ଟେକା ମା-ଡ ପରେ ମୁହଁ ଖୋଲିଲେ ପପୁ ପମପମ, କହିଲେ ପରିସ୍ଥିତି ଶାନ୍ତ ପଡିଲେ ଆସିବି ଷ୍ଟେଜ୍କୁ

ମଞ୍ଚ ଉପରେ କମେଡି କିଙ୍ଗ ପପୁ ପମ୍ପ ପମ୍ପଙ୍କ ଉପରକୁ ହେଲା ନି-ର୍ଧୁମ ଟେକା ମା-ଡ଼ । ଟେକା ମା-ଡରେ ଭ-ୟଭୀ-ତ ସାଙ୍ଗକୁ ଡ-ରିକି ଥରି ଉଠିଲେ ପପୁ ପମ୍ପ ପମ୍ପ।ତେବେ କମେଡି କିଙ୍ଗ ପପୁଙ୍କୁ କାହିଁକି ହେଲା ଟେକା ମା-ଡ଼ ଆସନ୍ତୁ ତାହା ଉପରେ ନଜର ପକାଇବା । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିବା-ଦୀୟ ମନ୍ତବ୍ୟ ଦେବା ଦିନ ଠାରୁ ବି-ବାଦ ପପୁଙ୍କ ପିଛା ଛାଡ଼ୁନି। ପ୍ରଥମେ କାଳୀ ମା-ଡ଼ ପରେ କାଷ୍ଟଙ୍ଗ କାଉଜ କୁ ନେଇ ଆସିଲା ପପୁଙ୍କ ନାମରେ ଅଭି-ଯୋଗ ।

ଆଉ ଏବେ ହେଲା ପଥର ମା-ଡ଼ । ହେଲେ ସବୁଠୁ ବଡ଼ କଥା ହେଉଛି କିଏ ମା-ରିଲା ପପୁଙ୍କୁ ପଥର । କାହିଁକି ଓ କଣ ପାଇଁ ପପୁଙ୍କ ଉପରକୁ ହୋଇଥିଲା ପଥର ମା-ଡ଼ ।ଓଲିଉଡ଼ ଜଗତର ଚର୍ଚ୍ଚିତ ହାସ୍ୟ ଅଭିନେତା ପପୁ ପମଙ୍କୁ ଓଡ଼ିଶାର ଘରେ ଘରେ ସମସ୍ତେ ବେଶ ଭଲ ପାଆନ୍ତି । କାରଣ ପପୁ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବେଶ ହସାଇ ଥାନ୍ତି । ହେଲେ ଏଇ କିଛି ବର୍ଷ ହେଲା କମେଡି କିଙ୍ଗ ପପୁ ଗୋଟିଏ ପରେ ଗୋଟିଏ ବିବା-ଦରେ ଛନ୍ଦି ହେଉଥିବା ନଜକୁ ଆସୁଛନ୍ତି ।

କେତେ ବେଳେ ପପୁଙ୍କ ଉପରକୁ ହେଉଛି କାଳୀ ମା-ଡ଼ ତ ଆଉ କେତେବେଳେ ପପୁଙ୍କ ଉପରକୁ ପଥର ମା-ଡ଼ ହେଉଛି । ଏହାରି ଭିତରେ ପୁଣି ଏକ ଘଟ-ଣା ସାମ୍ନାକୁ ଆସୁଛି ଯେଉଁଠି ଓଡ଼ିଆ ହାସ୍ୟ ଅଭିନେତା ପପୁଙ୍କୁ ମଞ୍ଚ ଉପରେ ପୁଣି ପଥର ମା-ଡ଼ ହୋଇଥିବା ଦେଖିବାକୁ ମିଳିଛି। ଏମିତିକି ଏହି ପଥର ମା-ଡରେ ପପୁ ପମ ପମ ଘାଇଲା ହୋଇ ପଡିଛନ୍ତି ।

ହେଲେ ବନ୍ଧୁଗଣ ପ୍ରଶ୍ନ ଉଠୁଛି ପପୁଙ୍କ ସହ ଏପରି କାହିଁକି ଲୋକେ । ତାହା ପପୁ ନିଜେ ମଧ୍ୟ ବୁଝି ପାରୁନାହାଁନ୍ତି। ତେବେ ସେ ଯାହା ବି କିଛି ହେଉ । ଜାଗର ଯାତ୍ରାରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ପପୁଙ୍କ ଉପରକୁ ହୋଇଥିବା ପଥର ମା-ଡକୁ ନେଇ ସାରା ଓଡ଼ିଶାରେ ଚହଳ ସୃଷ୍ଟି ହୋଇଛି।ଆଉ ଏଭଳି ଘ-ଟଣା ଘ-ଟିଛି ଗଞ୍ଜାମ ଜିଲ୍ଲା ସୁରାଳ ଗ୍ରାମରେ ।

