ନିଜ ସ୍ୱାମୀକୁ ନିଜ ସାନ ଭଉଣୀ ସହିତ ବିବାହ କରାଇଲା ସ୍ତ୍ରୀ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

କେହିବି ସ୍ତ୍ରୀ କେବେବି ନିଜ ସ୍ୱାମୀକୁ ଅନ୍ୟ ମହିଳା ସହିତ ଦେଖିପାରେ ନାହିଁ । ଆଉ ଆମ ଭାରତରେ ଯେଉଁଠି ସ୍ତ୍ରୀ ମାନେ ନିଜ ସ୍ୱାମୀକୁ ଦେବତା ଭଳି ମାନନ୍ତି ସେଠାରେ ଏଭଳି ଘ-ଟଣା ଘଟିବା ତ ସ୍ୱପ୍ନରେ ସୁଦ୍ଧା ଭାବିବା ଭୁଲ ଅଟେ । କିନ୍ତୁ କଣ ଆପଣ ଏଭଳି କେବେ ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି , ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ନିଜର ସାନ ଭଉଣୀ ସହିତ ବିବାହ କରାଇବାର ?

ଆଜ୍ଞା ହଁ , ବର୍ତ୍ତମାନ ସମୟରେ ଏହିଭଳି ହିଁ ଏକ ଘ-ଟଣା ଘ-ଟିଛି । ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ନିଜ ସାନ ଭଉଣୀ ସହିତ ବିବାହ କରାଇଛି । ଯେଉଁ ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । କହିରଖିବୁ ଯେ ସଙ୍ଗମ ସହର ପ୍ରୟାଗରେ ଏଭଳି ଏକ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି ।

ଶଙ୍କରଗଡ଼ର ରାଜକୁମାର ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ତାଙ୍କର ପ୍ରଥମ ବିବାହ ରୁମି ସହିତ ହୋଇଥିଲା । କିନ୍ତୁ ରୁମି ତାଙ୍କ ସାନ ଭଉଣୀକୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ଠାରୁ ଦୂରରେ ରହିପାରୁ ନଥିଲେ । ତେବେ ଫୋନ ଯୋଗେ ଦୁଇ ଭଉଣୀ କଥା ହୁଅନ୍ତି । ଯେହେତୁ ସେ ନିଜ ସାନ ଭଉଣୀକୁ ଏତେ ଭଲ ପାଉଥିଲେ ଏବଂ ତାଙ୍କୁ ଛାଡ଼ି ରହିପାରୁ ନଥିଲେ ।

ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ସାନ ଭଉଣୀକୁ ବିବାହ କରିବାକୁ କହିଲେ । ତେବେ ପ୍ରଥମେ ସ୍ୱାମୀ ମନା କରି ଦେଇଥିଲେ । କିନ୍ତୁ ସ୍ତ୍ରୀ ରୁମି ଜିଦ କରିବାରୁ ସ୍ୱାମୀ ପରବର୍ତ୍ତୀ ସମୟରେ ଶାଳୀକୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ । ପୂର୍ବରୁ ତାଙ୍କୁ ବିବାହ କରିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିଲା ଏବଂ ତାଙ୍କ ପରିବାର ମଧ୍ୟ ବେଶ କଷ୍ଟରେ ଚଳୁଥିଲା ।

ମାତ୍ର କିଛିଦିନ ପରେ ସ୍ତ୍ରୀ ନିଜ ସ୍ୱାମୀକୁ ତାର ସାନ ଭଉଣୀକୁ ବିବାହ କରିବାକୁ ମନେଇଥିଲା । ଏହାପରେ ରୁମି ତାଙ୍କ ସ୍ଵାମୀଙ୍କୁ ଏକ ମନ୍ଦିରରେ ନିଜ ସାନ ଭଉଣୀ ସହିତ ବିବାହ କରାଇ ଥିଲେ । ସମସ୍ତଙ୍କ ସାମ୍ନାରେ ରାଜକୁମାର ତାଙ୍କ ଶାଳୀର ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ । ତାପରେ ଦୁହେଁ ସ୍ୱାମୀ ସ୍ତ୍ରୀ ହୋଇଥିଲେ ।

ଯୁବକ ଜଣକ ବାରେ ପୋ-ଲିସ ଷ୍ଟେ-ସନ ପରିସରରେ ଥିବା ଏକ ଗାଁରେ ରହନ୍ତି । ତେବେ ଏହି ବିବାହ ବର୍ତ୍ତମାନ ସଙ୍ଗମ ସହରର ବାରା ପୋ-ଲିସ ଷ୍ଟେସ-ନ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ରୁମି ତାଙ୍କ ସ୍ୱାମୀ ଏବଂ ସାନ ଭଉଣୀର ବିବାହ କରାଇ ବେଶ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *