୮୦ ବର୍ଷର ନେତାଙ୍କ କ-ଳା କାର-ନାମା , ଫ-ସିଥିଲେ ଅର୍ଚ୍ଚନାଙ୍କ ଫା-ସରେ ଆଉ କରୁଥିଲେ ଏପରି କା-ଣ୍ଡ

ସମସ୍ତଙ୍କ ମୁହଁରେ ଜଣଙ୍କୁ ନେଇ ବହୁତ୍ ଚର୍ଚ୍ଚା ଆଉ ସେ ହେଉଛନ୍ତି ଆଶ୍ଚର୍ଯ୍ୟ କରିଦେବା ଭଳି କା-ଣ୍ଡ ଘଟା-ଉଥିବା ଲେଡୀ ଅର୍ଚ୍ଚନା ନାଗ । କାହା କାହା ସହିତ ସମ୍ପ-ର୍କ ରଖିଥିଲେ ଆଉ ତାଙ୍କ ଠାରୁ ଟଙ୍କା ଲୁ-ଟି ଚାଲିଥିଲେ ସେ କଥା ଆପଣ ସମସ୍ତେ ଜାଣି ସାରିଥିବେ କିନ୍ତୁ ମୁଖ୍ୟତଃ ସେ କାହା ଠାରୁ ଟଙ୍କା ଲୁ-ଟି ଚାଲିଥିଲେ ସେ କଥା ଏପର୍ଯ୍ୟନ୍ତ ସାମ୍ନାକୁ ଆସୁନାହିଁ କି ସେମାନଙ୍କ ନାମ ମଧ୍ୟ ପ୍ରକାଶ କରା ଯାଉନାହିଁ ।

ତେବେ ଏପରି ପରିସ୍ଥିତିରେ ସମସ୍ତେ ଅନାଇ ବସିଛନ୍ତି କି , ସେମାନଙ୍କ ନାମ ସାମ୍ନାକୁ ଆସୁ ଆଉ ସାରା ଓଡ଼ିଶାବାସୀ ସେମାନଙ୍କ ଚରିତ୍ର ବିଷୟରେ ଜାଣନ୍ତୁ । ତେବେ ସେପଟେ ଜେ-ଲ ପଛରେ ନିଜର ଜୀବନ ବିତାଉଥିବା ସୁନ୍ଦରୀ ଅର୍ଚ୍ଚନା ଖାଲି ଦୁଃ-ଖରେ ଭା-ଙ୍ଗି ପଡୁଛି । ତା ପାଖରେ ଆଉ ସେହି ଟଙ୍କା ନାହିଁ ଯେଉଁଥିରେ ସେ ମଜା କରିବ ଆଉ ଦାମୀ ଦାମୀ ଜିନିଷ କିଣିବ କାହିଁକି ନା ତାର ଚରିତ୍ର ବର୍ତମାନ ଦା-ଣ୍ଡରେ ପଡ଼ିଲାଣି।

ଏହାରି ମଧ୍ୟରେ ଏପରି ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଚମକାଇ ଦେବ । ତେବେ ଆମେ ଆପଣଙ୍କୁ ସେହି ଭଦ୍ର ବ୍ୟକ୍ତିଙ୍କ ନାମ କହିବୁ ନାହିଁ , କେବଳ ଜଣାଇ ଦେବୁ କି କିଏ ସେହି ବ୍ୟକ୍ତି । ସେ ବହୁତ ନାମୀ ଦାମୀ ଅଟନ୍ତି । ରାଜନୀତି ଜଗତରେ ତାଙ୍କର ଅନେକ ନାମ ରହିଛି । ସେ ମଧ୍ୟ ଅର୍ଚ୍ଚନା ନାଗ ଫା-ଶରେ ପଡ଼ି ଯାଇଥିଲେ ଆଉ ଲକ୍ଷ ଲକ୍ଷ୍ୟ ଟଙ୍କା ଦେଇ ଫ-ସି ଯାଇଥିଲେ ।

ତେବେ ତାଙ୍କ ବୟସ ୮୦ ରୁ ୮୨ ବର୍ଷ ଅଟେ ଆଉ ସେ ଭଲ ଭାବରେ ଛିଡା ହୋଇ ମଧ୍ୟ ପାରନ୍ତି ନାହିଁ । କିନ୍ତୁ ନାରୀର ବାସ୍ନା ତାଙ୍କୁ ଆକ-ର୍ଷିତ କରି ନେଇଛି । ସେ ଆଉ ଅଟକାଇ ପାରି ନଥିଲେ ଆଉ ସେହି ନାରୀର ଜା-ଲରେ ଛ-ନ୍ଦି ହୋଇ ଯାଇଥିଲେ । ଉତ୍ତର ଓଡ଼ିଶାର ଜଣେ ପୁରୁଣା ନେତା ସେ , ଜଣେ ଅଭିଜ୍ଞ ସମ୍ପନ୍ନ ନେତା ସେ । ତଥାପି ମାୟା-ବିନୀ ପ୍ରେମରେ ପଡି , ତାଙ୍କ ସହ ତାରକା ହୋଟେଲ ଯାଇ ରହିଥିଲେ ।

ତେବେ ପରେ ବ୍ଲା-କମେ-ଲର ଶି-କାର ହୋଇ ଲକ୍ଷ ଲକ୍ଷ ଟଙ୍କା ଗଣି ଥିଲେ ଆଉ କଣ କରିବେ ଶେଷରେ ସେ ଅର୍ଚ୍ଚନାଙ୍କୁ କ୍ଷମା ମଧ୍ୟ ମାଗି ନେଇଥିଲେ । ତେବେ ବର୍ତ୍ତମାନ ସମୟରେ ଯେଉଁ ଲୋକମାନେ ଏହି ନେତାଙ୍କ କଳା କାର-ନାମା ବିଷୟରେ ଜାଣି ପାରୁଛନ୍ତି , ସେମାନେ ତାଙ୍କୁ ଛି ଛି କରିବା ଆରମ୍ଭ କରି ସାରିଲେଣି । ଏତେ ବୃଦ୍ଧ ବୟସରେ ମଧ୍ୟ ଏପରି କା-ଣ୍ଡ କରିବାକୁ ସେ ଲା-ଜ କରୁ ନାହାଁନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *