ସୁପ୍ରିମକୋର୍ଟ କଲା ଏପରି ଶୁଣାଣି , ପ୍ରେମ କରି ବିବାହ କରୁଥିବା ଅଧିକାଂଶ ଦମ୍ପତିଙ୍କ ମଧ୍ୟରେ ହେଉଛି ଛା-ଡପ-ତ୍ର

ଆଜିକାର ଦୁନିଆଁରେ ପ୍ରେମ କରି ବିବାହ କରିବା ସାଧାରଣ କଥା ହୋଇ ଗଲାଣି। ଲୋକେ ପ୍ରେମ କରି ଶେଷରେ ନିଜ ପ୍ରେମକୁ ଏକ ନୂଆ ନାମ ଦେବା ପାଇଁ ବିବାହ କରି ଦେଉଛନ୍ତି । ତେବେ କିଛି ଲୋକଙ୍କ ପ୍ରେମ ସଫଳ ହୋଇ ଶେଷରେ ବାହାଘର ପାଖରେ ପହଞ୍ଚି ଯାଉଥିବା ବେଳେ ଆଉ କିଛି ଲୋକ ପ୍ରେମରେ ବିଫଳ ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ଏପରି କିଛି କଥା ସାମ୍ନାକୁ ଆସିଛି , ଯାହା ଶୁଣିବା ପରେ ଆପଣ ଚମକି ଯାଇ ପାରନ୍ତି। ପ୍ରେମ କରି ବିବାହ କରୁଥିବା ଲୋକ ହିଁ ଛା-ଡପ-ତ୍ର ଦେଉଛନ୍ତି।

ତେବେ ଏହି କଥା ଆମେ କହୁ ନାହୁଁ , ଏହି କଥା କହିଛି ସୁପ୍ରିମକୋର୍ଟ । ବୁଧବାର ସୁପ୍ରିମକୋର୍ଟ ଏକ ମାମ-ଲାର ଶୁଣାଣି ବେଳେ କହିଛନ୍ତି ଏହି କଥା । ଜଷ୍ଟିସ୍ ବି.ଆର ଗୱାଇ ଏବଂ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠ ଏକ ବିବାହ ବିବାଦକୁ ନେଇ ସ୍ଥାନାନ୍ତର ହେବା ବେଳେ ଏପରି ଶୁଣାଣି କରିଥିଲେ । ଆଉ ଏପରି ରାୟ ଦେଇଥିଲେ ଯାହା ଶୁଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହିପରି କଥା କେହି ବିଶ୍ବାସ କରି ପାରୁ ନାହାଁନ୍ତି । ତେବେ ପ୍ରେମ ବିବାହ କରିଥିବା ଏହି ଦମ୍ପତିଙ୍କ ଛା-ଡପ-ତ୍ର କଥା ଶୁଣି ହିଁ ଏପରି କଥା କହିଥିଲେ ଜଷ୍ଟିସ୍ ବି.ଆର ଗୱାଇ ।

ତେବେ ତାଙ୍କ ଶୁଣାଣି ଅନୁଯାୟୀ , ପ୍ରେମରେ ପଡି ବିବାହ କରି ନେଉଥିବା ଦମ୍ପତି ମାନେ କିଛି ଦିନ ତ ଭଲରେ ରହି ଯାଉଛନ୍ତି କିନ୍ତୁ ତା ପରେ ପରେ ଆରମ୍ଭ ହୋଇ ଯାଉଛି ପ୍ରକୃତ ସମସ୍ୟା । ତେବେ ଅନ୍ୟ ପକ୍ଷରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ , କିଛି ଦିନ ପୂର୍ବରୁ ଏକ ମାମ-ଲା ଶୁଣାଣି ହୋଇଥିଲା , ଯେଉଁଥରେ ଅନ୍ୟ ଜଣଙ୍କର ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଛାଡ଼ପତ୍ର ଦିଆ ଯାଇପାରିବ ବୋଲି କୋର୍ଟ ଶୁଣାଣି କରିଥିଲା ।

ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି କି , ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝ-ଗଡା ହେବା ସାଧାରଣ କଥା । କିନ୍ତୁ ଯଦି ଏହି ଝ-ଗଡା ଅତି ଗମ୍ଭୀର ରୂପ ଧାରଣ କରୁଛି , ତେବେ ତୁରନ୍ତ ଛା-ଡପ-ତ୍ର ପାଇଁ ଆବେଦନ କରିନେବା ଉଚିତ୍ । ଆଉ ଦୁହିଁଙ୍କ ମାମ-ଲା ଅତିଶୀଘ୍ର ସମାଧାନ କରି ନେବା ଉଚିତ୍ । ଏହା ବ୍ୟତୀତ ଏହି କଥାରେ କୋର୍ଟ ଆହୁରି ମଧ୍ୟ ଶୁଣାଣି କରିଥିଲେ ଯେ , ଏଭଳି ମାମ-ଲାର ଶୀଘ୍ର ସମାଧାନ କରାଯାଇ ଶୁଣାଣି କରାଯିବା ଉଚିତ୍ ଆଉ ଏହି କଥାରେ ଉଭୟ ପକ୍ଷକୁ ସଠିକ୍ ନ୍ୟା-ୟ ମିଳିବା ଉଚିତ୍ ।

Leave a Reply

Your email address will not be published. Required fields are marked *