ନବବିବାହିତା ବୋହୂର ଆ-ତ୍ମହ-ତ୍ୟା , ଶଶୁର କହିଲେ ବୋହୂର ଅନ୍ୟ ସହ ଥିଲା ସ-ମ୍ପର୍କ

ପ୍ରତିଦିନ ସାମ୍ନାକୁ ଅନେକ ଖବର ଆସୁଛି , ଯାହା ମଧ୍ୟରେ ନବ ବଧୂ ଆ-ତ୍ମହ-ତ୍ୟା ମାମ-ଲା ଅଧିକ ସାମିଲ ରହିଛି । କେଉଁଠି ନା କେଉଁଠି ଯୌ-ତୁକ ପାଇଁ ନବ ବିବାହିତା ମହିଳା ମାନଙ୍କୁ ଅ-ତ୍ୟାଚା-ର କରାଯାଉଛି ଆଉ ଫଳସ୍ୱରୁପ ସେମାନେ ବାଧ୍ୟ ହୋଇ ଆତ୍ମହତ୍ୟା କରି ଦେଉଥିବା ଅନେକ ଘ-ଟଣା ସାମ୍ନାକୁ ଆସୁଛି । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଅଭା-ବନୀୟ ଘ-ଟଣା ବିଷୟରେ ଶୁଣିବାକୁ ମିଳିଛି ଆଉ ଯାହା ଘଟି ଯାଇଛି ରାଜଧାନୀ ଭୁବନେଶ୍ୱରରେ । ଆଉ ବୋହୂର ଆ-ତ୍ମହ-ତ୍ୟା ପରେ ଶଶୁର ଜଣକ ଗଣମାଧ୍ୟମ ଆଗରେ ନିଜର ପ୍ରତି-କ୍ରିୟା ପ୍ରକାଶ କରିଛନ୍ତି ।

ଚାରି ମାସ ପୂର୍ବରୁ ତାଙ୍କ ପୁଅ ଏବଂ ବୋହୂଙ୍କ ବିବାହ ହୋଇଥିଲା । ବିବାହର କିଛିଦିନ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହଠାତ୍ ସେମାନେ ବୋହୂ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ପାଇଥିଲେ । ଅର୍ଥାତ୍ ବୋହୂ ତାଙ୍କର ଅନେକ ସମୟରେ ଘର କାମ ଛାଡି ଦେଇ କାହା ସହିତ ଫୋନରେ କଥା ହେବା ସହିତ ଚା-ଟିଂ ମଧ୍ୟ କରୁଥିଲେ । ଯାହା ପରିବାର ଲୋକଙ୍କୁ ଠିକ୍ ଲାଗୁ ନଥିଲା । ତେବେ ଗତକାଲି ସେମାନେ ଏକ ଭୋଜି ଖାଇବା ପାଇଁ ନିକଟସ୍ଥ ବନ୍ଧୁ ଘରକୁ ଯାଇଥିଲେ ଆଉ ଘରେ ବୋହୂ ସହିତ ବୁଢ଼ୀ ମାଆ ଥିଲେ ।

ତେବେ ଭୋଜି ଖାଇ ସାରି ସମସ୍ତେ ପ୍ରାୟତଃ ଚାରିଟା ବେଳେ ଘରକୁ ଫେରିଥିଲେ । ଆଉ ଘରେ ଯାଇ କଲିଙ୍ଗ ବେଲ୍ ମଧ୍ୟ ମାରିଥିଲେ । କିନ୍ତୁ କବାଟ କେହି ମଧ୍ୟ ଫିଟାଇ ନଥିଲେ । ଯାହା ପରେ ସେମାନେ ବୋହୂର ନାମ ଧରି ମଧ୍ୟ ଡାକିଥିଲେ କିନ୍ତୁ କିଛି ବି ଉତ୍ତର ମିଳି ନଥିଲା । ଭଡ଼ାଟିଆ କିଛି ସମୟ ପୂର୍ବରୁ ବୋହୂକୁ ବାଲକୋନୀରେ ବୁଲୁଥିବାର ଦେଖିଥିବା କଥା କହିଥିଲେ । ତେବେ ସେମାନେ ବାଧ୍ୟ ହୋଇ ଘର ପଛ ପଟେ ଥିବା ଏକ କବାଟ ଭାଙ୍ଗି ଦେଇଥିଲେ ଆଉ ଘରକୁ ପଶି ଯାଇଥିଲେ ।

ଆଉ ଏହାପରେ ଦେଖିଥିଲେ ଯେ , ବୋହୂ ଦଉଡ଼ି ଦେଇ ଦେଇଛି । ତେବେ ବର୍ତ୍ତମାନ ତାଙ୍କର ଶ-ବ ଉ-ଦ୍ଧାର କରି ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ତେବେ ଶଶୁର ଘର ଲୋକ ବୋହୂର ଅନ୍ୟ କାହା ସହିତ ସ-ମ୍ପର୍କ ଥିବା କଥା କହିଛନ୍ତି । ଆଉ ଯାହା ପାଇଁ ଏସବୁ ଘଟିଗଲା ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଝିଅର ବାପ ଘର ଲୋକ ଓଲଟା ଦୋ-ଷ ଦେଇ କହିଛନ୍ତି କି , ଜ୍ବାଇଁର ଆଉ କେଉଁଠି ସ-ମ୍ପର୍କ ଥିଲା । ତେବେ ସତ କଣ ଆଗକୁ ତ-ଦନ୍ତ ପରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *