ଖୋଲିଲା ବଡ ଗୁମର , ସିବିଆଇ ହାତରେ ଲାଗିଲା ଟ୍ରେନ ଦୁର୍ଘ-ଟଣା ପଛର ପ୍ରକୃତ କାରଣ

ଆଜିକୁ ବିତି ଗଲାଣି ୧୦ ଦିନ । ତଥାପି କାହା ଆଖିରୁ ଶୁଖି ନାହିଁ ଲୁହ । ଆଜି ବି ବାହୁନି ବାହୁନି କା-ନ୍ଦୁଛନ୍ତି ପରିବାର । ରେଳ ଦୁର୍ଘ-ଟଣାରେ ଚାଲି ଯାଇଥିବା ଶହ ଶହ ଲୋକଙ୍କ ପରିବାର ବର୍ଗ ଆଜି ବି ଅନାଇ ବସିଛନ୍ତି ଆମ ଲୋକ କୁଆଡେ ଫେରି ଆସିବେ । କିନ୍ତୁ ସେମାନେ ଜାଣିଛନ୍ତି ଯିଏ ଥରେ ଏ ଧରାପୃଷ୍ଠକୁ ଛାଡି ଚାଲିଯାଏ , ସେ ଆଉ କେବେ ଫେରି ଆସେ ନାହିଁ । ତଥାପି ମନ କହୁଛି କାଳେ ଫେରି ଆସନ୍ତେ କି , ତାଙ୍କୁ ଟିକିଏ ଛାତିରେ ଲଗାଇ ଗେହ୍ଲ କରି ନିଅନ୍ତି । ଆଉ କେବେ ବି ପାଖରୁ ଛାଡନ୍ତି ନାହିଁ।

ଏହି ବିଶାଳ ରେଳ ଦୁର୍ଘ-ଟଣାରେ ଯିଏ ନିଜର ଆତ୍ମୀୟ ମାନଙ୍କୁ ହରାଇଛନ୍ତି , ତାଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ । ସତରେ କଣ ଆଉ ମୋ ସ୍ଵାମୀ , କି ବାପା କି ମାଆ ଆଉ ଫେରିବେ ନାହିଁ । ଅନେକ ଲୋକ ନିଜର ନିକଟତର ଲୋକଙ୍କୁ ହରାଇ ଦେଲେ ।ଆଉ ସେମାନଙ୍କୁ ଶେଷରେ ସରକାରଙ୍କ ତରଫରୁ ମିଳିଲା ୫ ଲକ୍ଷ ଟଙ୍କା । ଅନେକ ଲୋକ ପଚାରୁଛନ୍ତି ଆମେ ଏ ଟଙ୍କା ନେଇ କଣ କରିବୁ , ଆମ ଲୋକ କଣ ଆଉ ଫେରି ଆସିବେ । ଏ ଟଙ୍କା କଣ ଆମ ମଣିଷର ଜୀବନ ଫେରାଇ ଦେଇ ପାରିବ ।ଏମିତି କହି ଲୋକେ ମୁଣ୍ଡ ବାଡେଇ ବାଡେଇ କାନ୍ଦି-ବାରେ ଲାଗିଛନ୍ତି ।

ତେବେ ଏହାରି ମଧ୍ୟରେ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହି ବାହାନଗା ରେଳ ଦୁର୍ଘ-ଟଣାରେ ତ-ଦନ୍ତ ଦାୟିତ୍ଵ ହାତକୁ ନେଇଥିଲା ସିବିଆଇ । କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଅଘ-ଟଣ ଘଟିଗଲା , ତାହାର ଯାଞ୍ଚ କରିବା ପାଇଁ ସିବିଆଇ ଅଣ୍ଟା ଭିଡ଼ିଥିଲା। ଆଉ ବର୍ତ୍ତମାନ ତା ହାତରେ ଲାଗିଛି ବଡ ପ୍ରମାଣ । ଏହାରି ମଧ୍ୟରେ ଜୋରଦାର ତ-ଦନ୍ତ ଚାଲିଥିବା ବେଳେ ସିବିଆଇ ଟିମ ୩ ଜଣ ରେଳ କର୍ମଚାରୀଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚ-ରାଉ-ଚରା କରୁଥିବା ସୂଚନା ମିଳିଛି । ଆଉ ପ୍ରାଥମିକ ସୁତ୍ରରୁ ହୋଇଛି ଏକ ବଡ ଖୋଲାସା , ଯାହା ଆପଣଙ୍କୁ ଡରାଇ ଦେବ ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘ-ଟଣା ଘଟିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ଜୁନ ୨ ତାରିଖ ସକାଳେ ବାହାନଗା ବଜାର ଷ୍ଟେସନରେ ଆସିଷ୍ଟାଣ୍ଟ ଷ୍ଟେ-ସନ ମାଷ୍ଟର ଏହି ତ୍ରୁ-ଟି ବିଷୟରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ପରେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଟେକ୍ନିସିଆନଙ୍କୁ ଡାକିଥିଲେ । ହେଲେ ସେ ଆସିବାକୁ ବିଳମ୍ବ କରିବାରୁ ସିଗନାଲ ବ୍ୟବସ୍ଥା ଠିକ୍ କରିବାକୁ କହିଥିଲେ । ଦିନ ପ୍ରାୟ ୧୧ଟା ବେଳେକୁ ଟେକ୍ନିସିଆନ ସିଗନାଲ ବ୍ୟବସ୍ଥାକୁ ଠିକ୍ କରି ଦେଇଥିଲେ ।କିନ୍ତୁ ପରେ ଏହାକୁ ଆଉ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଆଉ ଯାଞ୍ଚ କରି ନଥିଲେ । ଯାହା ଫଳରେ ଏତେ ବଡ ଅଘ-ଟଣ ଘଟି ଗଲା ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *