ସ୍ତ୍ରୀ ନାଚିବା ପାଇଁ ସ୍ବାମୀକୁ ସବୁ ଦିନପାଇଁ ଅନ୍ଧ କରି ହାତ ଛାଡିଲା । ଏବେ ଗାଳି କରୁଛି… ।

ଅନ୍ଧ ସ୍ଵାମୀ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ ସାହାର୍ଯ୍ୟ ମାଗୁଛି ହେଲେ ସ୍ତ୍ରୀ ଅଭଦ୍ର ଭାଷାରେ ଜୀବନରୁ ମାରି ଦେବା ପାଇଁ ଅନ୍ଧ ସ୍ୱାମୀକୁ ଗାଳି ଦେଉଛି । ଘଟଣା ହିସାବରେ ସୁନ୍ଦରୀ ସ୍ତ୍ରୀ ନାଚୁଥିଲା ବୋଲି ସ୍ଵାମୀ ମନା କଲା । ହେଲେ ସ୍ତ୍ରୀ କଥା ନଶୁଣି ସ୍ୱାମୀର ମୁଣ୍ଡ ପଛପଟକୁ ପିଟି ଦେଲା ଆଉ ସ୍ଵାମୀ ସବୁଦିନ ପାଇଁ ଅନ୍ଧ ହୋଇଗଲା । ଆଉ ସ୍ୱାମୀକୁ ଏମିତି ଅବସ୍ଥାରେ ଛାଡ଼ି ଦେଇ ପୁଣି ନାଚିବାକୁ ଚାଲିଗଲା ସ୍ତ୍ରୀ ।

ହେଲେ ସ୍ଵାମୀ ଏବେ ଭିକ ମାଗି ମାଗି ଜୀବନ ବଞ୍ଚୁଛି । ଆଉ ଯେତେବେଳେ କାନ୍ଦି ଖବରରେ କହିଲେ ତାଙ୍କ ସ୍ତ୍ରୀ ତାଙ୍କ ସହିତ ଏମିତି କରିଛି ବୋଲି ତାଙ୍କୁ ସାହାର୍ଯ୍ୟ ଟିକେ ଭି କରୁନି । ତାପରେ ସ୍ତ୍ରୀ ରାଗିଯାଇ ଏଭଳି ୨ ମିନିଟ୍ ର ଭିଡ଼ିଓ ଛାଡ଼ି ସ୍ୱାମୀକୁ କେବଳ ଗାଳି କରିଛି । ଆଉ କହିଛି ଅନ୍ଧ ସ୍ୱାମୀକୁ ତା ଗାଁକୁ ଆସି ଗୁଳି କରିଦେବ । ତା ପରିବାରକୁ ସଫା କରିଦେବ ।

ହଁ ଆଜ୍ଞା ସ୍ଵାମୀ ଅନ୍ଧ ହେବା ପରେ ବ୍ୟାଗ୍ ଧରି ଭିକାରୀଙ୍କ ପରି ବୁଲି ବୁଲି ଭିକ ମାଗି ପରିବାରକୁ ପୋଷୁଛି । ଆଖିରୁ ଲୁହ ଆସିଯାଉଛି ଏହି ଘଟଣାକୁ ଶୁଣିଲା ଆଉ ଦେଖିଲା ବେଳକୁ । କିନ୍ତୁ ସ୍ତ୍ରୀର ମନ ବିଲକୁଲ ତରଳୁ ନାହିଁ । ଭିଡ଼ିଓ ମାଧ୍ଯମରେ ଦମ୍ଭ ସ୍ଵରରେ ଅନେକ ଗାଳି ଗୁଲଜ କରୁଛି କେବଳ ସେତିକି ନୁହେଁ ଆହୁରି ମଧ୍ୟ କହୁଛି ଜୀବନରୁ ମାରିଦେବ । ତେବେ ଏମିତି ସୁନ୍ଦରୀ ସ୍ତ୍ରୀକୁ ବାହା ହୋଇ ଆଜି ଯେମିତି ହନ୍ତସନ୍ତ ହେଉଛି ବିଚରା ସ୍ଵାମୀ ।

ସ୍ଵାମୀ ପୂର୍ବରୁ ଜାଣିଥିଲା ସ୍ତ୍ରୀ ଏନଜିଓ ରେ କାମ କରୁଛି କିନ୍ତୁ ବିବାହ ପରେ ଜଣା ପଡ଼ିଥିଲା ସ୍ତ୍ରୀ ଡ୍ୟାନ୍ସ କରେ ସେ ଗୋଟେ ନାଚବାଲି । ଆଉ ସ୍ତ୍ରୀ ଅବାଟକୁ ଚାଲି ଯାଉଥିଲା ବୋଲି ସ୍ଵାମୀ ବିରୋଧ କଲା । ହେଲେ ସ୍ତ୍ରୀ ଓଲଟା ସ୍ଵାମୀ ମୁଣ୍ଡକୁ ପିଟି ଅନ୍ଧ କରିଦେଇ ଛାଡ଼ି ଚାଲିଗଲା ସ୍ତ୍ରୀ । ଆଉ ଏବେ ପୁଣିଥରେ ଖବର ପ୍ରକାଶ ପରେ ସ୍ଵାମୀକୁ ହତ୍ୟାର ଧମକ ଦେଇ ଗାଳି କରୁଛି ସ୍ତ୍ରୀ । ଦୁହିଁଙ୍କ ମଧ୍ୟ ୪ ବର୍ଷର ପୁଅ ଅଛି । ଏବେ ସେ ବଡ଼ ହୋଇ ପାଠ ପଢିବାକୁ ଗଲାଣି କିନ୍ତୁ ଅର୍ଥ ବାଧକ ସାଜିଛି । ତାକୁ କିଭଳି ବଡ଼ କରିବେ ପାଠ ପଢେଇବେ ଭବିଷ୍ୟତ କଣ ହେବ ତାକୁ ନେଇ ବାପା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।

Leave a Reply

Your email address will not be published. Required fields are marked *