କୋର୍ଟର ଘଣ୍ଟାଏ ମଧ୍ୟରେ ବର୍ଷା ଏବଂ ଅନୁଭବଙ୍କ ଛା-ଡ଼ପ-ତ୍ର ଅସମ୍ଭବ । ଏମିତି କିଛି କହିଲେ ଓକିଲ ।

ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କ-ଳହ ବର୍ତ୍ତମାନ ସୁଦ୍ଧାବି ସମାଧାନ ହୋଇନାହିଁ । ମାମ-ଲାର ସମାଧାନ ଅନୁଯାୟୀ ହୁଏତ ଉଭୟେ ପୁଣିଥରେ ଏକାଠି ରହି ପାରନ୍ତି କିମ୍ବା ଉଭୟଙ୍କ ଛା-ଡ଼ପ-ତ୍ର ହୋଇପାରେ । କିନ୍ତୁ ଏତେ ବର୍ଷ ପରେବି ଏହି ମାମ-ଲାର କୌଣସି ମୋଡ଼ ପରିଦୃଷ୍ଟ ହେଉନାହିଁ । ଆଉ ବର୍ତ୍ତମାନ ସମୟରେ ଓକିଲ କିଛି ଏଭଳି କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ କହିବା କଥା ଯେ ଅନୁଭବ ଏବଂ ବର୍ଷାଙ୍କ ଛା-ଡ଼ପ-ତ୍ର ହୋଇ ପାରିବ ନାହିଁ କାରଣ ମାମ-ଲା ପାଇଁ କୋର୍ଟର ସମୟ ପର୍ଯ୍ୟାପ୍ତ ନୁହେଁ ।

କହିରଖିବୁ ଯେ ବର୍ଷା ଏବଂ ଅନୁଭବଙ୍କ ପାରିବାରିକ ମାମ-ଲାକୁ ନେଇ କୋର୍ଟ ମାତ୍ର ଘଣ୍ଟାଏ ସମୟ ଦେଉଛନ୍ତି । ଏହି ଏକ ଘଣ୍ଟା ମଧ୍ୟରେ ବର୍ଷାଙ୍କୁ କିଛିବି ପ୍ରଶ୍ନ ପଚରା ଯାଇ ପାରୁନାହିଁ । କ୍ରସ କ୍ୱେସଚେନ ମାତ୍ର ତିନିରୁ ଚାରୋଟି ପଚରା ଯାଇ ପାରୁଛି । ଆଉ ସେଥି ମଧ୍ୟରୁ ବି ବର୍ଷା ଅଧା ପ୍ରଶ୍ନ ବୁଝି ପାରୁ ନାହାଁନ୍ତି । ଆଉ ସେଥିରେବି ବର୍ଷା ଅଧା ପ୍ରଶ୍ନ ବୁଝି ପାରୁ ନାହାଁନ୍ତି ।

ଯଦି ଏମିତି ହୁଏ ତେବେ ଦୁହିଁଙ୍କୁ ଛା-ଡ଼ପ-ତ୍ର ମିଳିବା ଅସମ୍ଭବ । ସମୟ ମିଳିଲେ ପ୍ରଶ୍ନ କରାଯିବ । ଯାହାଦ୍ୱାରା ବର୍ଷା କୋର୍ଟରେ ଭୁଲ ପ୍ରମାଣିତ ହେବେ । କିନ୍ତୁ ଏହି ମାମ-ଲାକୁ ଉପଯୁକ୍ତ ସମୟ ମିଳିପାରୁ ନାହିଁ । ଯାହାକି ଏମିତି କିଛି କହିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ । ଏପଟେ କୋର୍ଟରେ ଦିନ ପରେ ଦିନ ଗଡ଼ିବାରେ ଲାଗିଛି ।

ପୂର୍ବରୁ ୧୨ତାରିଖ ଏବଂ ତାପରେ ୧୫ ତାରିଖ ଦେଇଥିଲେ କୋର୍ଟ । କିନ୍ତୁ ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ କଳ-ହର ସମାଧାନ ହୋଇ ପାରୁ ନାହିଁ । ମଙ୍ଗଳବାର ଦିନ ଅନୁଭବ ଏବଂ ବର୍ଷା କୋର୍ଟରେ ହାଜର ହୋଇଥିଲେ ସୁଦ୍ଧା ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଥିଲା । ତେଣୁ ଛା-ଡ଼ପ-ତ୍ର ଆହୁରି ବିଳମ୍ବ ହୋଇପାରେ ବୋଲି କୁହାଯାଉଛି । କାରଣ ବର୍ଷାଙ୍କ ଓକିଲ କହିଛନ୍ତି ଯେ ପ୍ରଶ୍ନ ସବୁ ଇଂରାଜୀରେ ପଚ-ରା ଯାଉଥିବାରୁ କୋର୍ଟରେ ସମୟ ଲାଗୁଛି । ଅନୁଭବଙ୍କ ଓକିଲ ଏଣୁତେଣୁ ଅନେକ ପ୍ରଶ୍ନ ଇଂରାଜୀରେ ପଚାରୁଛନ୍ତି ଯାହାଦ୍ୱାରା ଅଧିକ ସମୟ ଲାଗୁଛି । ତେଣୁ ବର୍ତ୍ତମାନ ଫ୍ୟାମିଲି କୋର୍ଟ ପୁଣିଥରେ କହିଛନ୍ତି ଯେ ଗ୍ରୀଷ୍ମ ଅବକାଶ ପରେ ହିଁ ପୁଣିଥରେ ଶୁଣାଣି କରାଯିବ ।

Leave a Reply

Your email address will not be published. Required fields are marked *