ମୋ ସ୍ତ୍ରୀ କୁ ମୋ ସାଙ୍ଗ ଦେଉଛି ବେଡ଼ ସୁଖ

ହାତରେ ଫଟୋ ଆଉ ଅଭି-ଯୋଗର କାଗଜ ଧରି ମା ଧାଇଁ ଆସିଛି ପ୍ରଶା-ସନ ପାଖକୁ ନ୍ୟା-ୟ ଭିକ୍ଷା କରିବା ପାଇଁ। ମୋ ପୁଅ ନିର୍ଦୋ-ଷ ତାକୁ ଦ-ଣ୍ଡ ଦିଅନି ପ୍ଲିଜ। ମୋ ପୁଅର ଭୁଲ କଣ ଥା-ନା ବାବୁ ? ପ୍ରେମ କରି ବିବାହ କରିବା। ସାତ ଜନ୍ମ ପାଇଁ ପ୍ରମିକା ମଥାରେ ସିନ୍ଦୁର ପିନ୍ଧାଇ ସ୍ତ୍ରୀ କରିବା ନା ପୁଅର ସାଙ୍ଗ ସହ ତା ସ୍ତ୍ରୀକୁ ପରିଚୟ କରେଇବା। ସତରେ ଆମେ ବି ବୁଝି ପାରୁନୁ ଭୁଲ କେଉଁଠି ରହିଗଲା। ନହେଲେ ଏ ବୟସର ଅପରାହ୍ନରେ ନିଜେ ଶାନ୍ତି ଖୋଜୁଥିବା ମଣିଷ କଣ ପ୍ରଶା-ସନ ପାଖକୁ ଧାଇଁ ଆସିଥାନ୍ତା ପୁଅକୁ ନ୍ୟା-ୟ ଦେବାକୁ କହିବା ପାଇଁ । ବନ୍ଧୁଗଣ ଏ କାହାଣୀ ଗୋଟେ ବୁଢ଼ୀ ମାର ପୁଅର କାହାଣୀ। ପୁଅ ପ୍ରେମ କରି ଏକ ଝିଅକୁ ବାହା ହୋଇ ଘରକୁ ବୋହୁ ଆଣିଥିଲା। ପୁଅ ବୋହୁଙ୍କ ଖୁସିରେ ଆମେ ମଧ୍ୟ ବେଶ ଖୁସୀ ହେଉଥିଲୁ।

ହେଲେ କିଏ ଜାଣିଥିଲା ପୁଅ ବୋହୂ ନୁହେଁ ଗୋଟେ କଳ-ଙ୍କିନି କାଳ ନାଗୁଣୀକୁ ସାଥିରେ ଧରି ଆସିଛି। କିଏ ଜାଣିଥିଲା ବୋହୁର ସମାଜ ଲୋକ କାହାକୁ ବି ଭ-ୟ ନାହିଁ ବୋଲି। ଆମେ ଆମ ବୋହୂକୁ ଖୁବ ଭଲ ପାଉଥିଲୁ। ନିଜ ଝିଅ ଭଳି ତାର ଯତ୍ନ ନେଉଥିଲୁ। ଭଲ ପାଇବାର କେଉଁଠି ହେଲେ ମଧ୍ୟ ଅଭାବ ରଖିନଥିଲୁ। ହେଲେ ବୋଧେ ହୁଏ ସେ ଆମ ଭଲ ପାଇବାର ମୂଲ୍ୟ ବୁଝି ପାରିଲାଣି। ଆମ ଭଲ ପାଇବା ଛାଡ଼ନ୍ତୁ ଆମ ପୁଅ ତାକୁ ପ୍ରେମ କରି ବିବାହ କରିଥିଲା ତା ଭଲ ପାଇବା ବି ବୁଝି ପାରିଲାନି। ଅଧା ବାଟରେ ମୋ ପୁଅର ହାତ ଛାଡି ମୋ ପୁଅ ସାଙ୍ଗ ସହ ସ-ମ୍ପର୍କ ରଖିଲା। ଏହି କଥା ଆମେ ଜାଣିବା ପରେ ଅନେକ ଥର ବୁଝାଇଲୁ। ହେଲେ କିଛି ଲାଭ ହେଲାନି। ବୋହୁ ପର କ୍ରିୟା ପ୍ରୀ-ତିରେ ପା-ଗେଳି ହୋଇଗଲା।

ଆଉ ପୁଅର ସାଙ୍ଗ ଚନ୍ଦନ ମୋ ବୋହୁ ସହ ସଂ-ପର୍କ ରଖି ମୋ ପୁଅକୁ ମା-ରି ଲହୁ ଲୁହାନ କରିଦେଲା। ଏତିକିରେ ମନ ବୁଝିଲାନି ଯେ ମୋ ପୁଅର ସଂସାରକୁ ଉଛନ କରିଦେଲା। ଆଉ ମୋ ପୁଅକୁ ଶେଷରେ ଆଣି ଥା-ନାରେ ଭର୍ତ୍ତି କରିଦେଲା। ମା ଜଣଙ୍କ କୋହ ଭରା କଣ୍ଠରେ ଏପରି କହି ଏସ୍ପି ଅଫିସ ଆସି ପୁଅ ପାଇଁ ନ୍ୟା-ୟ ଭିକ୍ଷା କରୁଛନ୍ତି।

କହୁଛନ୍ତି ବିବାହର କିଛି ବର୍ଷ ମୋ ପୁଅ ବିଶ୍ୱ ଆଉ ବୋହୁ ସୁଭଶ୍ରୀଙ୍କ ମଧ୍ୟରେ ଭଲ ସଂ-ପର୍କ ଥିଲା ଦୁହେଁ ଖୁସି ମଧ୍ୟ ଥିଲେ। ହେଲେ ସେହି ସୁଖର ସଂସାରକୁ ଧସେଇ ଆସିଲା ଚନ୍ଦନ। ବାସ ତା ପରେ ସବୁକିଛି ହୋଇଗଲା ଧୂଳିସାତ। ମୋ ବୋହୁ ପ୍ରଥମେ ପ୍ରଥମେ ଚନ୍ଦନ ସହ ସମ୍ପ-ର୍କ ରଖିଲା ତାହା ଯେତେବେଳେ ଆମେ ଜାଣିଲୁ ଚନ୍ଦନର ବାପା ମାଙ୍କୁ ଡାକି ଆମ ଆମ ଭିତରେ କଥା ସମାଧାନ କରି ବୋହୂକୁ ଆଉ ଚନ୍ଦନ କୁ ବୁଝାଇଲୁ।

ହେଲେ କେହି ହେଲେ ସୁଦ୍ଧା ବୁଝିଲେ ନାହିଁ ଶେଷରେ ବୋହୁ ଶୁଭଶ୍ରୀ ଚନ୍ଦନ ସହ କୁଆଡେ ରହୁଛି ବୋଲି ଶାଶୁ ଶୁଣିବାକୁ ପାଇଛନ୍ତି। ଆଉ ଗୋଟେ ପଟେ ଏବେ ପୁଅ ପାଖରୁ ଛାଡ-ପତ୍ର ଆବେଦନ କରିଥିବା ବେଳେ ବୋହୁ ଦୁଇ ବର୍ଷ ହେଲାଣି ଘର ଛାଡ଼ି ଚାଲିଗଲାଣି। ବୋହୁ ତ ଆମ ହସ ଖୁସିର ସଂସାର ଉଜାଡ଼ି ଦେଇ ଚାଲିଗଲା।

ମାତ୍ର ଗଲା ବେଳେ ପୁଅ ନାଁରେ ଦେଇ ଦେଇଗଲା ଏକ ଅଭି-ଯୋଗ ଆଉ ଏ ଥା-ନା ବାବୁ ମୋ ପୁଅକୁ ଥା-ନାକୁ ଆଣିଛନ୍ତି। ମୋର ନ୍ୟା-ୟ ଦରକାର ଏସ୍ପି ବାବୁ। ମତେ ନ୍ୟା-ୟ ନ ଦେବା ପର୍ଯ୍ୟନ୍ତ ମୁଁ କେଉଁ ଆଡେ ମଧ୍ୟ ଯିବି ନାହିଁ। ମୋ ପୁଅ ନି-ର୍ଦୋଷ ବିନା ଦୋ-ଷରେ ମୋ ପୁଅକୁ ଦ-ଣ୍ଡ ମିଳିବ ତାହା ଆମେ ସହି ପାରିବୁ ନାହିଁ। ତେଣୁ ବୟସର ଅପରାହ୍ନରେ ବୃଦ୍ଧା ମା ଜଣଙ୍କ ଏବେ ନ୍ୟା-ୟ ଭିକ୍ଷା କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ନ୍ୟା-ୟ କେବେ ମିଳୁଛି।

Leave a Reply

Your email address will not be published. Required fields are marked *