ବସ୍ ଦୁର୍ଘ-ଟଣା ବାବ-ଦରେ ମୁଁହ ଖୋଲିଲେ ଡ୍ରାଇଭର , କହିଲେ ସେଦିନ କେମିତି ଘଟିଗଲା ଅଘ-ଟଣ

ଏଇ କିଛି ଦିନ ଆଗରୁ ବ୍ରହ୍ମପୁରରେ ଘଟି ଯାଇଥିବା ସଡ଼କ ଦୁର୍ଘ-ଟଣା ଚାରିଆଡ଼େ ହଇଚଇ କରି ରଖି ଦେଇଥିଲା । କାହିଁକି ନା ଏହି ଦୁର୍ଘ-ଟଣାରେ ଅନେକ ଜୀବନ ଚାଲି ଯାଇଥିବା ବେଳେ ଆଉ କେତେ ଲୋକ ଗୁରୁ-ତର ଭାବରେ ଆ-ହତ ହୋଇଛନ୍ତି ଆଉ ବର୍ତ୍ତମାନ ସମୟରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚିକିତ୍ସିତ କରାଯାଉଛି । ଏମାନଙ୍କୁ ଅବସ୍ଥା ଏତେ ଗୁରୁ-ତର ହୋଇଛି ଯେ , ଯାହାକୁ ଦେଖିବା ପରେ ଅନୁମାନ କରା ଯାଇପାରେ କି , କେତେ ହୃଦୟ ବିଦାରକ ସେଦିନର ବସ୍ ଦୁର୍ଘ-ଟଣା ଥିଲା ।

ଆଉ କିପରି ଚାଲିଗଲା ସେଦିନର ସେହି ୧୨ ଜଣକ ଜୀବନ । ତେବେ ଏମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ଥିବା କଥା ଆପଣ ସମସ୍ତେ ଜାଣିଥିବେ । ତେବେ ଆପଣ ସମସ୍ତେ ଜାଣିଥିବେ କି , ସେଦିନର ଭୁବନେଶ୍ଵରରୁ ବ୍ରହ୍ମପୁର ଫେରୁଥିବା ଏକ ଓଏସଆରଟିସି ବସ୍ ଆଉ ଏକ ଘରୋଇ ମିନି ବସ୍ ମଧ୍ୟରେ ମୁହାଁମୁହିଁ ଧ-କ୍କା ହୋଇଥିଲା । ତେବେ ଏଥିରେ ଥିଲେ ଝିଅକୁ ବିଦା କରି ଘରକୁ ଫେରୁଥିବା କନ୍ୟା ଘରର ଅନେକ ଲୋକ । ଯାହାଙ୍କର ଜୀବନ ଏହି ଦୁର୍ଘ-ଟଣା ନେଇଗଲା ଆଉ ତାଙ୍କ ସବୁଦିନ ପାଇଁ ତାଙ୍କ ପରିବାର ନି-ପାତ କରିଦେଲା ।

ସେହି ଘ-ଟଣା ବିଷୟରେ ଥରେ ଚିନ୍ତା କଲେ , ଛାତି ପୁରା ଥରି ଉଠୁଛି । ତେବେ ଅନ୍ୟ ପକ୍ଷରେ ସେଦିନର ଦୁର୍ଘ-ଟଣା ବିଷୟରେ ବର୍ତ୍ତମାନ ମୁଁହ ଖୋଲିଛନ୍ତି ସେହି ଓଏସଆରଟିସି ବସ୍ ର ଡ୍ରାଇଭର ମାନସ ପ୍ରଧାନ । ସେଦିନର ଦୁର୍ଘ-ଟଣା ଦିନ ସେ ଆତ୍ମ ସମର୍ପଣ କରି ଦେଇଥିଲେ । ତେବେ ସେ ଆ-ହତ ହୋଇଥିବା ଯୋଗୁଁ ପୋ-ଲିସ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲା । ତେବେ ବର୍ତ୍ତମାନ ସମୟରେ ସେ ସୁସ୍ଥ ହୋଇ ଯାଇଥିବାରୁ ତାଙ୍କୁ ଗି-ରଫ କରାଯାଇ କୋର୍ଟ ଚା-ଲାଣ କରାଯାଇଛି । ତେବେ ସେଦିନର ଦୁର୍ଘ-ଟଣା ସମୟର ଦୃ-ଶ୍ୟ କିପରି ଥିଲା , ତାହାକୁ ଗୋଟି ଗୋଟି କରି ବଖାଣିଛନ୍ତି ଡ୍ରାଇଭର ମାନସ ପ୍ରଧାନ ।

ତେବେ ସେ କହିଛନ୍ତି କି , ଏହି ଦୁର୍ଘ-ଟଣାରେ ତାଙ୍କର କିଛି ଭୂମିକା ନାହିଁ କି ଦୋ-ଷ ମଧ୍ୟ ନାହିଁ । କାହିଁକି ନା ସେଦିନର ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ସେ ଫେରୁଥିବା ସମୟରେ ହଠାତ୍ ମିନି ବସ୍ ଆସି ତାଙ୍କ ବସ୍ କୁ ବାଡେଇ ଦେଇଥିଲା , ଯାହା ଫଳରେ ଏତେ ବଡ ଅଘ-ଟଣ ଘଟିଗଲା । ନା ଏଥିରେ ତାଙ୍କର କିଛି ଭୂମିକା ଅଛି ନା କିଛି ଭୁଲ ଅଛି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି କି , ତାଙ୍କର ସରକାରୀ ବସ୍ ହୋଇଥିବା ଯୋଗୁଁ ଗାଡିର ବେଗ ମଧ୍ୟ ୪୦ ରୁ ୫୦ ମଧ୍ୟରେ ରହିଥିଲା

Leave a Reply

Your email address will not be published. Required fields are marked *