ଉପନିର୍ବାଚନ ବେଳେ ଥିଲା ନବଙ୍କ ଉପରେ ରା-ଗ ..ଠିକଣା ସମୟ ଦେଖି ଫୁଟାଇଲା ଗୁ-ଳି

ଶେଷରେ ନବ ଦାସଙ୍କ ହ-ତ୍ୟାକା-ରୀ ଅଭି-ଯୁକ୍ତ ଗୋପାଳ ମୁହଁ ଖୋଲିଛି । କାହିଁକି କଣ ପାଇଁ ମା-ରିଥିଲା ତାହା ଗୋପାଳ ଖୋଲି କହିଛି । ଯେପରି ଆପଣ ମାନେ ସମସ୍ତେ ଜାଣିଥିବେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପ୍ରଭାବଶାଳୀ ନେତା ନବ କିଶୋର ଦାସଙ୍କ ହ-ତ୍ୟା ହେଲା ଏହା ସତ୍ୟ ଗୋପାଳ ସର୍ବ ସମ୍ମୁଖରେ ନବ ଦାସଙ୍କୁ ହ-ତ୍ୟା କଲା ଏହା ମଧ୍ୟ ସତ୍ୟ ହେଲେ ଏତେ ଦିନ ହେଲାଣି ଲୋକେ ଏ କଥା ଜାଣିବାକୁ ଚାହୁଁଛନ୍ତି କି କାହିଁକି ଆଉ କଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହ-ତ୍ୟା କରିଲା ।

ଏହା ପଛରେ କଣ ଥାଇପାରେ କାରଣ । ଏବେ କୁଆଡେ ସେହି କାରଣ ସାମ୍ନାକୁ ଆସିଛି ହଁ ଏବେ କୁଆଡେ ସେହି ସତ ସର୍ଵ ସମ୍ମୁଖକୁ ଆସିଛି ଆଉ ସେହି ସତ କଣ ତାହା ଆସନ୍ତୁ ନଜର ପକାଇବା । ନବ ଦାସଙ୍କୁ ସର୍ବ ସମ୍ମୁଖରେ ହ-ତ୍ୟା କରିଥିଲା ଗୋପାଳ ହେଲେ ଏହାକୁ କିନ୍ତୁ ପ୍ରମାଣ କରିବା ପାଇଁ କ୍ରାଇମବ୍ରାଞ୍ଚ ଘଟ-ଣାକୁ ଗୁରୁ-ତର ସହ ନେଇ ଘାଣ୍ଟିବାରେ ଲାଗିଛି । ଆଉ କ୍ରାଇମବ୍ରାଞ୍ଚ ଏହି ଘଟ-ଣାକୁ ଘାଣ୍ଟୁଥିବା ବେଳେ ଗୋପାଳ କାହିଁକି ମା-ରିଥିଲା ନବ ଦାସଙ୍କୁ ଏହି ପ୍ରଶ୍ନ ଉପରେ ହୁଏତ ପୂର୍ଣ୍ଣଛେଦ ପଡିପାରେ

କୁହାଯାଉଛି କି ଦିନେ ଉପନିର୍ବାଚନ ସମୟରେ ନବ ଦାସଙ୍କ ସମର୍ଥକ ମାନେ ଏକ ଗାଡ଼ିରେ କେଉଁ ଆଡେ ଯାଉଥିଲେ । ଯେଉଁ ଗାଡ଼ିରେ ନବ ଦାସଙ୍କ ସମର୍ଥକ ମାନେ ଥିଲେ ସେହି ଗାଡିକୁ ଅଟକାଇ ଦେଇଥିଲେ ଗୋପାଳ ଦାସ । କାରଣ ଗୋପାଳର ସେହି ସମୟରେ ଡିୟୁଟି ପଡିଥିଲା । ଏହା ପରେ ନବ ଦାସଙ୍କ ସମର୍ଥକଙ୍କ ସହିତ ଗୋପାଳ ଦାସଙ୍କର ଯୁ-କ୍ତିତ-ର୍କ ଆଉ ପା-ଟି ତୁ-ଣ୍ଡ ହୋଇଥିଲା ।

ଆଉ ଏହି ସମୟରେ ଗୋପାଳ ରା-ଗରେ ନି-ଆଁ ହୋଇଯାଇଥିଲା କାରଣ ଗୋପାଳ ଥିଲା ପୋ-ଲିସ ବାବୁ । ଆଉ ଗୋପାଳ କୁଆଡେ ଥିଲା ସଚୋଟ ପୋ-ଲିସ ଅଫିସର । ନିର୍ବାଚନ ମାନେ ସମସ୍ତଙ୍କ ପାଇଁ ସମାନ । ତେଣୁ ଗୋପାଳ କହିଥିଲା ମୋର ଯାହା ଡିୟୁଟି ଅଛି ତାହା ମୁଁ କରିବି ତୁମେ ମନ୍ତ୍ରୀଙ୍କ ଲୋକ ହୁଅ କିମ୍ବା ବିଧାୟକଙ୍କ ଲୋକ ହୁଅ ହେଲେ ମୁଁ ତୁମକୁ ଛାଡ଼ିବି ନାହିଁ । ମୁଁ ତୁମ ଗାଡି ଚେକ କରିବି ମାନେ କରିବି । ଏମିତି କହି ଗୋପାଳ ଦାସ ନବ ଦାସଙ୍କ ଗାଡି ଚେକ କରାଇ ଥିଲା ।

ଏହା ପରେ ଏହି ଖବର ପହଞ୍ଚି ଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପାଖରେ । ଆଉ ଖବର ପାଇ ନବ ଦାସ କୁଆଡେ ସିଦ୍ଧା ଆସି ପହଞ୍ଚିଥିଲେ ଗୋପାଳ ଦାସଙ୍କ ପାଖକୁ । ଏହା ଆମେ ନୁହେଁ ଏହା ଲୋକେ କହୁଛନ୍ତି ଏହା ଲୋକେ ଆଲୋଚନା କରୁଛନ୍ତି । ଆଉ ଏହା ପରେ ନବ ଦାସ ଗୋପାଳ ଦାସଙ୍କୁ ସାଙ୍ଘା-ତିକ ଟିୟୁସନ କରିଥିଲେ । ନବ ଦାସ ଗୋପାଳ ଦାସଙ୍କୁ କୁଆଡେ ଅନେକ କଥା କହିଥିଲେ । ସେବେଠାରୁ ଗୋପାଳ ଦାସଙ୍କ ରା-ଗ କୁଆଡେ ଚରମ ସୀମାରେ ପହଞ୍ଚି ଯାଇଥିଲା ।

ଆଉ ଗୋପାଳ ରା-ଗରେ ସର୍ବ ସମ୍ମୁଖରେ କହିଥିଲା ମୁଁ ତୁମକୁ ଉଡାଇ ଦେବି । ଟିକେ ସୁବିଧା ମିଳିଲେ ସିଧା ମୁଣ୍ଡକୁ ଅନାଇ ଗୁ-ଳି କରିଦେବି । ଆଉ ସତକୁ ସତ ଗୋପାଳ ନବ ଦାସଙ୍କ ଛାତିକୁ ଗୁ-ଳି କରି ନବ ଦାସଙ୍କ ଜୀବନ ନେଇଗଲା । ଏ କଥା ଆମେ ନୁହେଁ ଏହା ଏବେ ଲୋକେ ଆଲୋଚନା କରୁଛନ୍ତି । ଆଉ ଗୋପାଳ ନବ ଦାସଙ୍କ ଜୀବନ ନେବା ପଛରେ ଏହି କାରଣ ଥାଇ ପାରେ ବୋଲି ମଧ୍ୟ କହୁଛନ୍ତି ।

କାରଣ ସେ ଦିନ ଗୋପାଳ ଯାହା କହିଥିଲା । ଗୋପାଳ ତାହା ହିଁ କଲା । ତିନି ଥର କୁଆଡେ ନବ ଦାସଙ୍କ ଜୀବନ ନେବା ପାଇଁ ଚେଷ୍ଟା କରି ଶେଷରେ ଗୋପାଳ ସଫଳ ହେଲା । ଆଉ ଗୋପାଳ ସେ ଦିନର ରା-ଗକୁ ଭୁଲି ନପାରି ନେଇଯାଇଥିଲା ନବ ଦାସଙ୍କ ଜୀବନ। ଗୋପାଳ ସବୁବେଳେ ସମୟ ସୁବିଧାକୁ ଖୋଜି ହେଉଥିଲା ଆଉ ଯେତେବେଳେ ଗୋପାଳ ସମୟ ସୁବିଧା ପାଇଲା ସେତେବେଳେ ଗୋପାଳ ଆଉ ସୁଯୋଗକୁ ହାତ ଛଡା କଲା ନାହିଁ । ହେଲେ ବନ୍ଧୁଗଣ ଏମିତି କିଛି ଚର୍ଚ୍ଚା ହେଉଥିଲା ବେଳେ ଏହା ପଛର ପ୍ରକୃତ କାରଣ କେବଳ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ବେଶ ଭଲ ଭାବରେ ଜଣା ଥିବ । ତ-ଦନ୍ତ ଶେଷରେ କ୍ରାଇମବ୍ରାଞ୍ଚ ଅଧିକାରୀ ହିଁ କହି ପାରିବେ ଏହା କେତେ ସତ ଆଉ କେତେ ମି-ଛ ।

Leave a Reply

Your email address will not be published. Required fields are marked *