କାରଗିଲ ଯୁ-ଦ୍ଧରେ ସହିଦ ହୋଇଥିଲେ ବାପା , ଏବେ ପୁଅ ଦେଶ ପାଇଁ ହେଲା ସହିଦ

ଏଇ ମାତ୍ର ଚାରିଦିନ ଆଗରୁ ଘଟି ଯାଇଥିବା ଘ-ଟଣା , ଯାହା ବିଷୟରେ ଆଲୋଚନା କରିବା ଦ୍ୱାରା ଦେହ ଶୀତେଇ ଉଠିବାରେ ଲାଗିଛି । କାହିଁକି ନା ଆମ ଦେଶ ପାଇଁ ପାଞ୍ଚ ପାଞ୍ଚ ଜଣ ବୀର ଯବାନ ସହିଦ ହୋଇ ଯାଇଛନ୍ତି ଆଉ ସେମାନଙ୍କ ପାର୍ଥିବ ଶରୀର ତାଙ୍କ ଘରକୁ ଆସି ପଞ୍ଚଭୂତରେ ମଧ୍ୟ ବିଲୀନ ହୋଇ ସାରିଲାଣି । କିନ୍ତୁ ଲୋକଙ୍କ ମନରୁ ଆଜି ଯାଏଁ ବି ସେମାନଙ୍କ ମୁଁହ ଯାଇ ନାହିଁ , ଲୋକେ ସେହି ବିର ଯବାନ ମାନଙ୍କ ବିଷୟରେ ଆଲୋଚନା କରିବାରେ ଲାଗିଛନ୍ତି । ଦେହ ମାତୃକା ପାଇଁ ଜୀବନ ଦାନ କରିଥିବା ସେହି ବିର ପୁଅ ମାନଙ୍କୁ ଏ ମାଟି ଆଉ ଭାରତ କୋଟି କୋଟି ପ୍ରଣାମ କରିଛି ।

ତେବେ ଏହାରି ମଧ୍ୟରେ ଆମ ଓଡ଼ିଶା ମାଟିର ସନ୍ତାନ ଦେବାଶିଷ ବିଶ୍ଵାଳ ରହିଥିବା ବେଳେ ପଞ୍ଜାବର କିଛି ବିର ସନ୍ତାନ ରହିଥିଲେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଏହି ବିର ସନ୍ତାନ ମଧ୍ୟରୁ ଏପରି ଜଣେ ମହାନ ବିର ଥିଲେ ଯାହାଙ୍କ ବାପା କାରଗିଲ ଯୁ-ଦ୍ଧରେ ଦେହ ପାଇଁ ସହିଦ ହୋଇ ଯାଇଥିଲେ ଆଉ ଏବେ ପୁଅ ମଧ୍ୟ ଦେଶ ପାଇଁ ଶହୀଦ ହୋଇ ଯାଇଛନ୍ତି । ପରିବାର ତାଙ୍କର ପୁରାପୁରି ପୁରୁଷ ଶୂନ୍ୟ ହୋଇ ଯାଇଛି । ତେବେ ଦେଶ ପାଇଁ ଜୀବନ ଦାନ କରିଥିବା ବାପାଙ୍କ ଶ-ବ ପାଖରେ ବସି ସେଦିନ ପୁଅ ମଧ୍ୟ ଶ-ପଥ କରିଥିଲେ କି , ଦେଶ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଦେବେ ।

ଆଉ ସେହା ହିଁ ହେଲା ବର୍ତ୍ତମାନ ସମୟରେ ପୁଞ୍ଚ ଆତଙ୍କବାଦି ଆକ୍ର-ମଣରେ ପ୍ରା-ଣ ହରାଇଥିବା ଜଣେ ବିର ସନ୍ତାନ ହେଉଛନ୍ତି ପଞ୍ଜାବର ଚର୍ଚି ଗାଆଁର ସହିଦ କୁଲୱନ୍ତ ସିଂହ ଯିଏକି ସହିଦ ହାବିଲଦାର ବଳଦେବ ସିଂହଙ୍କ ବିର ସନ୍ତାନ ।ବହୁତ କମ୍ ବୟସରୁ ବାପା ତାଙ୍କର ଭାରତୀୟ ସେନାରେ ଯୋଗ ଦେଇଥିଲେ ଆଉ ଦେଶ ପାଇଁ ନିଜ ଜିବନକୁ ମଧ୍ୟ ଭ-ୟ କରି ନଥିଲେ । ଆଉ ଠିକ୍ ସେହା ହିଁ କରିଥିଲେ କୁଲୱନ୍ତ ସିଂହ । ନିଜ ବାପାଙ୍କ ଆଡର୍ଷ ରେ ଅନୁପ୍ରାଣିତ ହୋଇଥିଲେ ସେ ।

ଆଉ ଯେଉଁ ଦିନ ଠାରୁ ସେ ଠାଣି ନେଇଥିଲେ କି , ଦେଶ ପାଇଁ ସେ କିଛି ବି କରିବେ । ଏହା ପରେ ପରେ ସେ ସେନାରେ ଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ସବୁକିଛି ଶେଷ ହୋଇ ଯାଇଛି । ଯେତେବେଳେ ଓଡ଼ିଶା ଆସି ବିର ଯବାନ ଦେବାଶିଷଙ୍କ ମ-ର ଶରୀର ପହଞ୍ଚିଥିଲା ଠିକ୍ ସେତିକି ବେଳେ ପଞ୍ଜାବ ମଧ୍ୟ ପହଞ୍ଚି ଥିଲା କୁଲୱନ୍ତ ସିଂହଙ୍କ ମ-ର ଶରୀର । ଆଉ ତାପରେ ତାଙ୍କ ପରିବାର ଲୋକ ନିଜକୁ ଆଉ ଅଟକାଇ ପାରି ନଥିଲେ । କା-ନ୍ଦି କା-ନ୍ଦି ବେହୋସ୍ ହୋଇ ଯାଇଥିଲେ । ଆଉ ରାତିରୁ ମୃ-ତ୍ୟୁ ଖବର ଶୁଣିବା ପରେ ତାଙ୍କ ଗାଁ ଲୋକ ମଧ୍ୟ ଆଉ ଶୋଇବା ଖାଇବା ଛାଡି ଦେଇଥିଲେ ।

Leave a Reply

Your email address will not be published. Required fields are marked *