ମୋ ଧନ ଚାଲିଗଲା ମୋ ଛୁଆକୁ ନେଇ ପୁରୁଣା ପ୍ରେମିକ ସାଥିରେ ।

ମୋ ଧନ ମତେ ଛାଡ଼ି ଚାଲିଗଲା । ମୁଁ ତାଙ୍କୁ ବାହା ହେଇଥିଲି ସେ ମୋ ନାଁରେ ହିଁ ସିନ୍ଦୂର ପିନ୍ଧାଇଥିଲେ । ନିଜ ଜୀବନ ସାଥି କରି ମୁଁ ମୋ ସ୍ତ୍ରୀଙ୍କୁ ଘରକୁ ଆଣିଥିଲି । ହେଲେ ମୋ ଧନ ମତେ ଧୋ-କା ଦେଲା । ମତେ ଛାଡ଼ି ଆଉ ଗୋଟେ ପୁରୁଷ ସହିତ ଚ-ମ୍ପଟ ମା-ରିଲା । ସ୍ବାମୀ ଏପରି କହି ସ୍ତ୍ରୀକୁ ମନେ ପକାଇ କା-ନ୍ଦି ପକାଉଛନ୍ତି । ସ୍ବାମୀ କହୁଛନ୍ତି ମୁଁ ଏବେ ବି ମୋ ଧନଙ୍କୁ ବହୁତ୍ ଭଲ ପାଏ ସେ ଏବେ ବି ଯଦି ମୋ ପାଖକୁ ଫେରି ଆସିବେ ତେବେ ମୁଁ ବହୁତ୍ ଖୁସି ହେବି । ହେଲେ ବିବାହ ପରେ ସ୍ବାମୀ ସହିତ ବେଶ୍ ହସ ଖୁସିରେ ଥିବା ସ୍ତ୍ରୀ ଯେ ଏମିତି କରିବ ତାହା କେବେ ଭାବି ନଥିଲେ ସ୍ବାମୀ ।

ହଁ ଆଜ୍ଞା ସାତ କଳସୀ,ଆଠ ଦୀପ ଓ ଅଗ୍ନୀକୁ ସାକ୍ଷୀ ରଖି ବୈଦିକ ରୀତିନୀତି ଅନୁଯାୟୀ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ କିଏ ଜାଣିଥିଲା ସ୍ତ୍ରୀ ମନରେ ଏମିତି କିଛି ଅଛି ବୋଲି । ସ୍ବାମୀ ସହିତ ଛଳନା କରି ସାତ ଜନ୍ମ ପାଇଁ ସାଥିରେ ରହିବାକୁ କଥା ଦେଇ ଅଧା ରାସ୍ତାରୁ ହାତ ଛାଡ଼ି ଚାଲିଯିବ ବୋଲି । ଏଇତ ଏବେ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦୁହେଁ । ହସ ଖୁସିର ସଂସାର ବି ବେଶ୍ ଭଲରେ ଚାଲିଥିଲା । ହେଲେ ହଟାତ୍ ସବୁ କିଛି ହୋଇଗଲା ଏପଟ ସେପଟ ।

ସ୍ତ୍ରୀ ମନେ ମନେ ମନ ଦେଇ ବସିଥିବା ନିଜର ପୁରୁଣା ପ୍ରେମିକ ସହ ଚଂ-ପଟ ମା-ରିଲା । ବିବାହ ପୂର୍ବରୁ ଭଲ ପାଉଥିବା ପ୍ରେମିକ ସହ ସ୍ୱାମୀକୁ ଛାଡ଼ି ଚାଲିଗଲା । ଆଉ ଗଲା ବେଳେ ପେଟରେ ସ୍ୱାମୀର ତିନି ମାସର ଛୁଆକୁ ମଧ୍ୟ ଧରି ଚାଲିଗଲା । ଏବେ ସ୍ବାମୀ ଏକା ହୋଇଯାଇଥିବା ବେଳେ ସ୍ତ୍ରୀ ଛାଡ଼ି ଯିବାର ଦୁଃ-ଖ ଆଉ ତାଙ୍କ ଛୁଆକୁ ନେଇ ଚାଲି ଯିବାର ଡବଲ ଦୁଃ-ଖ ଏବେ ସ୍ବାମୀ ଆଉ ସହି ପାରୁ ନାହାନ୍ତି । ସ୍ବାମୀ କାନ୍ଦି କାନ୍ଦି କହୁଛନ୍ତି ବାହା ହେଲି ମୁ, ପ୍ରେ-ଗେଣ୍ଟ କଲି ମୁଁ ହେଲେ ମୋ ସ୍ତ୍ରୀକୁ ନେଇଗଲା ହେମନ୍ତ ।

ହେଲେ ଏବେ ବି ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ବହୁତ୍ ଭଲ ପାଆନ୍ତି । ଏବେ ବି ସ୍ତ୍ରୀଙ୍କୁ ଫେରି ଆସିବା ପାଇଁ ସ୍ବାମୀ ଜୋଡି ଅନୁରଧ କରୁଥିବା ବେଳେ । ଧନ ମୁଁ ତୁମକୁ ବହୁତ୍ ଭଲ ପାଏ ତୁମେ ମୋ ପାଖକୁ ଫେରି ଆସ । ଆମେ ଖୁସିରେ ପୁଣିଥରେ ସଂସାର କରିବା ବୋଲି ସ୍ବାମୀ କହୁଛନ୍ତି । ହେଲେ ପ୍ରେମିକ ସହ ଚ-ମ୍ପଟ ମା-ରିଥିବା ସ୍ତ୍ରୀ ଫେରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *