ମହିଳାଙ୍କୁ ମା-ରିଦେଲା କିନ୍ନର..ଜଗତପୁର ଟ୍ରକ୍ ଟର୍ମିନାଲରେ ନେଇଥିଲେ ଜୀବନ… ଅଭି-ଯୁକ୍ତ ଗି-ରଫ..

ସମାଜରେ କିନ୍ନର ମାନଙ୍କର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ସମସ୍ତେ ତାଙ୍କୁ ଅନେକ ସମ୍ମାନ କରିଥାନ୍ତି ଆଉ ତାଙ୍କ କଥା ମଧ୍ୟ ମାନି ଥାଆନ୍ତି । ସେମାନଙ୍କ ଆଶୀର୍ବାଦ ପାଇବା ଭଲ ବୋଲି ସମସ୍ତେ ନିଜ ଘରେ ଶୁଭ କାମ ହେଲେ ନିଜ ଘରକୁ ମଧ୍ୟ ଡ଼ାକି ଥାନ୍ତି ଆଉ ଖାଇବାକୁ ଦେଇଥାନ୍ତି । ଆଉ ସେମାନେ ଫେରିବା ପରେ ଆଶୀର୍ବାଦ ଦେଇ ଯାଇଥାନ୍ତି , ଯାହା ଫଳରେ ଜୀବନ ସୁଗମ ହୋଇଥାଏ ।

ତେବେ ଆମ ସମାଜରେ ସେମାନଙ୍କର ଏକ ଅଲଗା ସ୍ଥାନ ରହିଥାଏ , ଯାହାକୁ ଆଉ କେହି ନେଇପାରିବେ ନାହିଁ । ଆପଣ ସମସ୍ତେ ଜାଣିଥିବେ କି , ଟ୍ରେନରେ କିନ୍ନର ମାନଙ୍କର ଘର ହୋଇଥାଏ । ସେମାନେ ଟ୍ରେନରେ ବୁଲି ବୁଲି ମାଗି ଥାଆନ୍ତି ଆଉ ଲୋକେ ମଧ୍ୟ ତାଙ୍କୁ ଖୁସି ଖୁସିରେ ଦେଇ ଦେଇଥାନ୍ତି । ତେବେ କୁହାଯାଏ ସେମାନେ କାହାର କିଛି ଅସୁବିଧା କରନ୍ତି ନାହିଁ ।

ସେମାନେ ବାସ୍ ଟଙ୍କା ନେଇ ଯାଇଥାନ୍ତି ଆଉ ଆଶୀର୍ବାଦ କରି ଚାଲି ଯାଇଥାନ୍ତି । ତେବେ ଆମ ସମାଜରେ ତାଙ୍କୁ ଏତେ ଉଚ୍ଚ ଜାଗାରେ ରଖା ଯାଇଥିବା ବେଳେ ଏପରି କିଛି କିନ୍ନର ଅଛନ୍ତି , ଯେଉଁ ମାନଙ୍କ ପାଇଁ ସବୁକିଛି ଓଲଟା ପାଲଟା ହୋଇଯାଏ । ଯେଉଁ ମାନଙ୍କ ପାଇଁ ସେମାନଙ୍କ କିନ୍ନର ସମାଜର ନାମ ତଳକୁ ପଡ଼ି ଯାଇଥାଏ । ତେବେ ଏପରି କିଛି କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଲୋମ ଟା-ଙ୍କୁରି ଉଠିବ ।

ଆପଣ ବିଶ୍ୱାସ କରିପାରିବେ ନାହିଁ କି , ଜଣେ କିନ୍ନର ଏପରି ବି କାମ କରିପାରନ୍ତି । ଆଉ ଯେଉଁଥି ପାଇଁ ସେ ବର୍ତ୍ତମାନ ସମୟରେ ଜେ-ଲ ମଧ୍ୟ ଯାଇଛନ୍ତି । ଲୋକେ ଏପରି କା-ଣ୍ଡ ବିଷୟରେ ଶୁଣିବା ପରେ ଛି ଛି କରିବା ଆରମ୍ଭ କରି ଦେଇଛନ୍ତି ଆଉ ତାଙ୍କୁ ନେଇ ଅନେକ ସମାଲୋଚନା କରିବାରେ ଲାଗିଛନ୍ତି ।

