି ଘୋଷଣା କରିଥିଲେ ।ତେବେ ଏହି ଘ-ଟଣା ପରେ ପୁରା ପରିବାରରେ ଶୋକା-କୁଳ ପରିବେଶ ହୋଇଯାଇଛି । ଅନ୍ୟ ପକ୍ଷରେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ଟ୍ରକକୁ ଜ-ବତ କରି ତ-ଦନ୍ତ କରୁଛି I

Leave a Reply

Your email address will not be published. Required fields are marked *