ସୂଚନା ଅନୁଯାୟୀ ଏହି ଗ୍ରାମରେ ଜାଗର ଯାତ୍ରା ଚାଲୁଥିବା ବେଳେ କମେଡ଼ି କିଙ୍ଗ ପପୁଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା । ହେଲେ ଯେତେବେଳେ ପପୁ ମଞ୍ଚ ଉପରକୁ ଚଢିଥିଲେ ସେତେବେଳେ ସେହି ଗ୍ରାମକୁ ପ୍ରସଂଶା କରିଥିଲେ ତାଙ୍କୁ ସେଠାକୁ ନିମନ୍ତ୍ରଣ କରାଯାଇଥିବାରୁ ଧନ୍ୟବାଦ ବି ଜଣାଇ ଥିଲେ ଆଉ ଏହା ପରେ କିଛି ସମୟ ଯାଇଛି କି ନାହିଁ ଆରମ୍ଭ ହେଲା ପଥର ମା-ଡ଼। ଯେଉଁ ପଥର କି ସିଧା ଯାଇ ଷ୍ଟେଜ ଉପରେ ଥିବା ଏକ ଦିସପ୍ଲେ ରେ ବାଜି ଭା-ଙ୍ଗି ଯାଇଥିଲା ।

ଏହା ପରେ ପୁଣି ଆଉ ଥରେ ଆଉ ଏକ ପଥର ମା-ଡ଼ ହୋଇଥିଲା ଯାହା ସିଧା ଯାଇ ଷ୍ଟେଜ ଉପରେ ଥିବା ଏକ ଯୁବତୀଙ୍କ ଦେହରେ ବାଜିଥିବା କୁହାଯାଉଛି। ତେବେ ଏହା ପରେ ଆଉ ଏକ ପଥର ମଧ୍ୟ ପପୁଙ୍କ କାନ ତଳୁ ଖସିଯାଇ ଥିଲା । ପପୁଙ୍କ ଭାଗ୍ୟ ଭଲ । ମହାଦେବଙ୍କ ଆଶ୍ରିବାଦରୁ ପପୁଙ୍କର କୌଣସି କ୍ଷ-ତି ହୋଇ ନଥିଲା ହେଲେ ଏତିକି ବେଳେ କିନ୍ତୁ ପପୁ ମଞ୍ଚ ଉପରକୁ ଯାଇ ବୁଝାଇବାକୁ ଚେଷ୍ଟା କରିଥିଲେ ଏମିତି ନ କରିବାକୁ ଅନୁରୋଧ କରିଥିଲେ । ଏପରି ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଗ୍ରାମର ନାଁ ବଦ-ନାମ ହେଉଛି ବୋଲି କହିଥିଲେ ।

ତେବେ ଏହି ଘ-ଟଣା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଖେଳାଇ ଦେଇଥିବା ବେଳେ ପପୁଙ୍କୁ ଭଲ ପାଉଥିବା ଲୋକେ କହିଥିଲେ ପପୁଙ୍କ ଉନ୍ନତିକୁ କିଛି ଲୋକେ କୁଆଡେ ସହି ପାରୁ ନାହାଁନ୍ତି । ଯେଉଁଥି ପାଇଁ ରା-ଗରେ କୁଆଡେ ଏମିତି କରୁଛନ୍ତି । ହେଲେ ବାସ୍ତବରେ ଘ-ଟଣା ପଛରେ କଣ ରହିଛି ସତ୍ୟତା ତାହା କେବଳ ପଥର ମା-ଡ଼ କରିଥିବା ବ୍ୟକ୍ତି ହିଁ ଜାଣିଥିବେ ।

ତେବେ କିଛି ସମୟ ପରେ କୁହାଯାଉଛି କି ପପୁ ଷ୍ଟେଜ ଛାଡି ଚାଲି ଆସିଥିଲେ । ଆଉ ଆସିବା ବେଳେ କୁଆଡେ ବୁଝାଇ ଆସିଥିଲେ । ଆମକୁ ନିମନ୍ତ୍ରଣ କରି ଡାକିଛନ୍ତି । ଏମିତି କଲେ 40 ଜଣ କଳାକାର ଏଠାକୁ ଆସିଛନ୍ତି ସେମାନେ ପରେ ଆଲୋଚନା କରି ପାରନ୍ତି କି ଆପଣଙ୍କ ଅଞ୍ଚଳ କିଛି ଲୋକେ ଭଲ ନୁହଁନ୍ତି ବୋଲି ତେଣୁ ଏମିତି କିଛି କରି ନିଜ ଅଂଚଳର ନାମକୁ ତଳେ ପକାନ୍ତୁ ନାହିଁ ବୋଲି କହି ପପୁ ଦର୍ଶକ ମାନଙ୍କୁ ବୁଝାଇ ଥିଲେ ।

Leave a Reply

Your email address will not be published. Required fields are marked *