ଶାରୀ-ରିକ ସ-ମ୍ପର୍କ ରଖ ନହେଲେ ଚାକିରୀରେ ଛକି ମା-ରିଦେବି।

ଜଣେ ଯୁବତୀ ଆଣିଛନ୍ତି ସାଂଘା-ତିକ ଅଭି-ଯୋଗ। ମୁଁ ଏକ ମେଡ଼ିକାଲ ହସ୍ପିଟାଲରେ କାର୍ଯ୍ୟ କରେ। ମୋ ପରିବାର ଆଉ ନିଜ ଗୋଡ଼ରେ ଛିଡା ହେବାର ଲକ୍ଷ ନେଇ ମୁଁ ଆସିଥିଲି ଚାକିରୀ କରିବାକୁ ହେଲେ ମୁଁ ଜାଣିନଥିଲି ଏଠାରେ ମତେ ଚାକିରୀ ବଦଳରେ ଏମିତି ଧମକ ଦେବେ ବୋଲି। ମୁଁ ଦୀର୍ଘ ପାଞ୍ଚ ବର୍ଷ ହେବ କାର୍ଯ୍ୟ କରୁଛି ହେଲେ ହଟାତ ମୋ ସହିତ ଖରାପ ବ୍ୟବହାର କରାଯାଇଛି।

ମତେ ଜୋ-ର ଜବ-ରଦସ୍ତ ଧରି ମୋ ସହିତ ଖରାପ ବ୍ୟବହାର କଲେ ଯେତେ ନେହୁରା ହେଲି ସେମାନେ ଛାଡିଲେ ନାହିଁ। ମତେ ଗୋଟେ ରୁମକୁ ଡାକିଲେ ଆମ ହସ୍ପିଟାଲର ବଡ଼ ବଡ଼ ବାବୁ ମାନେ ଆଉ କହିଲେ ତୁମେ ଆମ ସହ ଶାରୀ-ରିକ ସ-ମ୍ପର୍କ ରଖ ନହେଲେ ତୁମ ଚାକିରୀ ଛକି ପଡିଯିବ। ସେମାନେ ଯାହା କହିଥିଲେ ସେଇଆ ହିଁ କଲେ। ମୋ ସହିତ ଦୁର୍ବ୍ୟବହାର କଲେ ଆଉ ଶେଷରେ ମତେ ଚାକିରିରୁ ବି ବସାଇ ଦେଲେ।

ବନ୍ଧୁଗଣ ଏଭଳି ଅଭି-ଯୋଗ ଆଣି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଜଣେ ଯୁବତୀ ଯିଏକି ସିଧାସଳଖ କହୁଛନ୍ତି କି ମୋ ଚାକିରୀ ବଦଳରେ ମେଡ଼ିକାଲର ବଡ଼ ବଡ଼ ବାବୁ ମାନେ କୁଆଡେ ତାଙ୍କୁ ବାଧ୍ୟ କରି କହୁଥିଲେ ଶାରୀ-ରିକ ସ-ମ୍ପର୍କ କରିବାକୁ। ଆଉ ଏହାର ବି-ରୋଧ କରିବାକୁ ତାଙ୍କୁ ଚାକିରିରୁ ବସାଇ ଦେଇଛନ୍ତି। ଏଭଳି ଅଭି-ଯୋଗ ଆସିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥା-ନା ଅଞ୍ଚଳରୁ ଯାଜପୁରର ଏକ କମ୍ପାନୀ ହସ୍ପିଟାଲରେ ଏହି ଯୁବତୀ ଜଣଙ୍କ କାର୍ଯ୍ୟରତ ଥିଲେ ହେଲେ ହଟାତ କାହିଁକି ଯୁବତୀଙ୍କ ବିରୋ-ଧରେ ଏପରି ଅଭି-ଯୋଗ ଆଣିଲେ ତାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଛି ତନା ଘନା ସେପଟେ ଯୁବତୀ ଜଣଙ୍କ ମୁହଁ ଖୋଲିବା ପରେ ସାରା ଅଞ୍ଚଳରେ ଏହି ଘ-ଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଯୁବତୀଙ୍କ କହିବା ମୁତାବକ ହସ୍ପିଟାଲର ଜେନେରାଲ ୱାର୍ଡରେ ମୁଁ କାର୍ଯ୍ୟ କରେ ସେହିଠାରେ ଭିଡିଓ କିପରି ଭାଇରାଲ ହେଲା ତାହା ମୁଁ ଜାଣି ନାହିଁ ହେଲେ ଅନ୍ଧାରରେ ବାଡ଼ି ବୁଲେଇବା ଭଳି ହସ୍ପିଟାଲର ବିଶ୍ଵଜିତ ଦେହୁରୀ ସାର କହିଲେ କି ତୁମେ ଭିଡିଓ ଭାଇରାଲ କରିଛ ମୁଁ ମନା କଲି ଅନେକ ଥର ବୁଝାଇବାକୁ ଚେଷ୍ଟା କଲି। ମୁଁ ଭିଡିଓ ଭାଇରାଲ କରି ନାହିଁ।

ଆଉ ଭିଡିଓ କିପରି ଭାଇରାଲ ହେଲା ତାହା ମଧ୍ୟ ମତେ ଜଣା ନାହିଁ। କେଉଁ ଭିଡିଓ ଭାଇରାଲ ହେଲା ଓ କିପରି ଭାଇରାଲ ତାହା ମଧ୍ୟ ମୁଁ ଜାଣିନି। ହେଲେ ମୁଁ ଏତେ ବୁଝେଇଲା ପରେ ବି ବିଶ୍ଵଜିତ ସାର କହିଲେ ତୋର ଓକାତ କଣ ତୁ କଣ ପାଇଁ ଭିଡିଓ ଭାଇରାଲ କଲୁ। ବିନା ଦୋ-ଷରେ ଏଠାରେ ମତେ ଦୋ-ଷୀ କରିବା ସହିତ ମୋ ଶରୀରକୁ ଛୁଇଁଲେ ବଡ଼ ବଡ଼ ବାବୁ ମାନେ।

ପର୍ସନାଲ ରୁମକୁ ଡାକି ମତେ ମୋ ଶରୀରର ବିଭିନ୍ନ ସ୍ଥାନରେ ହାତ ମା-ରିଲେ। ଆଉ ଏ କଥା କେଉଁଠି କହିଲେ ମୋ ଚାକିରିରୁ ମତେ ବାହାର କରିଦେବେ ବୋଲି ଧ-ମକ ବି ଦେଲେ ଶେଷରେ ମୁଁ ବାଧ୍ୟହୋଇ ସେମାନଙ୍କ ନାମରେ ଅଭି-ଯୋଗ କରିଛି। ମୁଁ ଚାହୁଁଛି ମତେ ନ୍ୟା-ୟ ମିଳୁ ଓ ଦୋ-ଷୀ ମାନଙ୍କ ଉପରେ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ। ଆଉ ମୋ ଚାକିରୀ ମତେ ଆଉ ଥରେ ମିଳୁ। ମୁଁ ପାଂଚ ବର୍ଷ ହେଲାଣି ଏହି ହସ୍ପିଟାଲରେ କାର୍ଯ୍ୟରତ ହଟାତ ଚାକିରୀ ଚାଲିଗଲେ ମୁଁ ରହିବି କେଉଁଠି ଆଉ ଚଲିବି କିପରି। ତେବେ ଏପରି ଅଭି-ଯୋଗ ଆଣି ଯୁବତୀ ମୁହଁ ଖୋଲିଥିବା ବେଳେ ଘଟ-ଣା କେତେ ସତ କେତେ ମିଛ ତାହା ପୋଲି-ସର ତଦ-ନ୍ତ ପରେ ଜଣା ପଡିବ।

Leave a Reply

Your email address will not be published. Required fields are marked *