ଯୌ-ତୁକ ପ୍ରଥାର ବି-ରୋଧ କରି ଏଭଳି ଏକ ପଦକ୍ଷେପ ନେଲେ ଦୁର୍ଗମ ଇଲାକାର ଝିଅ । ଶଙ୍ଖା , ସିନ୍ଦୁର ଚୁଡ଼ି ଖୋଲି……

ବର୍ତ୍ତମାନ ଯୁଗରେ ଲୋକଙ୍କ ଚିନ୍ତାଧାରା ପୁରୁଣା ଯୁଗର ଲୋକଙ୍କ ଚିନ୍ତାଧାରା ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହେବା କଥା । ବର୍ତ୍ତମାନ ସମୟରେ ଝିଅ ପୁଅ ସମସ୍ତଙ୍କୁ ସମାନ ଅଧିକାର ଦେବାର ମାନ୍ୟତା ରହିଛି । କିନ୍ତୁ ତଥାପି ସମାଜରେ ଲୋକଙ୍କ ଚିନ୍ତାଧାରା ଉନ୍ନତ ହୋଇ ପାରିନାହିଁ କହିଲେ ଚଳେ । କାରଣ ଲୋକେ ବର୍ତ୍ତମାନ ସୁଦ୍ଧାବି ଯୌ-ତୁକ ପ୍ରଥାକୁ ପ୍ରାଧାନ୍ୟ ଦେଉଛନ୍ତି ଏବଂ ସେହି କାରଣରୁ ଅନେକ ଝିଅ ପୀ-ଡ଼ିତ ହେଉଛନ୍ତି । କିନ୍ତୁ ଏଥିପାଇଁ ଝିଅ ମାନେ ପ୍ରଥମେ ଏହି ଚିନ୍ତାଧାରା ବିରୋ-ଧରେ ସ୍ୱର ଉଠାଇବା ଆବଶ୍ୟକ । ଆଉ ଏହାକୁ ସତ କରି ଦେଖାଇଛନ୍ତି ଜଣେ ଦୁର୍ଗମ ଅଞ୍ଚଳର ଝିଅ ।

ଯେଉଁ କାରଣରୁ ସେ ବର୍ତ୍ତମାନ ସବୁଠି ଚର୍ଚ୍ଚିତ ଏବଂ ପ୍ରଶଂସାର ପାତ୍ର ହୋଇଛନ୍ତି । ତାଙ୍କ ସାହସକୁ ସମସ୍ତେ ସମ୍ମାନ କରୁଛନ୍ତି । ଏହି ଘ-ଟଣା ବିଷୟରେ ଆପଣ ମାନେ ଜାଣିଲେ ଖୁସି ହେବେ ନିଶ୍ଚିତ ଏବଂ ସେହି ଯୁବତୀଙ୍କ ଉପରେ ନିଶ୍ଚିତ ଗର୍ବିତ ହେବେ ମଧ୍ୟ । ଏହି ଘଟ-ଣା ପ୍ରତି ପ୍ରତ୍ୟେକ ଲୋକ ଅବଗତ ହେବା ଉଚିତ ଯାହାଦ୍ୱାରା ଯେଉଁ ମାନେ ଯୌ-ତୁକ ପାଇବା ଚିନ୍ତାଧାରାର ଅଟନ୍ତି ସେମାନେ ଯୌ-ତୁକ କଥା ଭାବିବା ପୂର୍ବରୁ ମଧ୍ୟ ହଜାରେ ଥର ଚିନ୍ତା କରିବେ । ସୂଚନା ଅନୁଯାୟୀ ଦୁର୍ଗମ ଇଲାକା ଅର୍ଥାତ ତୁମୁଡ଼ିବନ୍ଧ ଥା-ନା ସାରୁପାଟା ଅଞ୍ଚଳର ଦେବକୀ ଦିଗାଲ ନାମକ ଜଣେ ଯୁବତୀ ବାଲିଗୁଡ଼ା ଥା-ନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲଙ୍କୁ ଗତ ୯ ତାରିଖରେ ବିବାହ କରିଥିଲେ ।

କିନ୍ତୁ ସେମାନେ ବିବାହ କରାଇବା ପଛରେ ଆଉ କିଛି ପାଇବାକୁ ଆଶା କରିଥିଲେ । ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବିବାହ ହେବାକୁ ଥିଲା ବର ଘର ଲୋକେ ମଧ୍ୟ ବିବାହ କରାଇ ଥିଲେ । କିନ୍ତୁ ତାପର ଦିନ ବର ଘର ଲୋକେ କନିଆ ଘର ଲୋକଙ୍କୁ ଯୌ-ତୁକ ହିସାବରେ ବାଇକ ଦେବାକୁ ଦାବି କରିଥିଲେ ।

ଯାହାକୁ କନିଆ ଆଦୋୖ ଗ୍ରହଣ କରି ନଥିଲା । ଏବଂ ଏହି ଯୌତୁ-କର ବି-ରୋଧ କରି ନିଜର ସାହସ ଦେଖାଇ ମଙ୍ଗଳସୁତ୍ର ସହିତ ଶଙ୍ଖା ଏବଂ ଚଡ଼ି ଖୋଲି ବାପ ଘରକୁ ଫେରି ଯାଇଥିଲା । ତେବେ ବର୍ତ୍ତମାନ ଯୁବତୀଙ୍କର ଏପରି ସାହସ ଏବଂ ଯୌ-ତୁକ ବିରୋ-ଧରେ ଏଭଳି ବିରୋ-ଧକୁ ସମସ୍ତେ ପ୍ରଶଂସା କରିଥିବା ସହିତ ବର ଘର ଲୋକେ ଘଟ-ଣାକୁ ମି-ଛ କହି ଝିଅକୁ ଫେରାଇ ଆଣିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *