ଚକଲେଟ ଲୋଭ ଦେଖାଇ ଚାରି ବର୍ଷର ଝିଅକୁ ଦୁ-ଷ୍କର୍ମ କଲା ପଡ଼ୋଶୀ ଅଙ୍କଲ । ଆଉ ଶେଷରେ ଜୀବନବି ନେଇଗଲା ।

ଯେଉଁ ବୟସରେ ନୂଆ ନୂଆ ଦୁନିଆକୁ ଜାଣିବା ଆରମ୍ଭ କରିଥିଲା ଆଉ ମଣିଷ କେମିତି ଚିହ୍ନି ନଥିଲା ସେହି ବୟସରେ ସେ ଏଭଳି ଜୀବନ ହାରିବ ବୋଲି କେହିବି ଜାଣି ନଥିଲେ । ଚାରି ବର୍ଷର ଝିଅକୁ ହରାଇ ପରିବାର ଏଭଳି ଅସହାୟ ହୋଇଯିବ ତାହା କେହିବି ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ । ବର୍ତ୍ତମାନ ସମୟରେ ଏଭଳି ଏକ ସମ୍ବେଦନଶୀଳ ଘ-ଟଣା ଘଟି ଯାଇଛି ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପଡ଼ୋଶୀ ନିଜର ଝିଆରୀ ସମ୍ପ-ର୍କର ଚାରି ବର୍ଷର କୁନି ଝିଅକୁ ଦୁ-ଷ୍କର୍ମ କରି ହ-ତ୍ୟା କରିଛି । ଯାହାକୁ ନେଇ ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିଛନ୍ତି । ତେବେ କହି ରଖିବୁ ଯେ ଏଭଳି ଏକ ଅଭା-ବନୀୟ ଘ-ଟଣା ରାଜଧାନୀ ଭୁବନେଶ୍ବରରେ ଘଟି ଯାଇଛି ।

ପ୍ରାୟତଃ ଭୁବନେଶ୍ୱରରେ ପୂର୍ବରୁ ଏମିତି ଅନେକ ଘ-ଟଣା ଶୁଣିବାକୁ ମିଳିଛି । ଏୟାରଫିଲଡ଼ ଥା-ନା ଅଞ୍ଚଳରେ ଏଭଳି ଏକ ସମ୍ବେଦନଶୀଳ ଘ-ଟଣା ଘଟି ଯାଇଛି । ତେବେ ଅଭି-ଯୁକ୍ତ ପଡ଼ୋଶୀ ଜଣକ ଚାରି ବର୍ଷର ଝିଅକୁ ପ୍ରାୟ ନେଇ ଯାଉଥିଲେ ଏବଂ ଖେଳୁଥିଲେ ମଧ୍ୟ । ତେଣୁ କେହିବି ଏଭଳି ଘ-ଟାଣ ଘଟିଯିବ ବୋଲି ଭାବି ନଥିଲେ । କିନ୍ତୁ ଗତକାଲି ପଡ଼ୋଶୀ ଅଙ୍କଲ ଜଣକର ଉଦ୍ଦେଶ୍ୟ କିଛି ଭିନ୍ନ ଥିଲା ଏବଂ ସେ କୁନି ଝଅକୁ ସିଧାସଳଖ ଡାକି ନପାରି ଚକଲେଟ ଲୋଭ ଦେଖାଇଥିଲା । ଛୋଟ ଝିଅଟି ଯେତେବେଳେ ନିଜ ସାଙ୍ଗ ପିଲାଙ୍କ ସହିତ ଖେଳୁଥିଲା ସେତେବେଳେ ପଡ଼ୋଶୀ ଅଙ୍କଲ ମଧ୍ୟ ପିଲାଙ୍କ ସହିତ ଖେଳିବାରେ ଲାଗିଥିଲା । ଏମିତିକି ସେ ସବୁ ପିଲାଙ୍କୁ ଚକଲେଟ ମଧ୍ୟ ଖାଇବାକୁ ଦେଇଥିଲା ।

ଏହାପରେ ସବୁ ପିଲାଙ୍କୁ ଆଖି ବନ୍ଦ କରିବାକୁ କହି କୁନି ଝିଅକୁ ଅଧିକ ଚକଲେଟ ଦେବ କହି ନିଜ ଘରକୁ ନେଇ ଯାଇଥିଲା । ଆଉ ସେଠାରେ କୁନି ଝିଅକୁ ଦୀର୍ଘ ସମୟ ଧରି ଦୁ-ଷ୍କର୍ମ ପରେ ଦୁ-ଷ୍କର୍ମ କରି ଚାଲିଥିଲା । ଝିଅଟି ଚି-ତ୍କାର ପରେ ଚି-ତ୍କାର କରିବା ସତ୍ତ୍ୱେବି ନର ରା-କ୍ଷସ ରୂପୀ ଅଙ୍କଲ ଆଦୋୖ ଶୁଣି ନଥିଲା ବରଂ ନିଜ ଭୁଲକୁ ଲୁ-ଚାଇବାକୁ ଯାଇ କୁନି ଝିଅର ବେକକୁ ପରିବା କଟା ଛୁ-ରୀରେ କା-ଟି ବେଡ଼ସିଟ ଘୋଡ଼ାଇ ଖଟ ତଳେକୁ ଫିଙ୍ଗି ଦେଇଥିଲା । ସନ୍ଧ୍ୟା ହେବାପରେ ଯେତେବେଳେ ଘରଲୋକେ ବହୁତ ଖୋଜାଖୋଜି କରି ନପାଇଲେ ସେତେବେଳେ ଅଭି-ଯୁକ୍ତ ଅଙ୍କଲକୁ ମଧ୍ୟ ପଚାରିଥିଲେ । ଆଉ ଏହା ଶୁଣିବା ପରେ ଅଭି-ଯୁକ୍ତ ସେଠାରୁ ତାଙ୍କୁ ଧ-କ୍କା ଦେଇ ଛୁ ମା-ରିଥିଲା ।

ତେବେ ପୋ-ଲିସ ଉକ୍ତ ଅଭି-ଯୁକ୍ତକୁ ଘନିଆ ଦାସକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ପୋ-ଲିସ ଫର୍ସ ଗଠନ କରିବା ସହିତ ଆହୁରି ତ-ଦନ୍ତ ଜାରି ରଖିଛି ଏବଂ ଆସନ୍ତା କାଲି ସାଇନଟିଫିକ ଟିମ ଆସି ଯାଞ୍ଚ କରିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *