ମି-ଛ ହୋଇଗଲା ସତ , ଏବେ ସତରେ ପାଣିରେ ଭାସୁଛି ଗୀତାଞ୍ଜଳୀଙ୍କ ସ୍ଵାମୀଙ୍କ ମୃ-ତ ଦେହ

ଟଙ୍କା ହିଁ ମଣିଷର ବଡ ମିତ୍ର । ତାଙ୍କ ପାଇଁ ମଣିଷ କିଛି ବି କରିବାକୁ ରାଜି ଥାଏ । ନିଜ ମଣିଷକୁ ବି ପର କରି ଦେଇଥାଏ ଏହି ଟଙ୍କା । ନିଜ ଲୋକଙ୍କୁ ମଧ୍ୟ ସବୁଦିନ ନିଜ ବାଟ ରୁ ହଟାଇବା ପାଇଁ ରାଜି ରହିଥାଏ ଏହି ଟଙ୍କା । ଆଉ ଏହି ଟଙ୍କାକୁ ହେଉଛି ସବୁ ନାଟର ଗୋବର୍ଦ୍ଧନ । ଏହି ଟଙ୍କା ପାଇଁ ପ୍ରତିଦିନ କେତେ ସେ ସୁନାର ସଂସାର ଉଜୁଡ଼ି ଯାଉଛି , ତାର କିଛି ହିସାବ ନାହିଁ । ଆଉ ଠିକ୍ ଏବେ ଉଜୁଡି ଯାଇଛି ଗୀତାଞ୍ଜଳିଙ୍କ ପରିବାର । କେଇଟା ଟଙ୍କାର ଲୋ-ଭ ତାଙ୍କୁ ସତରେ ଯେମିତି ପାଗଳ କରି ଦେଇଥିଲା ଆଉ ସତରେ ଏପରି କିଛି ହୋଇଗଲା ।

ତେବେ ହଁ ଆଜ୍ଞା ଆମେ କହୁଛୁ ବାହାନଗା ରେଳ ଦୁର୍ଘ-ଟଣା ବିଷୟରେ । ସେହି ସମୟରେ ଶହ ଶହ ଲୋକଙ୍କ ମୃ-ତ୍ୟୁ ହୋଇଥିଲା ଆଉ ଏହି କାରଣ ପାଇଁ ସରକାର ମୃତ-କଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ଆଉ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥିଲେ ଗୀତାଞ୍ଜଳି ନାମକ ଜଣେ ମହିଳା । କଟକ ବଡମ୍ବା ଥା-ନାକୁ ଯାଇ ସେ ନିଜ ସ୍ଵାମୀଙ୍କ ମୃ-ତ୍ୟୁକୁ ନେଇ ଦାବି କରିଥିଲେ । କିନ୍ତୁ ପରେ ଗୀତାଞ୍ଜଳିଙ୍କ ମି-ଛ ଧରା ପଡ଼ି ଯାଇଥିଲା । କାହିଁକି ନା ତାଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀଙ୍କ ବୟସ ମିଶି ନଥିଲା ।

ଯାହା ପରେ ପୋଲି-ସର ତାଙ୍କ ଉପରେ ସ-ନ୍ଦେହ ବଢିଥିଲା ଆଉ ସେହି ସ୍ଥାନରୁ ଚ-ମ୍ପଟ ମା-ରିଥିଲେ ସେ । ପରେ ତାଙ୍କ ସ୍ଵାମୀ ବିଜୟ କୁମାର ଦତ୍ତ ଥା-ନାରେ ପହଞ୍ଚି ସବୁ ସତ କଥା କହି ଦେଇଥିଲେ । ଆଉ ତାପରେ ଗୀତାଞ୍ଜଳିଙ୍କ ଅସଲି ଚେହେରା ସାମ୍ନାକୁ ଆସି ଯାଇଥିଲା । ଏଠାରେ କହି ରଖୁଛୁ ଯେ , ଗୀତାଞ୍ଜଳି ଏବଂ ବିଜୟଙ୍କ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ସେମାନେ ନିଜ ପାରିବାରିକ କଳ-ହକୁ କେନ୍ଦ୍ର କରି ଅଲଗା ହୋଇ ରହି ଆସୁଥିଲେ ।

ତେବେ ବର୍ତ୍ତମାନ ସମୟରେ ଗୀତାଞ୍ଜଳିଙ୍କ ସେହି ମି-ଛ ହୋଇ ଯାଇଛି ସତ । କାହିଁକି ନା ମଣିଆବନ୍ଧର ଏକ ପୋଖରୀ ରେ ଗୀତାଞ୍ଜଳିଙ୍କ ସ୍ବାମୀ ବିଜୟଙ୍କର ମୃ-ତ ଦେହ ମ-ରି ଭାସୁଛି । ଆଉ ଏହାକୁ ପୋ-ଲିସ ଉ-ଦ୍ଧାର କରି ତ-ଦନ୍ତ ଚଳାଇଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବିଜୟଙ୍କୁ ହ-ତ୍ୟା କରାଯାଇଛି ନା ବିଜୟ ନିଜେ ଆ-ତ୍ମହ-ତ୍ୟା କରିଛନ୍ତି , ତାହା ବିଷୟରେ ଜାଣିବା ପାଇଁ ପୋ-ଲିସ ତଦ-ନ୍ତ ଚଳାଇଛି । ତେବେ ଆଗକୁ ଦେଖାଯାଉ ସତ ସାମ୍ନାକୁ ଆସୁଛି କି ନାହିଁ । ବର୍ତ୍ତମାନ ସମସ୍ତେ ଗୀତାଞ୍ଜଳିଙ୍କ ଉପରେ ସ-ନ୍ଦେହ କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *