ହସ୍ପିଟାଲ ବେଡ଼ରେ ରହି ଏପରି କହିଲେ,ମୁଁ ମ-ରିଯିବି ପଛେ ମୋ ନାଁ ରେ ଭିକ ମାଗି ବଦ-ନାମ କରନି

ଦୀର୍ଘ ଦିନ ଧରି ଜୀବନ ଆଉ ମରଣ ସହିତ ସଂ-ଘର୍ଷ କରିବାରେ ଲାଗିଛନ୍ତି ଓଲିଉଡ଼ ଜଗତର ଜଣେ ପ୍ରସିଦ୍ଧ ଅଭିନେତା ପିଣ୍ଟୁ ନନ୍ଦ । ଯାହାଙ୍କର ଓଡ଼ିଶାରେ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଯାହାଙ୍କ ଅଭିନୟ ଦେଖିବା ପାଇଁ ସମସ୍ତେ ପାଗଳ ଆଉ ଯାହାଙ୍କୁ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରି ନେଇଥାଏ ।

ଆଜି ଯାଏଁ ସମସ୍ତେ ତାଙ୍କୁ ଆଉ ତାଙ୍କ ଅଭିନୟକୁ ଭଲ ପାଉଛନ୍ତି ଆଉ ଆଗକୁ ମଧ୍ୟ ଦର୍ଶକ ମାନଙ୍କ ମନରେ ଅନେକ ଆଶା ଆଉ ଉଦ୍ଦୀପନା ରହିଛି କି , ଆଗକୁ ସେମାନେ ତାଙ୍କର ଅଭିନୟ ଦେଖିବେ । ଆଗରୁ ପୁଣିଥରେ ଯେମିତି ଅଭିନେତା ଲୋକଙ୍କୁ ହସାଇ ଆଉ କ-ନ୍ଦାଇ ଆସୁଥିଲେ ଆଗକୁ ମଧ୍ୟ ସେମିତି ହସାଇ ଆଉ କ-ନ୍ଦାଇ ଆସିବେ ବୋଲି ସମସ୍ତଙ୍କ ମନରେ ଅନେକ ଆଶା ରହିଛି । ତେବେ ଏହାରି ମଧ୍ୟରେ ଗୋଟିଏ କଥା ଆପଣ ଜାଣି ସାରିଥିବେ ।

ଆଉ ସେହି କଥାଟି ହେଉଛି ଲିଭର୍ ସିରୋସିସ ନାମକ ଏକ ରୋଗ ତାଙ୍କୁ ଆ-କ୍ରାନ୍ତ କରିଛି । ସେଥିପାଇଁ ସେ ହସ୍ପିଟାଲ ବେଡ୍ ରେ ଅଛନ୍ତି । ତାଙ୍କର ଲିଭର ଟ୍ରାଂଶପ୍ଲାଣ୍ଟସନ୍ ହେବ ବୋଲି ଶୁଣିବାକୁ ମିଳି ଥିଲା ଆଉ ସେଥିପାଇଁ ତାଙ୍କୁ ଅନେକ ଟଙ୍କା ଦରକାର୍ ବୋଲି ସେ ଓଡ଼ିଶାର ଅଗଣିତ ଜନସାଧାରଣଙ୍କୁ ଜଣାଇ ଥିଲେ । କାହିଁକି ନା ଲକ୍ଷେ ଦୁଇ ଲକ୍ଷ ଟଙ୍କା ନୁହେଁ , ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ସେ ଜଣାଇ ଥିଲେ ।

ଆଉ ଏହି କଥା ଶୁଣିବା ପରେ ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେ ତାଙ୍କର ସମ୍ପ-ର୍କୀୟ ହୁଅନ୍ତୁ କି , ଫିଲ୍ମ ଜଗତର ତାରକା କି ଜନ ସାଧାରଣ ମାନେ ହୁଅନ୍ତୁ , ସମସ୍ତେ ତାଙ୍କୁ କିଛି ନା କିଛି ଟଙ୍କା ସାହାଯ୍ୟ କରିଥିଲେ । ଆଉ ଏହାରି ମଧ୍ୟରେ କିଛି ଲୋକ ତାଙ୍କୁ ଠକିବା ସହିତ ଆଉ କିଛି ଲୋକ ତାଙ୍କ ନାମରେ ଭିକ ମାଗିବାକୁ ମଧ୍ୟ ପଛାଇ ନଥିଲେ ।