ତେବେ ଏପରି ଏକ ଘ-ଟଣା ଘ-ଟିଛି , କଟକ ଜିଲ୍ଲାରେ । କଟକ ଜିଲ୍ଲା ଜଗତପୁର ଟ୍ରକ୍ ଟର୍ମିନାଲ୍ ଅଞ୍ଚଳରେ ଜଣେ ମହିଳାଙ୍କ ଜୀବନ ନେଇ ଯାଇଛନ୍ତି ଜଣେ କିନ୍ନର । ଆଉ ଦୀର୍ଘ ଦିନ ପରେ ସେହି କିନ୍ନର ଜଣଙ୍କୁ ପୋ-ଲିସ ଗି-ରଫ କରି ନେଇଛି । ତେବେ ପୋ-ଲିସ ଏବଂ ତାର ଟିମ୍ ଅନେକ ଦିନ ହେବ ଏହି ତଦନ୍ତ ପ୍ରକ୍ରିୟାରେ ଜାରି ରହିଥିଲେ ଆଉ ତାପରେ ବର୍ତ୍ତମାନ ସମୟରେ ଅଭି-ଯୁକ୍ତ କିନ୍ନର ପୋ-ଲିସ ହାତରେ ଧରା ପଡିଯାଇଛନ୍ତି ଆଉ ପୋ-ଲିସ ତାଙ୍କୁ ଗି-ରଫ କରି ଆଣିଛି ।

ତେବେ ଏହା ପୂର୍ବରୁ କହି ରଖୁଛୁ କି , ଏପର୍ଯ୍ୟନ୍ତ ଘଟ-ଣାର ପ୍ରକୃତ କାରଣ ଜଣା ପଡି ନାହିଁ । ପୋ-ଲିସ ଏହାର କାରଣ ଜାଣିବା ପାଇଁ ଚେଷ୍ଟା ଚଳାଇଛି । ଏପରି କଣ ହୋଇଗଲା ଯେ , ଜଣେ କିନ୍ନର ଜଣେ ମହିଳାଙ୍କ ଜୀବନ ନେବାକୁ ମଧ୍ୟ ପଛାଇଲେ ନାହିଁ । ଆଉ ଶେଷରେ ତାଙ୍କୁ ମା-ରି ପକାଇ ଦେଲେ ।

ସୂଚନା ଅନୁଯାୟୀ , ଜଣାପଡିଛି କି ଦୀର୍ଘ ଦିନ ହେବ ମହିଳା ଆଉ କିନ୍ନର ଜଣକ ମଧ୍ୟରେ ବ୍ୟକ୍ତିଗତ ସମ୍ପ-ର୍କକୁ ନେଇ କିଛି ମତଭେଦ ଦେଖା ଦେଇଥିଲା । ଆଉ ଯାହାପରେ ତି-କ୍ତତା ବଢି ବଢି ଚାଲିଥିଲା । ଆଉ ଶେଷରେ କିନ୍ନର ଜଣଙ୍କ ମହିଳାଙ୍କ ଜୀବନ ନେଇ ଯିବା ପାଇଁ ଯୋଜନା କରିଥିଲେ । ଏପରିକି ଯୋଜନା ଅନୁଯାୟୀ , ଟ୍ରକ୍ ଟର୍ମିନାଲ୍ ଅଞ୍ଚଳରେ ମହିଳାଙ୍କୁ ଏକୁଟିଆ ପାଇ ଯାଇ ତାଙ୍କୁ ତାଙ୍କ ଶାଢ଼ୀ କାନିରେ ପ୍ରଥମେ ଆ-ଘାତ ଦେଇଥିଲେ ।

ଆଉ ତାପରେ ବେକ ଚି-ପି ଦେଇ ହ-ତ୍ୟା କରି ଫୋପାଡ଼ି ଦେଇ ଚାଲି ଯାଇଥିଲେ । ତେବେ ଶେଷରେ ଘଟ-ଣାର ଅନେକ ତ-ଦନ୍ତ କରିବା ପରେ ପୋ-ଲିସ ହାତରେ ଅଭି-ଯୁକ୍ତ କିନ୍ନର ଲାଗି ଯାଇଛି ଆଉ ବର୍ତ୍ତମାନ ପୋ-ଲିସ ତାଙ୍କୁ ପଚ-ରା ଉ-ଚରା କରିବା ସହିତ କାହିଁକି ସେ ଏପରି କଲେ , ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି

Leave a Reply

Your email address will not be published. Required fields are marked *