ନିଜ ପୂର୍ବ ଜନ୍ମ କଥା ବଖାଣିଲା ୯ ବର୍ଷର ଝିଅ , କମ୍ପାନୀର ସିଇଓ କରିଥିଲେ …..

୯ ବର୍ଷର ଝିଅଟିଏ ଆଉ ନାଆଁ ତାର ସନ୍ଧ୍ୟା । ବାପା ମାଆଙ୍କର ବେଶ୍ ଗେହ୍ଲା ସେ । କିନ୍ତୁ ସନ୍ଧ୍ୟା ଅନ୍ଧାରକୁ ବହୁତ ଭ-ୟ କରେ । ହଠାତ୍ ଏପରି ବ୍ୟବହାର କରେ , ଯାହାକୁ କେହି ବୁଝି ପାରନ୍ତି ନାହିଁ । ସେ ନିଦରୁ ଉଠି କେବେ କେବେ ହଠାତ୍ କା-ନ୍ଦିଥାଏ ତ ଆଉ କେବେ ହସିଥାଏ , ଯାହା ଶୁଣି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । କଣ ପାଇଁ ଝିଅ ଏମିତି ହେଉଛି । ଏମିତି କି ଝିଅ ଥରେ ଥରେ ନିଦରୁ ଉଠି କହେ ବିକ୍ରମ ସାର୍ ମୋତେ ମା-ରନ୍ତୁ ନାହିଁ । ତେବେ ଏପରି ଦେଖି ପରିବାର ଲୋକ ଝିଅକୁ ଶିବ ମନ୍ଦିର ନେବାକୁ ନିଷ୍ପତି ନେଲେ।

ତେବେ ସେଦିନ ନିଜ ବାପା ସହିତ ମନ୍ଦିର ଯାଇଥିଲା ଝିଅ ଆଉ ମନ୍ଦିରରେ ପୂଜା କରୁଥିବା ସମୟରେ ହଠାତ୍ ଝିଅର ମୁଣ୍ଡ ଉପରେ ଘଣ୍ଟି ଖସି ପଡ଼ିଥିଲା , ଯାହା ପରେ ବେହୋସ ହୋଇ ଯାଇଥିଲା ସେ ଆଉ ସାଙ୍ଗେ ସାଙ୍ଗେ ତାକୁ ଡାକ୍ତରଖାନା ନିଆ ଯାଇଥିଲା । ତେବେ ଏହାପରେ ହଠାତ୍ ସନ୍ଧ୍ୟା ଉଠି କହିଥିଲା , ମୁଁ କିଏ ଆଉ ଆପଣ କିଏ । ଏହାପରେ ପରିବାର ଲୋକ କହିଥିଲେ ତୁ ସନ୍ଧ୍ୟା । କିନ୍ତୁ ସେ କହିଥିଲା ସନ୍ଧ୍ୟା କିଏ ମୁଁ ପ୍ରିୟଙ୍କା ଆଉ ମୁଁ ହାଇଦ୍ରାବାଦରେ ରୁହେ ।

ତେବେ ପରିବାର ଲୋକ ଭାବିଥିଲେ ଝିଅର ମୁଣ୍ଡରେ ମା-ଡ ହୋଇଥିବାରୁ ସେ ଏମିତି କହୁଛି । କିନ୍ତୁ ବାରମ୍ବାର ଏପରି କହିବାରୁ ସେମାନଙ୍କର ସ-ନ୍ଦେହ ହୋଇଥିଲା ଆଉ ସେମାନେ ସବୁ କଥା ଶୁଣିଥିଲେ । ଏପରିକି ପୋ-ଲିସ ପାଖକୁ ନେଇ ଯାଇଥିଲେ । ଆଉ ପୋ-ଲିସ ଆଗରେ ଝିଅ କହିଥିଲା କି , ମୁଁ ପ୍ରିୟଙ୍କା ଆଉ ମୋର ବୟସ ୨୪ ବର୍ଷ । ମୁଁ ମଲ୍ଟି ଟେଲେଣ୍ଟେଡ କମ୍ପାନୀରେ କାମ କରେ ।ସେଠାକାର ସିଇଓ ବିକ୍ରମ ଚନ୍ଦ୍ରନଙ୍କର ମୋ ଉପରେ ଖରାପ ନଜର ରହିଥାଏ । ମୁଁ ସବୁ ଜାଣି କରି କାମ ଛାଡ଼ିବାକୁ ଚାହୁଁ ନଥିଲି କାହିଁକି ନା ତାହା ଏକ ଭଲ କାମ ଥିଲା ।

ତେବେ ଏକଦା ରାତିରେ ସାର ଏକ ଫାଇଲ ନେଇ ଯିବାକୁ କହିଥିଲେ । ଆଉ ମୁଁ ମଧ୍ୟ ଯାଇଥିଲି । କିନ୍ତୁ ସାର ମୋତେ ଦୁ-ଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ମୁଁ ସେପରି କରିବାକୁ ଦେଇ ନଥିଲି । ଆଉ ବହୁତ ସମୟ ପର୍ଯ୍ୟନ୍ତ ମୋ ପାଟି ବନ୍ଦ କରିବାରୁ ମୁଁ ଅଣ ନିଃଶ୍ୱାସୀ ହୋଇ ମ-ରିଗଲି । ତାପରେ ମୁଁ କୁଆଡେ ଗଲି ଜାଣି ନାହିଁ । ତେବେ ଏହାପରେ ପୋ-ଲିସ ସେହି ବିକ୍ରମ ସାରଙ୍କ ପାଖରେ ପହଞ୍ଚି ତାଙ୍କ ବଗିଚାରେ ଦେଖିଲା ବେଳକୁ ଏକ ନର କ-ଙ୍କାଳ ବାହାରି ଥିଲା । ତେବେ ଏହା ପରେ ପୋ-ଲିସ ଏହା ଆଧାରରେ ବିକ୍ରମ ଚନ୍ଦ୍ରନଙ୍କୁ ଗି-ରଫ କରିଥିଲା ।

Leave a Reply

Your email address will not be published. Required fields are marked *