ଅନେକ କଳାକାରଙ୍କୁ ତାଙ୍କ ପାଇଁ ଭିକ ମାଗି ଥିବାର ଦେଖା ଯାଇଥିଲେ ଆଉ ଯାହା ତାଙ୍କୁ ଅତ୍ୟନ୍ତ ଖରାପ ଲାଗିଥିଲା । ତେବେ ନିଜର କଷ୍ଟ ଆଉ ଯ-ନ୍ତ୍ରଣା ଆଗରେ ଏତେ ସବୁ ପ୍ରହସନ ଦେଖି ପୁରାପୁରି ବି-ରକ୍ତ ହୋଇ ଯାଇଥିଲେ ଆଉ ଏହା ତାଙ୍କୁ ଆହୁରି କଷ୍ଟ ଦେଇଥିଲା । ତେଣୁ ବର୍ତ୍ତମାନ ଏହି ବାବ-ଦରେ ସେ ମୁଁହ ଖୋଲିଛନ୍ତି । ତେବେ ଗଣମାଧ୍ୟମ ରି-ପୋର୍ଟ ଅନୁଯାୟୀ ଶୁଣିବାକୁ ମିଳିଛି କି , ସେ ବର୍ତ୍ତମାନ ଏହି କଥା ନେଇ ମୁଁହ ଖୋଲିଛନ୍ତି ।

ତେବେ ଏ ବାବ-ଦରେ ସେ କହିଛନ୍ତି କି , ତାଙ୍କୁ ନେଇ ଏତେ ଲୋକ ଦେଖାଣୀଆ କାମ କରନ୍ତୁ ନାହିଁ । ବରଂ ସେ ମରିଯିବେ କିନ୍ତୁ ଏପରି କା-ଣ୍ଡ ସେ ଦେଖିପାରିବେ ନାହିଁ । ତାଙ୍କୁ ନେଇ ଏପରି କାମ କରନ୍ତୁ ନାହିଁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆଉ ଆଗକୁ ମଧ୍ୟ ଏପରି ସେ ଯେପରି ନ ଦେଖନ୍ତୁ ବୋଲି କହିଛନ୍ତି ।

ଅନ୍ୟ ପକ୍ଷରେ ସାହାଯ୍ୟ କରିବା କଥା ଉପରେ ସେ କହିଛନ୍ତି କି , ଯଦି କେହି ତାଙ୍କୁ ସାହାଯ୍ୟ କରିବେ , ସେମାନେ ହେଉଛନ୍ତି ତାଙ୍କ ନିଜର ଲୋକ ଆଉ ତାଙ୍କ କଳାକାର ବନ୍ଧୁ ମାନେ । ଆଉ କାହା ଠାରୁ ସେ ଟଙ୍କା ରଖିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି । ତେବେ ହସ୍ପିଟାଲ ବେଡ୍ ରୁ ତାଙ୍କର ଏହି କରୁଣ କଥା ଆଉ କାଶୀ କାଶୀ କହୁଥିବା କଥା ଶୁଣି ଲୋକଙ୍କ ଆଖିରେ ଲୁ-ହ ଆସି ଯାଇଛି ।

କାହିଁକି ଲୋକ ମାନେ ଏପରି କାମ କରୁଛନ୍ତି ଆଉ ଏପରି ପ୍ରହସନ କରୁଛନ୍ତି , ଯେଉଁଥି ପାଇଁ ବର୍ତ୍ତମାନ ସମୟରେ ଜଣେ ନିରୀହ କଳାକାର ଏତେ କ-ଷ୍ଟ ପାଇବାରେ ଲାଗିଛନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଆଉ ଚାରିଆଡ଼େ ଏହାକୁ ନେଇ ଆଲୋଚନା ହେବାରେ ଲାଗିଛି । ଜଣେ କଳାକାର ଦିନ ଥିଲା ସମସ୍ତଙ୍କୁ ହସାଇବାରେ ଲାଗିଥିଲେ , ଆଜି ସେ ନିଜେ କା-ନ୍ଦିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *