ହେତୁବାଦୀ ମାନଙ୍କୁ ସାଇଜ କରିପାରିବେ ଓଡ଼ିଆଣୀ ମହିଳା , ଗୁରୁବାରରେ ଚିକେନ ମଟନ୍ ଖାଇବା କରିଦେବେ ବନ୍ଦ

ସାରା ରାଜ୍ୟରେ ବର୍ତ୍ତମାନ ସମୟରେ ହେତୁବାଦୀ ତଥା ପରମ୍ପରାବାଦୀ ମାନଙ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଚାରିଆଡ଼େ ଏହି ହେତୁବାଦୀ ମାନଙ୍କ ଭିଡ ଲାଗି ରହିଛି । ସୂର୍ଯ୍ୟପରାଗ ପର ଠାରୁ ଏହି ହେତୁବାଦୀ ମାନଙ୍କୁ ନେଇ ଅଧିକ ଆଲୋଚନା ହେବାରେ ଲାଗିଛି । କାହିଁକି ନା ଏମାନେ ହିନ୍ଦୁ ଧର୍ମ ବିରୁ-ଦ୍ଧରେ ଯାଇ କାର୍ଯ୍ୟ କରୁଛନ୍ତି । ଆଉ କିଛି ଧର୍ମ ସଂସ୍କୃତି ନ ମାନି ଏମାନେ ପୂଜା ପର୍ବରେ ଚିକେନ ମଟନ୍ ଖାଇବାରେ ଲାଗିଛନ୍ତି ।

ବର୍ତ୍ତମାନ ସମୟରେ ଏହି ହେତୁବାଦୀ ମାନଙ୍କୁ ଘୋର ନି-ନ୍ଦା କରାଯାଉଛି । ହିନ୍ଦୁ ଧର୍ମର ଧ୍ୱଜିଆ ଉଡାଇ ଦେଉଛନ୍ତି ଏହି ବ୍ୟକ୍ତି ମାନେ । ଆଗରୁ ଏହାକୁ ନେଇ ଅନେକ ଝ-ଗଡା ହେବାରେ ଲାଗିଛି । ହେତୁବାଦୀ ମାନଙ୍କ ଉପରକୁ ଆକ୍ର-ମଣ କରା ଯାଇଥିଲା । ଅନେକ ଥର ସେମାନଙ୍କୁ ବି-ରୋଧ କରା ଯାଇଥିଲେ ମଧ୍ୟ ସେମାନେ କିଛି ମାନିବାକୁ ନାରାଜ ଅଟନ୍ତି । ସେମାନେ ନିଜ ମନ ଇଚ୍ଛାରେ କାମ କରିବାରେ ଲାଗିଛନ୍ତି । ଏ ବାବ-ଦରେ ବର୍ତ୍ତମାନ ଜଣେ ବ୍ୟକ୍ତି ମୁହଁ ଖୋଲି କହିଛନ୍ତି ।

ତେବେ ତାଙ୍କ କହିବା ଅନୁଯାୟୀ , ନାରୀ ଜାତି ତେଜିଲେ ଏହି ହେତୁବାଦୀ ମାନେ ସାଇଜ ହୋଇଯିବେ । ଆଉ ମାର୍ଗଶିର ମାସ ଗୁରୁବାରରେ ଚିକେନ ମଟନ ଖାଇବା ଛାଡି ଦେବେ । ନାରୀ ଯଦି ଦୁର୍ଗା ସାଜିବେ , ତେବେ ସମସ୍ତେ ଭୟଭୀତ ହୋଇଯିବେ । ସେମାନେ ହିଁ କେବଳ ସମସ୍ତଙ୍କୁ ସଜାଗ କରିପାରିବେ । ଏ ଦେଶ ଦୁନିଆଁ କେବଳ ତାଙ୍କ ଦ୍ଵାରା ଠିକ୍ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି କି , ଆମ ଜଗନ୍ନାଥଙ୍କ ସଂସ୍କୃତି ଉପରେ ଯେଉଁ ମାନେ ବି କହିବେ , ସେମାନଙ୍କର ସେଇଟା ଶେଷ ଦିନ ହେବ । ଆମ ଧର୍ମ ନୀତି ନିୟମ ଯାହାକୁ ନେଇ ଆମେ ବଞ୍ଚୁଛେ , ତାହା ବିରୁ-ଦ୍ଧରେ ଲୋକମାନେ ଖରାପ କଥା କହିବା ବନ୍ଦ କରନ୍ତୁ ।

ନଚେତ୍ ଏମିତି ଏକ ସମୟ ଆସିବ , ଯେତେବେଳେ ସବୁ ସରି ଯାଇଥିବ । କେବଳ ହେତୁବାଦୀ ମାନଙ୍କ ରାଜ ଏ ଦୁନିଆଁ ଉପରେ ଚାଲିଥିବ । ତେଣୁ ସେ ସବୁ ଚାଲିବା ଆଗରୁ ଆମେ ସଜାଗ ହୋଇଯିବା ହିଁ ଭଲ ହେବ । ଆମକୁ କହିବା ପାଇଁ ଆଉ କେହି ନଥିବେ । ତେଣୁ ଖାଣ୍ଟି ଓଡିଆ କଥାକୁ ଆଦୌ ଭାଙ୍ଗନ୍ତୁ ନାହିଁ କି ଧର୍ମ ସଂସ୍କୃତି ବିରୁ-ଦ୍ଧରେ ଯାଆନ୍ତୁ ନାହିଁ । ନଚେତ୍ ଲକ୍ଷ୍ମୀ ଏବଂ ଦୁର୍ଗା ସ୍ୱରୂପ ନାରୀ ତେଜିଲେ ସବୁ ଶେଷ ହୋଇଯିବ । ତେଣୁ ବର୍ତ୍ତମାନ ସମୟରେ ସମସ୍ତେ ଚୁପ୍ ହୋଇ ଯାଇଛନ୍ତି ଆଉ ଯାହା କେବଳ ଓଡ଼ିଆଣି ମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।

Leave a Reply

Your email address will not be published. Required fields are marked *