ମା ଝିଅ ବଜାରରୁ କିଣୁଥିଲେ ହରଡ଼ ଡାଲି । ପଛ ପଟୁ ଯୁବକ କଲେ ଆକ୍ର-ମଣ ।

ପ୍ରେମ ନିବେଦନ ଆଜିକାଲି ସାଧାରଣ ହୋଇ ଗଲାଣି । କିନ୍ତୁ ଆଜିକାଲି ସେହି ପ୍ରେମରେ ମଣିଷ ଏତେ ଦିନ ସ୍ୱାର୍ଥପର ହୋଇ ଯାଉଛି ଯେ କାହାରି ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ଏମିତି ଅନେକ ଘ-ଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ , ଯେଉଁଠି ଜଣେ ଯୁବକ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ପରେ ଯୁବତୀ ପ୍ର-ତ୍ୟାଖ୍ୟା-ନ କଲେ ମାମ-ଲା ହ-ତ୍ୟା ପର୍ଯ୍ୟନ୍ତ ପହଞ୍ଚି ଯାଉଛି । ଆଉ ଯେଉଁ କାରଣରୁ ଆଜିକାଲି ଲୋକେ ପ୍ରେମ କରିବାକୁ ମଧ୍ୟ ଭ-ୟ କରୁଛନ୍ତି । ପ୍ରାୟ ଅନେକ ସମୟରେ ଏଭଳି ଘ-ଟଣା ମଧ୍ୟ ଦେଖିବାକୁ ମିଳିଛି ଯେଉଁଠି ଯୁବକ ଜଣକ ଯୁବତୀଙ୍କ ହ-ତ୍ୟା କରିବାର ଭିଡ଼ିଓ ମଧ୍ୟ ଭାଇରଲ ହୋଇଛି ।

ଆଉ ସେଠାରେ ଲୋକେ ସାଜନ୍ତି ଦେଖଣାହାରୀ ଏବଂ କେହିବି ଗୋଟିଏ ଜୀବନ ବଞ୍ଚାଇବାକୁ ଆସନ୍ତି ନାହିଁ । କହିରଖିବୁ ଯେ ଏଭଳି ଏକ ଭ-ୟଙ୍କର ଘ-ଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ କୁନି ଝିଅ ଆଗରେ ତାର ମା’କୁ ଜଣେ ଯୁବକ ଜୀବନରୁ ମା-ରି ଦେଇଛି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅନ୍ତର୍ଗତ ଲାସୁଡ଼ିଆ ପୋ-ଲିସ ଷ୍ଟେ-ସନ ଅଞ୍ଚଳର ଜିଆନ୍ସ ଜିଲ୍ଲା କଲୋନୀରେ ଘଟି ଯାଇଛି । ଘ-ଟଣା ଏହା ଯେ ପ୍ରିୟା ନାମକ ଜଣେ ମହିଳା ନିଜ ଝିଅ ସହିତ ବଜାରକୁ କିଛି ରୋଷେଇ ସାମଗ୍ରୀ କିଣିବାକୁ ଯାଇଥିଲେ ।

ପୂର୍ବରୁ ପ୍ରିୟାଙ୍କୁ ଜଣେ ଯୁବକ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ କିନ୍ତୁ ପ୍ରିୟା ସବୁବେଳେ ତାହାକୁ ପ୍ର-ତ୍ୟାଖ୍ୟା-ନ କରିଥିଲେ ହେଁ ଯୁବକ ଜଣକ ଶୁଣି ନଥିଲେ । ଆଉ ସେହି ମାମ-ଲାର ସମାଧାନ ପାଇଁ ଦୁହେଁ ବଜାରରେ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ । ଏମିତିକି ଦୁହେଁ ବଜାରରେ କଥା ମଧ୍ୟ ହୋଇଥିଲେ ।

କିନ୍ତୁ ହଠାତ କଣ ହେଲା କେଜାଣି ଯୁବକ ଜଣକ ହଠାତ ପାଖରେ ରଖିଥିବା ମାର-ଣାସ୍ତ୍ରରେ ମହିଳାଙ୍କ ଉପରକୁ ଆକ୍ର-ମଣ କରିଥିଲେ । ଆଉ ସେହିଠାରେ ହିଁ ମହିଳାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ତେବେ ଘ-ଟଣା ବିଷୟରେ ସୂଚନା ମିଳିବା ପରେ ପୋ-ଲିସ ଅଭି-ଯୁକ୍ତକୁ ଗି-ରଫ କରିଛି । କେବଳ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ବର୍ତ୍ତମାନ ଅଭି-ଯୁକ୍ତକୁ କଣ ଦ-ଣ୍ଡ ମିଳୁଛି ।

Leave a Reply

Your email address will not be published. Required fields are marked *