ଧରା ପଡ଼ିଲା ଅର୍ଚ୍ଚନାଙ୍କ ଦାମୀ କାର ଏଣ୍ଡେଭୋର , ମୁକ୍ତେଶ୍ଵର ଅଞ୍ଚଳରେ ଲୁ-ଚା ଯାଇଥିଲା ଏହି କାର

ସତ କେବେ ଲୁ-ଚି ରହେ ନାହିଁ । ଯେମିତି ହେଲେ ବି ଦିନେ ନା ଦିନେ ଏହାକୁ ସାମ୍ନାକୁ ଆସିଥାଏ ଆଉ ଏହା ବିଷୟରେ ସବୁ ଜଣା ପଡ଼ି ଯାଇଥାଏ । ଠିକ୍ ସେହିପରି ବର୍ତ୍ତମାନ ସମୟରେ ବ୍ଲା-କମେ-ଲ କୁଇନ ଅର୍ଚ୍ଚନା ନାଗଙ୍କ ବିଷୟରେ ସବୁ କଥା ଜଣା ପଡିଯାଇଛି । ଆଉ ବେଶି ଦିନ ପର୍ଯ୍ୟନ୍ତ ଲୁ-ଚି ପାରିଲା ନାହିଁ ଅର୍ଚ୍ଚନାଙ୍କ କଳା କାରନାମା । ଶେଷରେ ସମସ୍ତେ ଜାଣିଗଲେ ଅର୍ଚ୍ଚନାଙ୍କ ସବୁ କଳା କାରନାମା ବିଷୟରେ ଆଉ ସାମ୍ରାଜ୍ୟ ବିଷୟରେ । ଅନ୍ୟ ଠାରୁ କୋଟି କୋଟି ଟଙ୍କା ଲୁ-ଟି ଚାଲିଥିଲେ ଏହି ବ୍ଲା-କମେ-ଲ ନାୟିକା ଆଉ ସେଥିରେ କରୁଥିଲେ ମଜା।

ତାଙ୍କୁ ଦେଖି ଲାଗୁଥିଲା ସେ ଯେମିତି କୌଣସି ସମ୍ଭ୍ରାନ୍ତ ପରିବାରର ଅଟନ୍ତି । କାରଣ ସେ ନିଜକୁ ବହୁତ ମେନ୍ ଟେନ୍ କରୁଥିଲେ ଆଉ ବଡ ବଡ଼ିଆ ମାନଙ୍କ ଠାରୁ ମା-ରି ଆଣୁଥିବା ଟଙ୍କାରେ ଦାମୀ ଦାମୀ ଜିନିଷ କିଣିବା ସହିତ ଦାମୀ ଘର ଏବଂ ଦାମୀ ଆସବାବ ପତ୍ର ମଧ୍ୟ ବ୍ୟବହାର କରୁଥିଲେ । ତେବେ ଏଇ କିଛି ଦିନ ତଳେ ତାଙ୍କ କାର ବିଷୟରେ ଚର୍ଚା ହେଉଥିଲା । କୁହା ଯାଉଥିଲା କି , ସେ ଏଣ୍ଡେଭୋର୍ ନାମକ ଏକ ଦାମୀ କାର ବ୍ୟବହାର କରୁଥିଲେ , ଯାହାର ଦାମ୍ ୪୦ ରୁ ୫୦ ଲକ୍ଷ ମଧ୍ୟରେ ଥିଲା ।

ତାହାକୁ ନେଇ ବଜାରକୁ ଗଲେ ଲୋକ ମାନେ ତାଙ୍କୁ ଲକ୍ଷପତି ଭାବରେ ବିବେଚନା କରୁଥିଲେ । ତେବେ ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ଯେ , ସେହି କାର ତାଙ୍କୁ କେହି ଜଣେ ବଡ ବଡ଼ିଆ ବାବୁ ଦେଇଥିଲେ । ଆଉ ଏକ ଆଶ୍ଚର୍ଯ୍ୟର କଥା ଏହା ଯେ , ଅର୍ଚ୍ଚନା ଗି-ରଫ ହେବା ଦିନ ସେହି କାର କୁଆଡେ ଗା-ଏବ ହୋଇ ଯାଇଥିଲା । ସମସ୍ତେ ଏହାକୁ ଅତ୍ୟନ୍ତ ଖୋଜାଖୋଜି ମଧ୍ୟ କରିଥିଲେ । କିନ୍ତୁ ଏହା ମିଳି ନଥିଲା । ଇଡିର ନଜର ମଧ୍ୟ ଏହା ଉପରେ ପଡ଼ିଥିଲା । କିନ୍ତୁ କାର କୁଆଡେ ଲୁ-ଚା ଯାଇଥିଲା କେହି ଜାଣି ପାରିନଥିଲେ ।

ବର୍ତ୍ତମାନ ସମୟରେ ଏହି କାର କେଉଁଠି ଲୁ-ଚା ହୋଇଛି , ସେ ବିଷୟରେ ଜାଣିବାକୁ ମିଳିଛି । ତେବେ ଗତକାଲି ଏହି କାରଟିକୁ ଭୁବନେଶ୍ୱର ସ୍ଥିତ ମୁକ୍ତେଶ୍ୱର ଅଞ୍ଚଳରୁ ଉଦ୍ଧା-ର କରାଯାଇଛି । ଏହି ଅଞ୍ଚଳର ଏକ ନିଛାଟିଆ ଜାଗାରେ ଏତେ ଦାମୀ କାର ଛିଡା ହୋଇଥିଲା । ଆଉ କାଲି ଏ ବାବ-ଦରେ ଜାଣିବାକୁ ମିଳିଥିଲା । ତେବେ ଏପର୍ଯ୍ୟନ୍ତ ଜଣା ପଡିନାହିଁ କି , ଏହି କାରଟିକୁ ସେହି ଅଞ୍ଚଳରେ କିଏ ରଖିଥିଲେ । ଅନ୍ୟ ପକ୍ଷରେ ପୋ-ଲିସ ଏହା ଉପରେ ତ-ଦନ୍ତ ଆରମ୍ଭ କରିଛି ଆଉ ଜାଣିବାକୁ ଚେଷ୍ଟା କରୁଛି କାର ସେହି ଅଞ୍ଚଳରେ କେମିତି ପହଞ୍ଚିଲା ।

Leave a Reply

Your email address will not be published. Required fields are marked *