ବାହାଘର ପରେ ଶିବଙ୍କ ସହ ମିତା ରଖିଥିଲେ ସ-ମ୍ପର୍କ , ସ୍ଵାମୀ ଘରେ ଥିବା ବେଳେ ବାରି ପଟେ ଘରକୁ ପଶୁଥିଲା ଶିବ

ପ୍ରେମ କରୁଥିଲେ ଆଉ ପ୍ରେମରେ ସବୁ ସୀମା ପାର କରି ଦେଇଥିଲେ । ଦୁଇ ପ୍ରେମୀ ଯୁଗଳ ଏକାଠି ରହିବେ ବୋଲି ମଧ୍ୟ କଥା ଦେଇଥିଲେ । କିନ୍ତୁ ଅଧାରେ ସବୁ କିଛି ସରି ଯାଇଥିଲା । କାହିଁକି ନା ଝିଅର ବିବାହ ତାଙ୍କ ପରିବାର ଲୋକ ଅନ୍ୟ ଏକ ଜାଗାରେ ସ୍ଥିର କରି ଦେଇଥିଲେ । ଆଉ ଝିଅ ମଧ୍ୟ ପରିବାର ଲୋକଙ୍କୁ ନିଜ ପ୍ରେମ କଥା କହି ନ ପାରି ବିବାହ କରି ନେଇଥିଲା । କିନ୍ତୁ ପରେ ପ୍ରେମିକ ଆଉ ପ୍ରେମିକା ଅଲଗା ରହି ପାରିନଥିଲେ । ପ୍ରେମିକ ବାରମ୍ବାର ପ୍ରେମିକାକୁ କରିଥିଲା ଫୋନ୍ ଆଉ ତା ପାଖରେ ଆସି ରହିବା ପାଇଁ କହିଥିଲା ।

ଶେଷରେ ସବୁକିଛି ଛାଡି ଆଉ ନିଜ ସ୍ବାମୀଙ୍କୁ ଛାଡି ଚାଲି ଆସିଥିଲେ ସବୁଦିନ ପାଇଁ ନିଜ ପ୍ରେମିକ ପାଖକୁ । କିନ୍ତୁ ସେଠାରେ ବି ପ୍ରେମିକାଙ୍କୁ ମିଳିଥିଲା ଧୋ-କା । ପ୍ରେମିକ ତାଙ୍କୁ ଅଧା ବାଟରେ ଛାଡି ଦେଇ କୁଆଡେ ଚାଲି ଯାଇଥିଲେ । ଆଉ ବର୍ତ୍ତମାନ ନିଜ ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା । ତେବେ ଏପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟ-ଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ତେବେ ଏହି ଅଞ୍ଚଳର ଶିବୁ ନାମକ ଜଣେ ଯୁବକଙ୍କୁ ମିତା ନାମକ ଜଣେ ମହିଳା ଭଲ ପାଉଥିଲେ ।

ଆଉ ଦୁହେଁ ନିଜ ପରିବାର ଲୋକଙ୍କୁ ମଧ୍ୟ ଏ ବାବଦରେ ଜଣାଇ ନଥିଲେ । ତେଣୁ ମିତାଙ୍କର ବିବାହ ଅନ୍ୟ ଏକ ସ୍ଥାନରେ ସ୍ଥିର ହୋଇଗଲା ଆଉ ସେ ମଧ୍ୟ ବାହା ହୋଇଗଲେ । କିନ୍ତୁ ଏପଟେ ପ୍ରେମିକାର ଦେହର ବାସ୍ନା ଆଉ ଶାରୀ-ରିକ ସୁଖ ଶିବୁଙ୍କୁ କରିଥିଲା ପାଗଳ । ସେ ନିଜ ପ୍ରେମିକାର ସେହି ଦେହକୁ ଉପଭୋଗ କରିବାକୁ ଚାହୁଁଥିଲେ । ସେଥିପାଇଁ ସେ ପ୍ରେମିକାଙ୍କୁ କହିଥିଲେ ନିଜ ସ୍ବାମୀଙ୍କୁ ଛାଡି ଆସିଲେ ସେ ତାଙ୍କୁ ବିବାହ କରିବେ । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ , ଶିବୁ ପ୍ରେମିକା ଘରକୁ ବାରି ପଟ ଦେଇ ପଶୁଥିଲେ ।

ଘରେ ସ୍ଵାମୀ ଥିବା ପରେ ମଧ୍ୟ ଦୁହେଁ ଶାରୀ-ରିକ ସ-ମ୍ପର୍କ ରଖିଥିଲେ ଆଉ ଶିବୁ ତାପରେ ପଳାଇ ଆସୁଥିଲେ । ତେବେ ପରେ ନିଜ ସ୍ବାମୀଙ୍କୁ ଛାଡି ମିତା ପଳାଇ ଆସିଥିଲେ ଶିବୁଙ୍କ ସହିତ ହାଇଦ୍ରାବାଦ ଆଉ ସେଠାରେ ପ୍ରତିଦିନ ରଖୁଥିଲେ ସ-ମ୍ପର୍କ । ବିବାହ କରିବା କଥା କହିଲେ ଶିବୁ କହିଥିଲେ ଗାଆଁକୁ ଗଲେ ବିବାହ କରିବେ । ତେବେ ସେହି ଦିନ ମଧ୍ୟ ଆସିଲା , ଯେଉଁ ଦିନ ବିବାହ କରିବା ଲୋଭ ଦେଖାଇ ଘରକୁ ଯାଉଥିବା ସମୟରେ ଭୁବନେଶ୍ୱର ଷ୍ଟେସ-ନରେ ମୀତାଙ୍କୁ ଛାଡି ଦେଇ ଶିବୁ କୁଆଡେ ପଳାଇ ଯାଇଥିଲେ । ଆଉ ମିତା ନି-ରାଶ ହୋଇ ଶିବୁଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି ।

Leave a Reply

Your email address will not be published. Required fields are marked *