ମିଥୁନ ଚକ୍ରବର୍ତ୍ତୀ କା-ନ୍ଦିଲେ ସହିଦ ଦେବାଶିଷଙ୍କ ପାଇଁ ।

ସହିଦ ଦେବାଶିଷଙ୍କ ପାଇଁ ଭୋ ଭୋ ହୋଇ କା-ନ୍ଦିଲେ ମିଥୁନ ଚକ୍ରବର୍ତ୍ତୀ । ଭୋ ଭୋ ହୋଇ କା-ନ୍ଦି କହିଲେ ଦେବାଶିଷ ହେଉଛି ମୋ ଭାଇ ସେ ମ-ରିନି ସେ ବଞ୍ଚିଛି । ସେ ସହିଦ ହୋଇନି ସେ ସ୍ମୃତିରେ ଅଛି । ବନ୍ଧୁଗଣ ବଲିଉଡ୍ ଜଗତର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଓଡ଼ିଶା ମାଟିର ପୁଅ ଦେବାଶିଷ ଙ୍କ ପାଇଁ ଭୋ ଭୋ ହୋଇ କା-ନ୍ଦି ପକାଇଛନ୍ତି । ଦେବାଶିଷଙ୍କୁ ନିଜର ଭାଇ ବୋଲି କହି ଆଖିରୁ ଦୁଇ ଟୋପା ଲୁ-ହ ଧାର ଝରାଇ ଦେଇଛନ୍ତି । କେବଳ ଦେବାଶିଷଙ୍କ ପାଇଁ ମିଥୁନ ଚକ୍ରବର୍ତ୍ତୀ ନୁହଁନ୍ତି ସାରା ଓଡ଼ିଶା ବାସୀ କା-ନ୍ଦି ପକାଇଥିଲେ ।

ସହିଦ ଦେବାଶିଷଙ୍କ ପାଇଁ ଓଡ଼ିଶା ମାଟି ,ଗଗନ,ପବନ ଗଛ ଲତା ସମସ୍ତେ କା-ନ୍ଦି ପକାଇଥିଲେ । ସମସ୍ତେ କାନ୍ଦି କାନ୍ଦି କହୁଥିଲେ ଏ କଣ ହୋଇଗଲା । ଆମେ ଆମ ମାଟିର ବୀର ସନ୍ତାନଙ୍କୁ ହରାଇ ଦେଲୁ । ମାଟି ମା ତାର ଏକ ବୀର ପୁତ୍ରକୁ ହରାଇ ଦେଲା । ହେଲେ ମାଟି ପାଇଁ ଜୀବନ ଦେବାର ସୌଭାଗ୍ୟ ଖୁବ୍ ଭାଗ୍ୟବାନ ମଣିଷକୁ ମିଳେ । ଆଉ ଦେବାଶିଷ ସହିଦ ହୋଇ ନାହାଁନ୍ତି ଓଡ଼ିଶା ମାଟିର ପ୍ରତ୍ୟକଟି ଯୁବକଙ୍କ ଭିତରେ ରହିଛନ୍ତି ଦେବାଶିଷ ।

ଆଉ ମିଥୁନ ଚକ୍ରବର୍ତ୍ତୀ କାନ୍ଦି କାନ୍ଦି କହିଥିଲେ ମୁଁ କେବଳ ଦେବାଶିଷଙ୍କୁ ଦେଖିବା ପାଇଁ ଆଉ ମୁଁ କେବଳ ଦେବାଶିଷଙ୍କୁ ଥରେ ନିଜ ଆଖିରେ ଶେଷ ଦର୍ଶନ କରିବାକୁ ଏଠାକୁ ଧାଇଁ ଆସିଥିଲି । ମୁଁ ଚାହୁଥିଲି ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା ଦେବାଶିଷଙ୍କ ଗାଆଁ ମାଟିର ଦର୍ଶନ କରିବାକୁ । ଯେଉଁ ଗାଁରେ ଦେବାଶିଷ ଭଳି ବୀର ଯବାନ ଜନ୍ମ ନେଇଥିଲା ସେହି ମାଟିକୁ ଟିକେ ମୁଣ୍ଡିଆ ମା-ରିବାକୁ ।

ହଁ ବନ୍ଧୁଗଣ କାନ୍ଦି କାନ୍ଦି ଏମିତି କିଛି କହିଛନ୍ତି ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଓଡ଼ିଶା ମାଟିର ଅନୁଗୁଳ ଜିଲ୍ଲାରେ ଯେତେବେଳେ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ସେତେବେଳେ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଶେଷ କୃତ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା । ଆଉ ଏହି ଖବର ପାଇବା ମାତ୍ରେ ରବିବାର ଦିନ ଧାଇଁ ଆସିଥିଲେ ମିଥୁନ ଚକ୍ରବର୍ତ୍ତୀ ।

ଦେବାଶିଷଙ୍କ ଗାଁ ମାଟିରେ ପହଞ୍ଚିଯାଇଥିଲେ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଆଉ ଯେତେବେଳେ ଦେବାଶିଷଙ୍କ ଗାଁ ମାଟିରେ ମିଥୁନ ଚକ୍ରବର୍ତ୍ତୀ ପାଦ ଥାପି ଥିଲେ ସେତେବେଳେ ମିଥୁନଙ୍କ ଆଖିରେ ଥିଲା ଧାର ଧାର ଲୁ-ହ । ଯେତେବେଳେ ମିଥୁନ ଆସି ଦେବାଶିଷଙ୍କ ଗ୍ରାମରେ ପହଞ୍ଚିଥିଲେ ସେତେବେଳେ ମିଥୁନଙ୍କ ଆଖିରୁ ବୋହି ଆସିଥିଲା ଅମାନିଆ ଲୁ-ହ । ମିଥୁନ ନିଜ ଅମାନିଆ ଲୁ-ହକୁ ଯେତେ ରୋକିବାକୁ ଚେଷ୍ଟା କରୁଥିଲେ ସହିଦ ଦେବାଶିଷଙ୍କ ଗାଁ ମାଟି ମିଥୁନ ଙ୍କୁ କ-ନ୍ଦାଇ ଦେଇଥିଲା ।

ଦେବାଶିଷ ଙ୍କୁ ଝୁରୁଥିଲେ ମାଟି ମା,ଗଛ ଲତା, ବଣ ପାହାଡ । ଆଉ ଦେବାଶିଷଙ୍କ ବିଷୟରେ କହିଥିଲେ ମିଥୁନ । କହିଲେ ଦେବାଶିଷ ବଞ୍ଚିଥିଲେ ବଞ୍ଚିଛନ୍ତି ଆଉ ଆଗକୁ ବଞ୍ଚିରହିଥିବେ ମଧ୍ୟ । ହଁ ବନ୍ଧୁଗଣ ଯବାନଙ୍କୁ ହରାଇ ସେ ବି ବହୁତ୍ ଦୁଃ-ଖିତ ଥିଲେ । ଆଉ ଅମାନିଆ ଲୁ-ହ ଏବଂ କୋହ ମିଥୁନଙ୍କ ଆଖିରୁ ବୋହି ଆସି ଦେବାଶିଷଙ୍କ ଗାଁ ମାଟିରେ ପହଞ୍ଚିଥିଲା ।

ଆଉ ଶେଷରେ ମିଥୁନ କହିଥିଲେ ଦେବାଶିଷ ଯେଉଁଠି ରୁହନ୍ତୁ ଭଲରେ ରୁହନ୍ତୁ । ଭଗବାନ ଦେବାଶିଷଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । କେବଳ ସେତିକି ନୁହେ ମିଥୁନ ଆହୁରି ମଧ୍ୟ କହିଥିଲେ କି ଦେବାଶିଷଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ । ଏବଂ ଦେବାଶିଷଙ୍କ ଛୋଟ ଝିଅକୁ ଭଗବାନ ବଡ ମଣିଷ ହେବା ପାଇଁ ଶକ୍ତି ଆଉ ସାମର୍ଥ୍ୟ ଦିଅନ୍ତୁ । ତେବେ ବଲିଉଡ୍ ଅଭିନେତା ମିଥୁନଙ୍କ ଏଭଳି ପ୍ରତି-କ୍ରିୟା ଦେଖି ପୁରା ଗାଁ କା-ନ୍ଦି ଉଠିଥିଲା ।

Leave a Reply

Your email address will not be published. Required fields are marked *