ଇତିହାସର ସବୁଠୁ ସୁନ୍ଦରୀ ରାଣୀ , ନିଜର କାମନା ବାସନାକୁ ପୂରଣ କରିବା ପାଇଁ ନିଜ ପୁଅ ସହିତ ରଖିଥିଲେ ଶାରୀ-ରିକ ସମ୍ପ-ର୍କ ।

କାମନା ବାସନା ମନୁଷ୍ୟକୁ ଖୁବ ତଳକୁ ଖସାଇ ଦେଇଥାଏ । ଯାହାକୁ ପୂରଣ କରିବା ପାଇଁ ଲୋକେ କିଛିବି କରିବାକୁ ପଛାଉ ନାହାଁନ୍ତି । ଇତିହାସରେ ମଧ୍ୟ ଏପରି ଏକ କାହାଣୀ ବ୍ୟାଖ୍ୟା ରହିଛି । ଇତିହାସର ସେହି ସୁନ୍ଦରୀ ରାଣୀ ନିଜ ଦେହର ଭୋକ ମେଣ୍ଟା-ଇବା ପାଇଁ ନିଜ ପୁଅ ସହିତ ମଧ୍ୟ ଶାରି-ରୀକ ସମ୍ପ-ର୍କ ରଖିଥିଲେ । ଯାହାଙ୍କ ନାମ ହେଉଛି କସମ ସୁଲତାନ । କିଛି ଲୋକ ତାଙ୍କୁ ତୁର୍କୀର କହୁଥିବା ବେଳେ କିଛି ଲୋକ ତାଙ୍କୁ ଆରବୀର ମହିଳା କହନ୍ତି ।

ଇତିହାସ ଅନୁଯାୟୀ କସମ ରହୁଥିବା ଗାଁରେ ତୁର୍କୀ ଶାସକ ମାନେ ସବୁ ପୁରୁଷଙ୍କୁ ମା-ରି ସବୁ ସ୍ତ୍ରୀ ଝିଅ ମହିଳାଙ୍କୁ ଆଣି ବଜାରରେ ବ୍ୟବସାୟ ଆରମ୍ଭ କଲେ । ସେଠାକାର ଶାସକ ସୁଲତାନ ମହମ୍ମଦଙ୍କୁ ସେଥିମଧ୍ୟରୁ ଜଣେ ୧୫ ବର୍ଷୀୟ ଝିଅ ଖୁବ ପସନ୍ଦ ଆସିବାରୁ ସେ ତାଙ୍କୁ ତାଙ୍କ ମହଲକୁ ନେଇ ଦାସୀ ମାନଙ୍କୁ ତାଙ୍କୁ ସାଜ ସଜ୍ଜା କରିବାକୁ କହିଲେ ।

ଝିଅଟି ସେ ବିଷୟରେ କିଛିବି ଜାଣି ନଥିଲା । ରାତିରେ ସୁଲତାନ ମହମ୍ମଦ ଝିଅର କକ୍ଷରେ ପହଞ୍ଚି ତାକୁ ତାର ନାମ ପଚାରିବାରୁ ସେ ନିଜ ନାମ ଆନସ୍ତାସିଆ ବୋଲି କହିଥିଲା ଏବଂ ନିଜ ଜୀବନରେ ଘଟି ଯାଇଥିବା ସବୁ କାହାଣୀ କହିଥିଲା । ସେ ଜାଣି ନଥିଲେ ଯେ ତା ଉପରେ ଅ-ତ୍ୟାଚା-ର କରିଥିବା ଶାସକ ସୁଲତାନ ମହମ୍ମଦ । ଏସବୁ ଶୁଣିବା ପରେ ସୁଲତାନ ମହମ୍ମଦ ସେହି ଝିଅକୁ ଇସଲାମ ଗ୍ରହଣ କରିବାକୁ କହିଥିଲା ।

ମାତ୍ର ଝିଅଟି ଖ୍ରୀଷ୍ଟିଆନ ଥିବାରୁ ମନା କରିଥିଲା । ଏତିକିରେ ରାଗିଯାଇ ମହମ୍ମଦ ଝିଅକୁ ଶାରୀ-ରିକ ଯନ୍ତ୍ର-ଣା ଦେବା ସହିତ ତାର ଦେହକୁ ଉପଭୋଗ କରିଥିଲା । ସକାଳୁ ପୁଣି ଦେହ ଅସୁସ୍ଥ ଥିବା ସତ୍ତ୍ୱେ ମାଲବୀ ଡାକି ଜୋର ଜବରଦସ୍ତ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରାଇ କସମ ସୁଲତାନ ନାମରେ ନାମିତ କରିଥିଲା ।

ଏହାପରେ ତାଙ୍କୁ ସୁଲତାନ ମହମ୍ମଦ ଏକ କୋଠରୀ ମଧ୍ୟରେ ବନ୍ଦୀ କରିବା ସହିତ ଯେତେବେଳେ ଇଚ୍ଛା ତାର ଦେହକୁ ଉପଭୋଗ କରୁଥିଲା । ଏହାପରେ ସମସ୍ତେ କସମଙ୍କୁ ମହମ୍ମଦଙ୍କ ସ୍ତ୍ରୀ ଭାବରେ ଦେଖୁଥିଲେ । ଏମିତିକି ସେମାନଙ୍କର ସାତ ସନ୍ତାନ ଥିଲେ । କସମ ଚାହୁଁଥିଲେ ଯେ ତାଙ୍କ ବଡ଼ ପୁଅକୁ ଶାସନ ଗାଦି ମିଳୁ । କିନ୍ତୁ ମହମ୍ମଦର ପ୍ରଥମ ବେଗମ ତୁରହାନର ମଧ୍ୟ ଉସମାନ ନାମକ ପୁଅ ଥିଲା ଯିଏକି ରାଜ ଗାଦି ପାଇବା ଇଚ୍ଛାରେ ଥିଲା ।

କିନ୍ତୁ କସମ ଜାଣିବାକୁ ପାଇଲେ ଯେ ଉସମାନ ତାଙ୍କ ଉପରେ ଖରାପ ନଜର ରଖିଛି ଯେଉଁ କାରଣରୁ ସୁଯୋଗ ଦେଖି କସମ ତାଙ୍କୁ ଥରେ ରାତିରେ ନିଜ କକ୍ଷକୁ ଡାକି ତାଙ୍କ ସହିତ ସ-ମ୍ପର୍କ ରଖିଥିଲେ । ଉସମାନ ସମ୍ପ-ର୍କରେ ତାଙ୍କ ପୁଅ ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ରହିଥିଲା । କସମ ଯାହା ଚାହୁଁଥିଲେ ତାହାହିଁ ହୋଇଥିଲା।

ମହମ୍ମଦଙ୍କ ମୃ-ତ୍ୟୁ ପରେ ଶାସନ କସମଙ୍କ ହାତକୁ ଆସିଥିଲା । ଛୋଟ ବେଳୁ କଷ୍ଟ ପାଇ ସେ ଖୁବ ନିଷ୍ଠୁର ହୋଇ ପଡ଼ିଥିଲେ ଏବଂ ସାମାନ୍ୟ ଭୁଲରେ କର୍ମଚାରୀଙ୍କୁ ମୃ-ତ୍ୟୁ ଦ-ଣ୍ଡ ଦେଉଥିଲେ । ତାଙ୍କର ଜଣେ ବିଶ୍ୱସ୍ତ ଦେହରକ୍ଷୀ ଥିଲେ ଯାହାଙ୍କ ସହିତ ତାଙ୍କର ଦୈହିକ ସ-ମ୍ପର୍କ ଥିଲା ବୋଲି କୁହାଯାଏ ।

କସମଙ୍କ ଦେହ କାମନା ଏତେ ଅଧିକ ଥିଲା ଯେ ସେ ନିଜ ଝିଅ ସହିତ ମିଶି ଉଭୟେ ଉସମାନ ସହିତ ଗୋଟିଏ ରାତି ଶାରୀ-ରିକ ସ-ମ୍ପର୍କ ରଖିଥିଲେ ଏବଂ ସେହି ରାତିରେ ଉସମାନଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ଯେଉଁ କାରଣରୁ ଉସମାନଙ୍କ ମା କସମଙ୍କୁ ମା-ରିବାକୁ ନିଷ୍ପତ୍ତି ନେଇଥିଲେ । ଥରେ ଲାଲା ସୁଲେମାନ ନାମକ ଜଣେ ବ୍ୟକ୍ତି କସମଙ୍କ ବେକରେ ଦଉଡ଼ି ଲଗାଇ ହ-ତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *